ହେ ପ୍ରଭୁ ! ଇଏ କେମିତିକା ରୋଗ, ଶରୀରରେ ହାଡ଼ ନାହିଁ, ତଥାପି ବଞ୍ଚି ରହିଛନ୍ତି ।ଏହି ଭଉଣୀଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଆଜିର ଏହି ଅତ୍ୟାଧୁନିକ ଜଗତରେ ବିଜ୍ଞାନ ଓ ଡାକ୍ତରୀବିଜ୍ଞାନ ଏତେ ଆଗକୁ ଆସିଲାଣି ଯେ ଆମେ ଏହାର କଳ୍ପନା ମଧ୍ୟ କରିପାରିବା ନାହିଁ । ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଜ୍ଞାନ ବିଜ୍ଞାନ ର କୌଶଳ ରେ ଆମ ସମାଜରେ କିଛି ବି ଅସମ୍ଭବ ନୁହେଁ । କାରଣ ଏହି ଅତ୍ୟାଧୁନିକ ଯୁଗର ବିଜ୍ଞାନ ଓ ଟେକ୍ନୋଲୋଜି ଦ୍ୱାରା ସମସ୍ତ ପ୍ରକାରର ଅସମ୍ଭବ କାର୍ଯ୍ୟ ବି ଏବେ ସମ୍ଭବ ହେବାରେ ଲାଗିଛି।

କିନ୍ତୁ ଯେପରି ଆମ ସମାଜ ରେ ଡାକ୍ତରୀ ବିଜ୍ଞାନ ଆଡ଼ଭାନ୍ସ ହେବରେ ଲାଗିଛି ସେହିପରି ନୂଆ ନୂଆ ରୋଗ ମଧ୍ୟ ସୃଷ୍ଟି ହେବରେ ଲାଗିଛି ମଣିଷ ଶରୀରରେ ।ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ରୋଗ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଜାଣିନଥିବେ ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ରୋଗ ବିଷୟରେ ଜଣେଇବୁ ଯାହାକି ଆପଣ ଆଗରୁ କେବେ ହେଲେ ଜାଣିନଥିବେ କି ଶୁଣି ନଥିବେ ।ତେବେ ଏହା ଏମିତି ଏକ ବିସ୍ମୟ କର ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ଙ୍କର ସମସ୍ତ ହାଡ଼ ଦୁର୍ବଳ ହୋଇଯାଉଛି ଏବଂ ଉଠିବାକୁ ଚେଷ୍ଟା କଲେ ଶରୀରର ସମସ୍ତ ହାଡ଼ ଭାଙ୍ଗି ଗୁଣ୍ଡ ଗୁଣ୍ଡ ହୋଇଯାଇଛି ।

ନିଶ୍ଚିତ ଭାବରେ ଏହା ଆପଣ ଙ୍କୁ ଆଶ୍ଚର୍ଯ୍ୟ କରିଥିବେ ।ତେବେ ଏହି ପରି ଏକ ମାରାତ୍ମକ ତଥା ଅଜଣା ରୋଗରେ ଶିକାର ହୋଇଛନ୍ତି ଜଣେ ମହିଳା ।ଆସନ୍ତୁ ସେହି ମହିଳା ଓ ଏହି ରୋଗ ବିଷୟରେ କିଛି ତଥ୍ୟ ଜାଣିବା ।

ସୂଚନାଯୋଗ୍ୟ ଯେ , ଏକ ଅଜଣା ତଥା ମାରାତ୍ମକ ରୋଗର ଶିକାର ହୋଇଛନ୍ତି ବାଲେଶ୍ଵର ଜିଲ୍ଲାର ରଂଗଡ଼ ବ୍ଲକ ର ଜଣେ ୨୨ ବର୍ଷ ର ଯୁବତୀ । ଯାହା ଙ୍କର ଭିଡ଼ିଓ ଓ ଫୋଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ରେ ଲାଗିଛି ।ତେବେ ଏହି ରୋଗ ଟି ଏପରି ଏକ ରୋଗ ଯାହାକି ଜଣେ ମହିଳା ଙ୍କୁ ୧୦ ବର୍ଷ ଧରି ନିଜର ଶୋଇବା ସେଜ ରୁ ଉଠିବାକୁ ଦେଉନାହିଁ। ଏହି ରୋଗରେ ପିଡ଼ିତା ଜଣଙ୍କ ଯେତେ ଚେଷ୍ଟା କଲେ ମଧ୍ୟ ନିଜ ବେଡ଼ ରୁ ଉଠିପାରୁ ନାହାନ୍ତି ।ସବୁଦିନ ପାଇଁ ସେଜ ସାୟୀ ହୋଇଯାଇଛନ୍ତି।

ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ,ତାଙ୍କର ଝିଅ ଯେତେବେଳେ ସପ୍ତମ ଶ୍ରେଣୀ ରେ ପାଠ ପଢ଼ୁଥିଲେ ସେତେବେଳେ ତାଙ୍କ ଶରୀର ରେ ଏହି ରୋଗ ଦେଖାଦେଇ ଥିଲା ।ତେବେ ପ୍ରଥମ ସ୍ତର ରେ ତାଙ୍କର ଜଙ୍ଘ ବିନ୍ଧିବା ଆରମ୍ଭ କରିଥିଲା ଓ ପରେ ଆଣ୍ଠୁ ଗଣ୍ଠି ।ତେବେ ଏ ବିଷୟରେ ସେ ଡାକ୍ତର ଙ୍କୁ ଦେଖାଇଥିଲେ ।କିନ୍ତୁ ଡାକ୍ତର ଏହାର କାରଣ କହିପାରିଲେ ନାହିଁ। ପରେ ଧୀରେ ଧୀରେ ତାଙ୍କର ସମ୍ପୂର୍ଣ୍ଣ ଶରୀର ବିନ୍ଧିବା ଆରମ୍ଭ କରିଦେଲା ।ଏବଂ ସେ ସବୁଦିନ ପାଇଁ ସେଜ ସାୟୀ ହୋଇଗଲେ। ସେ କହିଛନ୍ତି କି ଯେତେବେଳେ ସେ ବେଡ଼ ରୁ ଉଠିବା କୁ ଚେଷ୍ଟା କରନ୍ତି ।ତାଙ୍କୁ ଲାଗେ ଯେପରି ତାଙ୍କର ସମସ୍ତ ହାଡ଼ ଭଙ୍ଗୀ ଯାଉଛି ।ତେଣୁ ସେ ବେଡ଼ ରେ ହିଁ ରହୁଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।