ମୃତ୍ୟୁର କାରଣ ହୋଇଥାଏ ଫ୍ରିଜରେ ରଖାଯାଇଥିବା ଚକଟା ଅଟା,ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇଥାଏ |

0

ଆଜିର କର୍ମୟୟ ଦୁନିଆରେ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ଗୋଟିଏ ଦିନରେ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ପଦାର୍ଥକୁ ଦୁଇ ତିନଧରି ବ୍ୟବହାର କରୁଛନ୍ତି । ଅଧିକାଂଶ ମହିଳା ମାନେ କାର୍ଯ୍ୟ ବ୍ୟସ୍ତତାରେ ଅଟାକୁ ଚକଟି ଫ୍ରିଜରେ ରଖିଦେଇଥାନ୍ତି ଏବଂ ପାଇଲେ ଏହାକୁ ଧୀରେ ଧୀରେ ବ୍ୟବହାର କରନ୍ତି । ପୂର୍ବରୁ ଲୋକମାନେ ତଟକା ପନିପରିବା ଆଣି ଖାଦ୍ୟ ପ୍ରସ୍ତୁତି କରୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ପନିପରିବାକୁ ଫ୍ରିଜରେ 4- 5 ଦିନ ରଖି ବ୍ୟବହାର କରୁଛନ୍ତି ।

ଏଥିରୁ ସମୟ ବାହାର କରି ଅନ୍ୟ କାମରେ ବ୍ୟସ୍ତ ରହିଥାନ୍ତି କିନ୍ତୁ ଆଧୁନିକ ଯୁଗରେ ଆମ୍ଭ ମାନଙ୍କର ସୁବିଧା ପାଇ ନୂତନ ଉପକରଣ ରହିଥିଲେ ମଧ୍ୟ ତାହା ଆମ ଶରୀର ପାଇ ହାନି କାରକ ହୋଇଥାଏ । ସେହିପରି ଗୋଟିଏ ଜିନିଷ ହେଉଛି ଫ୍ରିଜ ଏଥିରେ ଅନେକ ମହିଳାମାନେ କାର୍ଯ୍ୟ ବ୍ୟସ୍ତତାରେ ଅଟାକୁ ଚକଟି ବହୁତ ସମୟ ପରେ ଏହାକୁ ବ୍ୟବହାର କରିଥାନ୍ତି ।


ପୂର୍ବରୁ ଲୋକମାନେ ତାଜା ପନିପରିବା କିଣି ସେଥିରୁ ଖାଦ୍ୟ ପ୍ରସ୍ତୁତ କରି ଖାଉଥିଲେ କିନ୍ତୁ ଏହା ସ୍ୱପ୍ନ ହୋଇଗଲାଣି । ଆଜି ସମାଜରେ ପ୍ରତ୍ୟେକ ଲୋକମାନଙ୍କର ଘରେ ଫ୍ରିଜ ରହିଛି ଯାହା ଦ୍ୱାରା ସେମାନେ ବଳକା ଖାଦ୍ୟ ପଦାର୍ଥକୁ ଅଧିକ ଦିନ ସଞ୍ଚୟ କରି ପାରୁଛନ୍ତି । କାରଣ ଫ୍ରିଜ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ପଦାର୍ଥକୁ ସଢିବାରେ କିଛି ଦିନ ମନ୍ଥର କରିଦିଏ । ଯାହା ଦ୍ୱାରା ଖାଦ୍ୟ ପଦାର୍ଥ ଅଧିକ ଦିନ ରହିଥାଏ ଏହାକୁ ଲୋକମାନେ ମଧ୍ୟ ବ୍ୟବହାର କରିଥାନ୍ତି ।

କିନ୍ତୁ ଏହା ଆମ ଶରୀର ପାଇ ବହିତ କ୍ଷତି କାରକ ହୋଇଥାଏ । ଚକଟା ଅଟାକୁ ଅଧିକ ସମୟ ରଖିଲେ ଏହା ଶରୀର ପାଇ ବହୁତ ହାନୀକାରକ ହୋଇଥାଏ । ଅନେକ ମହିଳାମାନେ ଅଟା ଚକଟୁଥିବା ସମୟରେ ଅଟା ବେଶୀ ହୋଇଗଲେ ଏହାକୁ ଫ୍ରିଜରେ ରଖିଦିଅନ୍ତି କିନ୍ତୁ ଏହା କରିବା ଅନୁଚିତ ହୋଇଥାଏ ।


ବିଶେଷଜ୍ଞଙ୍କ କହିବା ଅନୁସାରେ ଅଟା ଚକଟିବା ପରେ ଏହାକୁ ତୁରନ୍ତ ବ୍ୟବହାର କରନ୍ତୁ ନଚେତ ଅଟା ପାଣି ସଂସ୍ପର୍ଶରେ ଆସିବା ଫଳରେ ଏଥିରେ ରାସାୟନିକ ପରିବର୍ତ୍ତନ ହୋଇଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇ ବହୁତ ହାନୀକାରକ ହୋଇଥାଏ । ଏହି ଅଟା ଚକଟାକୁ ଫ୍ରିଜରେ ରଖିଲେ ସେଥିରୁ ବାହାରୁଥିବା ହାନୀ କାରକ କିରଣ ଏହା ସଂସ୍ପର୍ଶରେ ଆସିଥାଏ ଯାହା ଅଟାକୁ ଖରାପ କରିଦେଇଥାଏ ।


ଏହି ଅଟା ଚକଟାକୁ ଯଦି ଦ୍ୱିତୀୟ ଥର ବ୍ୟବହାର କରି ରୁଟି ପ୍ରସ୍ତୁତ କରନ୍ତି ଏହା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭବନା ବଢିଥାଏ । ଏହା ଦ୍ୱାରା ଲୋକ ମାନଙ୍କର ଗ୍ୟାସ ସମସ୍ୟା ,କୁଷ୍ଠକାଠିନ୍ୟ ସମସ୍ୟା ,ହଜମ କ୍ରିୟାରେ ପ୍ରଭାବ ଏବଂ ଖାଦ୍ୟର ସ୍ୱାଦ ବଦଳିଯିବା ପରି ଅନେକ ସମସ୍ୟା ଦେଖାଯାଏ । ସେଥିପାଇ ପ୍ରତ୍ୟେକ ମହିଳା ମାନଙ୍କୁ ଏଥି ପ୍ରତି ଧ୍ୟାନ ରଖିବାକୁ ହେବ ଏବଂ ଅଟା ଚକଟାକୁ ତୁରନ୍ତ ବ୍ୟବହାର କରିବା ଆବଶ୍ୟକ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।