ଆସନ୍ତୁ ଜାଣିବା ପ୍ରଥମେ ପ୍ରେମ ବିବାହ କରି ମଧ୍ୟ ଦ୍ଵିତୀୟ ବିବାହ କରିବାଥିବ ଓଡ଼ିଆ ଆକ୍ଟ୍ରେସ୍ ମାନେ ଜାଣନ୍ତୁ ତାଙ୍କର କାହାଣୀ ସଂପର୍କରେ

0

କୁହାଯାଏ ଯୋଡ଼ି ଉପର ବାଲା ବନାଇଥନ୍ତି। ବିବାହ ବନ୍ଧନ ରେ ବାନ୍ଧି ହୁଅନ୍ତି ଉଭୟ ପୁଅ ଝିଅ। ତେବେ ଏହି ବନ୍ଧନ କିଛି ଜଣଙ୍କ ପାଇଁ ସଫଳତା ଦେଇଥାଏ ତ କିଛି କାହାଣୀ ଆଗକୁ ବଢିପାରେ ନାହିଁ, ପରେ ସେମାନେ ଦ୍ଵିତୀୟ ବିବାହ କରିଥାନ୍ତି। ବନ୍ଧୁଗଣ ଆପଣ ମାନେ କେବେ ଓଲିଉଡ ର ସୁପର ଷ୍ଟାର ମାନଙ୍କ ସ୍ତ୍ରୀ ମାନଙ୍କୁ ଦେଖିଛନ୍ତି କି

ଯଦି ଆପଣ ମାନେ ଦେଖି ଥିବେ ତେବେ କଣ ଆପଣ ମାନେ ଏହି ବିଷୟ ରେ କେବେ ଜାଣିବା ପାଇଁ ଚେଷ୍ଟା କରି ଛନ୍ତି କି ସେମାନଙ୍କ ସ୍ତ୍ରୀ ମାନେ ବର୍ତମାନ ସମୟ ରେ କେଉଁ ସବୁ କାମ କରୁଛନ୍ତି ବୋଲି ।  ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଜାଣି ନ ଥିବେ ତେବେ ଆମେ ଆଜି ଏହି ପୋଷ୍ଟ ରେ ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚାହିବୁ ।

1. ପ୍ରିୟା ଚୌଧୁରୀ:-

ପ୍ରଥମେ ରହିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ର ଅଭିନେତ୍ରୀ ପ୍ରିୟା ଚୌଧୁରି। ଏମାନେ ୨୦୦୪ ରେ ବିବାହ କରି ଥିବା ବେଳେ ଏମାନଙ୍କ ପ୍ରେମ ସଂମ୍ପର୍କ କିଛି ଦିନ ହିଁ ଚାଲି ପାରି ଥିଲା, ପରେ ଏମାନେ ଅଲଗା ହୋଇ ଥିଲେ ଏବଂ ପରେ ଜଣେ ବ୍ୟବସାୟୀ ଙ୍କୁ ୨୦୧୩ ମସିହାରେ ବିବାହ କରି ଥିଲେ । ବର୍ତ୍ତମାନ ସମୟରେ ସେମାନଙ୍କ ଏକ କୁନି ପୁଅ, ପୁଅ ଟି ର ନାମ କନିଶ୍କ୍।

 

2.ରଚନା ବାନାର୍ଜୀ:-

ଦ୍ୱିତୀୟ ରେ ରହିଛନ୍ତି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜି । ଏମାନେ 2004 ରେ ବିବାହ କରି ଥିବା ବେଳେ ଏମାନଙ୍କ ପ୍ରେମ ସଂମ୍ପର୍କ କିଛି ଦିନ ହିଁ ଚାଲି ପାରି ଥିଲା । ପରେ ଏମାନେ ଅଲଗା ହୋଇ ଥିଲେ ଏବଂ ପରେ ସିଦ୍ଧାନ୍ତ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ । ସେହି ପରି ରଚନା ବାନାର୍ଜି ପୋଲ୍ଲବ୍ ବାସୁ ଙ୍କୁ ବିବାହ କରି ଥିଲେ ।

3. ସବ୍ୟସାଚୀ ମିଶ୍ର:-

ତୃତୀୟ ରେ ରହିଛନ୍ତି ସବ୍ୟସଚୀ ମିଶ୍ର । ସେ 2013 ରେ ସୀମା ଙ୍କୁ ବିବାହ କରି ଥିଲେ ,ହେଲେ ସେମାନଙ୍କ ବୈବାହିକ ଜିବନ ବହୁତ ଦିନ ଯାଏ ରହି ନଥିଲା ଏବଂ ପରେ ସେମାନେ କୋର୍ଟରେ ଛାଡ ପତ୍ର ପାଇଁ ଆପ୍ଲାୟ କରି ଥିବା ବେଳେ ସେମାନେ ପରେ ଅଲଗା ହୋଇ ଯାଇ ଥିଲେ ।

4.ଅନୁ ଚୌଧୁରୀ:-

ଚତୁର୍ଥ ରେ ରହିଛନ୍ତି ଅନୁଚୈଧୁରୀ । ସେ ପ୍ରଥମେ ଡାକ୍ତର ସନ୍ଧିପ୍ ମିଶ୍ର ଙ୍କୁ ବିବାହ କରିଥିଲେ। ପରେ ସେମାନଙ୍କ ବିବାହ ସଂମ୍ପର୍କ ବି ବହୁତ ଦିନ ଯାଏ ଚାଲି ପାରି ନ ଥିଲା ଏବଂ ପରେ ସେମାନଙ୍କ ମଧ୍ୟ ରେ ଛାଡ ପତ୍ର ହୋଇ ଥିଲା ।

5.ଅସୀମା ପଣ୍ଡା:-

ସେହି ପରି ଏହା ପରେ ରହିଛନ୍ତି ଲୋକ ପ୍ରିୟ ଗାଇକା ଅସୀମା ପଣ୍ଡା , ସେ କିଛି ବର୍ଷ ପୂର୍ବ ରୁ ବିବାହ କରି ଥିଲେ । ହେଲେ ତାଙ୍କ ସ୍ୱାମୀ ଙ୍କ କହିବା ଅନୁସାରେ ସେ ଅସୀମା ଙ୍କୁ ଗୀତ ଗାଇବା ପାଇଁ ମନା କରି ଥିଲେ ,ହେଲେ ଏହାକୁ ଅସୀମା ବିରୋଧ କରି ଥିଲେ ଏବଂ ଶେଷ ରେ ସେମାନଙ୍କ ମଧ୍ୟ ରେ ଛାଡପତ୍ର ହୋଇ ଥିଲା ।

6. ଚନ୍ଦନ କର:-

ଅଭିନେତା ଚନ୍ଦନ କର ବି ସେମିତି ଅଭିନେତ୍ରୀ ଜୁଲୀ ଙ୍କୁ ବିବାହ କରି ଥିଲେ,ହେଲେ କୌଣସି ଏକ କାରଣରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠି ପାରି ନ ଥିଲା ଏବଂ ପରେ ଚନ୍ଦନ କର ଏବଂ ଜୁଲୀ ଡିଭର୍ସ ନେଇ ନେଇ ଥିଲେ । ସେହି ପରି ବର୍ତମାନ ସମୟରେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇଛି । ତେବେ ଦେଖିବା କଥା ଏହି ଘଟଣା ରେ ଆଗାମୀ ସମୟ ରେ କଣ ହେଉଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।