ରବି ମିଶ୍ରଙ୍କ ଅନ୍ତିମ ସଂସ୍କାର ର ପୁରା ଭିଡିଓ ପୋଷ୍ଟ ହେଲା ସୋସିଆଲ ମିଡିଆରେ ଭାଇରାଲ – ଦେଖନ୍ତୁ ଏବେ ହିଁ । ଟୁଇଟ କରି ଦୁଃଖ ଜଣାଇଲେ ନବୀନ ପଟ୍ଟନାୟକ

0

ମିଛ ରେ ମୃତ୍ୟୁ ର ଅଭିନୟ କରୁଥିବା କେତେବେଳେ ସତରେ ପରିଣତ ହୋଇ ଗଲା କେହି ଜାଣିପାରିଲେ ନାହିଁ। ଆଖି ପିଂଚୂଳକେ ସବୁ କିଛି ଓଲଟ ପାଲଟ ହୋଇ ଗଲା। ସମସ୍ତଙ୍କୁ ଛାଡ଼ି ଆର ପରି କୁ ଚାଲିଗଲେ ବିଶିଷ୍ଟ ଅଭିନେତା ରବି ମିଶ୍ର। ତାଙ୍କ ଦେହାନ୍ତ ଓଡ଼ିଶା ବାସୀ ଙ୍କୁ ଦୁଃଖ ଆଣି ଦେଇଛି। ତେବେ ସୋସିଆଲ ମିଡ଼ିଆ ଜରିଆରେ ଟୁଇଟ କରି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।

ତାଙ୍କ ଆତ୍ମା ର ସଦଗତି ପାଇଁ କାମନା କରି ପରିବାର ବର୍ଗ ଙ୍କୁ ଶାନ୍ତ୍ବନା ଦେଇଛନ୍ତି। ତେବେ ଏବେ ତାଙ୍କ ଅନ୍ତିମ ସଂସ୍କାର ର ପୁରା ଭିଡିଓ ଭାଇରାଲ ହୋଇଅଛି ସୋସିଆଲ ମିଡିଆରେ। ଯାହା ଫଳରେ ତାଙ୍କ ଲୋକ ପ୍ରିୟ ଦର୍ଶକ ଶେଷ ପର୍ଯ୍ୟନ୍ତ ତାଙ୍କୁ ପାଖରେ ପାଇ ପାରିବେ। ତେବେ ଆଜି ଆମେ ଆପଣ ଙ୍କୁ ଏହି ସମ୍ବନ୍ଧ ରେ ଜଣାଇବୁ।

ଗତ କାଲି ମିଛି ମିଛ କା ହୃଦ୍ଘାଘାତ ର ଅଭିନୟ କରୁଥିବା ସମୟରେ ସତ ସତିକ ହୋଇଥିଲା ହୃଦ୍ ଘାତ। ଆଖି ପିଞ୍ଚୁ ଲାକେ ସବୁ କିଛି ଶେଷ ହୋଇ ଯାଇ ଥିଲା। ସୁଟିଂ ସେଟ୍ ରୁ ସିଧା ହସ୍ପିଟାଲ୍ ଯାଇଥିଲେ ଅଭିନେତା,ଆଉ ସେହି ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ଅଭିନେତା ରବି ମିଶତେବେ ତାଙ୍କୁ ହାସ୍ୟ କଳାକାର ହିସାବରେ ଲୋକ ମାନେ ଖୁବ୍ ଭଲ ପାଇବା ଦେଇଛନ୍ତି।

ଗୋପାଳ ରହସ୍ୟ ସିରିଏଲ ର ମୁଖ୍ୟ ଚିତ୍ର ରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଇ ଲୋକ ଙ୍କ ବେଶ ଯୋଡିତ୍ ଥିଲେ। ଭାଇ ହେଲା ଭଗାରି, ସୌଭାଗ୍ୟ ବତି, ସକାଳ ତୀର୍ଥ, ମାଆ ପରି କିଏ ହେବ, ଆଖି ଭିଜି ଗଲା ରାକ୍ଷୀ ଲୁହ ରେ ଭଳି ଚଳଚ୍ଚିତ୍ର ରେ କାର୍ଯ୍ୟ କରିଥିଲେ,ଉଭୟ ପୋଷିଟିଭ୍ ଓ ନେଗେଟିଭ ରୋଲ୍ କରିଥିଲେ ରବି ମିଶ୍ର।

ଶେଷ ରେ ବର୍ଷୀୟାନ ଅଭିନେତା ରବି ମିଶ୍ର ନୀରବ ହୋଇ ଗଲେ। ମାତ୍ର ୬୪ ବର୍ଷ ବୟସରେ ହୃଦ୍ ଘାତ ରେ ତାଙ୍କ ର ପ୍ରାଣ ଚାଲି ଯାଇଛି। ଭୁବନେଶ୍ୱର ର ଏକ ଘୋରାଇ ମେଡିକାଲ୍ ରେ ଆଖି ବୁଝୁଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

ତେବେ ଗତ କାଲି ସୁଟିଂ ସେଟ୍ ରେ ଥିଲେ ଅଭିନୟ ମଧ୍ୟ ହୃଦ୍ ଘାତ ର ଥିଲା,ହେଲେ ସେଠାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘୋରଇ ହସ୍ପିଟାଲ୍ କୁ ନିଆ ଯାଇ ଥିଲା,ହେଲେ ସେଠାରେ ତାଙ୍କ ପ୍ରାଣ ଯାଇ ଥିଲା ବୋଲି ପରିବାର ପକ୍ଷରୁ ସୂଚନା ମିଳି ଥିଲା। ଉଭୟ ମଞ୍ଚ, ଚଳଚିତ୍ର ଓ ଟେଲି ସିରିଆଏଲ୍ ରେ ଅଭିନୟ କରି ନିଜ ମମତା ଲଗାଇ ଦେଇ ଯାଇଛନ୍ତି ରବି ମିଶ୍ର। ଗୋପାଳ ରହସ୍ୟ ର ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିଲେ। ଦର୍ଶକ ଙ୍କୁ ଏହା ବେଶ୍ ଆକୃଷ୍ଟ କରିଥିଲା। ଲୋକ ଙ୍କ ଭିତରେ ହସ ର ମଞ୍ଜି ବେଶ୍ ଭଲ ଭାବରେ ବୁଣି ପାରିଥିଲେ।

ତେବେ ଗତ କାଲି ତାଙ୍କର ପରଲୋକ ହୋଇଛି। ଏହା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ବିଷାଦ ର ଛାୟା ଖେଲାଇଚୀ, ଏକ ବଡ଼ ଧରଣ ର କ୍ଷତି ସହିଛି ଓଡ଼ିଆ ଇଣ୍ଡଷ୍ଟ୍ରି। ଏଭଳି କଳାକାର ଙ୍କ ସଂଖ୍ୟା ବହୁତ୍ କମ। ତାଙ୍କ ମୃତ୍ୟୁ ଖବର ଶୁଣି ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଅଭିନେତା ଅଭିନେତ୍ରୀ ମାନେ ଦୁଃଖ ରେ ମାର୍ମାହତ ହୋଇ ପଡିଛନ୍ତି। ତେବେ ତାଙ୍କ ପରିବାର ରେ ଶୋକ ର ଲହରୀ ଖେଳି ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।