ଦେଖନ୍ତୁ ଭିଡିଓ – ଓଲିଉଡ ଅଭିନେତ୍ରୀ ଭୂମିକା ସୋସିଆଲ ମିଡ଼ିଆ ରେ ଲୋକମାନ ଙ୍କୁ ଏମିତି କିଛି କହିଲେ ଶୁଣିଲେ କହିବେ କ’ଣ ସତରେ

0

ଆମ ବିଶ୍ୱରେ ଯେବେ ଠାରୁ ଏହି ମାରାତ୍ମକ କରନା ଭୁତାଣୁ (covid-19) ର ପ୍ରବେଶ ହୋଇଛି ସେବେ ଠାରୁ ସମସ୍ତ ମନୁଷ୍ୟ ତଥା ସାଧାରଣ ମଣିଷ ଠାରୁ ରାଜନୈତିଜ୍ଞ ତଥା ସେଲିବ୍ରେଟି ମାନଙ୍କ ର ଜୀବନ ରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି। ତେବେ ଏହି covid-19 ର ପୂର୍ବରୁ ସବୁ ସେଲିବ୍ରେଟି ବା ଫିଲ୍ମ ଷ୍ଟାର ମାନଙ୍କ ର ନିତିଦିନିଆ ଜୀଵନ ଶୋଇଲି କିଛି ଅଲଗା ଥିଲା କିନ୍ତୁ ବର୍ତ୍ତମାନ ସେମାନେ ନିଜ ଘର ଭିତରେ ବନ୍ଦ ରହୁଛନ୍ତି।

ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଜଣେ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ଆଗଧାଡ଼ିର ଅଭିନେତ୍ରୀ ଙ୍କ ବିଷୟରେ ଜଣେଇବୁ କି ସେ ଲକଡାଉନ ସମୟରେ କଣ କଣ ସବୁ କରୁଛନ୍ତି ।ତେବେ ଆପଣ ଆମ ଓଲିଉଡ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ଭୂମିକା ଙ୍କୁ ତା ଜାଣିଥିବେ ନିଶ୍ଚିତ। ସେ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ

ରୁମ କୁ ଝୁମା ନା ଫିଲ୍ମ ରୁ ଏକ ଛୋଟ କଳାକାର ଭାବରେ କିନ୍ତୁ ବର୍ତ୍ତମାନ ସେ ଫିଲ୍ମ ର ମୁଖ୍ୟ ଅଭିନେତ୍ରୀ ଭାବରେ ତୁ ମୋ ଲବ ଷ୍ଟରୀ ,ହିରୋ ନମ୍ବର 1 ଆଦି ଫିଲ୍ମ ରେ ହିରୋଇନ ଭାବରେ ନିଜର ଅଭିନୟ କରିଥିଲେ ।ଏବଂ ସେ ତାଙ୍କର ଅଭିନୟ ଦ୍ବାରା ବର୍ତ୍ତମାନ ଓଡ଼ିଶାର ଲୋକମାନ ଙ୍କର ପ୍ରିୟ ଅଟନ୍ତି ।ତେବେ ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ମନ ଛୁଆଁ ।କିନ୍ତୁ ବର୍ତ୍ତମାନ Covid-19 ସମୟରେ ସେ ଘରେ କିପରି ରହୁଛନ୍ତି ଏବଂ କଣ କହିଛନ୍ତି ଆସନ୍ତୁ ଜାଣିବା ।

ତେବେ ଆମ ଓଡିଶା ର ଫିଲ୍ମ କୁଇନ ଭୂମିକା ବର୍ତ୍ତମାନ ଲକଡାଉନ ରେ ନିଜର ଘରେ ରହୁଛନ୍ତି ଏବଂ ସେ ସମସ୍ତ ଓଡ଼ିଶା ବାସୀ ଙ୍କୁ ଘରେ ସୁରକ୍ଷିତ ଭାବରେ ରହିବାକୁ କହିଛନ୍ତି ।ତେବେ ବର୍ତ୍ତମାନ ତାଙ୍କର କୌଣସି ଫିଲ୍ମ ର ସୁଟିଂ ନଥିବାରୁ ସେ ତାଙ୍କର ସମୟ ନିଜ ପରିବାର ଲୋକ ଙ୍କ ସହ ବିତାଉଛନ୍ତି ।ସେ କହିଛନ୍ତି କି ପ୍ରତିଦିନ ସକାଳେ ସେ ଉଠିବା ପରେ ୟଗା କରିବାକୁ ବହୁତ ପସନ୍ଦ କରନ୍ତି ।ଘରେ ନିଜର ରୁମ ଓ ସମସ୍ତ ଗିଫ୍ଟ ଗୁଡିକୁ ସଫା କରିଥାନ୍ତି।

ସେ କହିଛନ୍ତି ଯେ , ଅଭିନୟ ସହ ତାଙ୍କୁ ରୋଷେଇ କରିବାକୁ ବହୁତ ଭଲ ଲାଗେ ।ନୂଆ ନୁଆ ଖାଇବା ପ୍ରସ୍ତୁତ କରିବା ଓ ଖାଇବାକୁ ତାଙ୍କୁ ବହୁତ ଭଲ ଲାଗେ ।ସେ ଚିତ୍ରଙ୍କନ କରିବା କୁ ଛୋଟ ବେଳ ରୁ ପସନ୍ଦ କରନ୍ତି ତାହା ଏହି ଲକଡାଉନ ରେ ସେ କରୁଥିବାର କହିଛନ୍ତି। ଏହା ଛଡା ପାଠ ପଢିବାରେ ମଧ୍ୟ ତାଙ୍କୁ ଖୁସି ମିଳିଥାଏ ।ସେ ନିଜର ପାଠ ଛଡା ଉପନ୍ୟାସ ଓ ନବେଲ ପଡ଼ିଥାନ୍ତି। ତାଙ୍କୁ ଲୁଡ଼ ଖେଳିବାକୁ ବହୁତ ଭଲ ଲାଗେ ।କିନ୍ତୁ ସେ କହିଛନ୍ତି ଯେ ତାଙ୍କୁ ମୋବାଇଲ ରେ ଖେଳିବାକୁ ଭଲ ଲାଗେ ନାହିଁ। ତେଣୁ ସେ ତାଙ୍କର ପରିବାର ସହ ଲିସି ଲୁଡ଼ ପଟା ରେ ଖେଳିବାକୁ ଭଲ ପାଆନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।