ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ମହାଭାରତ ର ଏମିତି କିଛି ପାଠ ରହିଥାଏ । ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।  ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମତି ୧୦ ଟି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧) କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର :- କୋଇଲି


୨) କେଉଁ ଜୀବ ର ଚାରୋଟି ପାକସ୍ଥଳି ଥାଏ?
ଉତ୍ତର :- ଗାଈ

୩) କେଉଁ ଜୀବ ତିନି ବର୍ଷ ଶୁଏ ?
ଉତ୍ତର :- ଗେଣ୍ଡା

୪) କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର :- ଘୋଡା

୫) କେଉଁ ଜୀବ ଶୁଏ ନାହିଁ ?
ଉତ୍ତର :- ପିମ୍ପୁଡି

୬) କେଉଁ ଜୀବ ୧୦୦ ଟି ଶବ୍ଦ କରେ ?
ଉତ୍ତର :- ବିରାଡ଼ି

୭) କେଉଁ ଜୀବ ପାଟି ରେ ଚାଲେ ?
ଉତ୍ତର :-ଗେଣ୍ଡା

୮) କେଉଁ ଜୀବ ର ରକ୍ତ ନୀଳ ଅଟେ ?
ଉତ୍ତର :- ଝୀଂଟିକା

୯) ବିଶ୍ୱ ରେ କେଉଁ ଦେଶ ରେ ଦୁଇ ମୁଣ୍ଡିଆ କଇଁଛ ଅଧିକ ଦେଖା ଯାଏ ?
ଉତ୍ତର :- ଆମେରିକା


୧୦) କେଉଁ ଦେଶ ରେ ସ୍ତ୍ରୀ ଲୋକ ମାନଂକର ନିଶ ଓ ଦାଢ଼ି ଉଠି ଥାଏ?
ଉତ୍ତର :- ଇଥୋପିଆ

୧୧) କାହାର କ୍ଷୀର ଦେଖିବାକୁ ଗୋଲାପୀ ରଙ୍ଗ ର ହୋଇ ଥାଏ?
ଉତ୍ତର – ହିପୋପଟାମୋସ


୧୨) ଓଟ କେଉଁ ଦେଶ ର ଜାତୀୟ ପଶୁ?
ଉତ୍ତର – ସାଉଦିଆରବ

୧୩)କେଉଁ ଖାଦ୍ୟ କେବେ ବି ଖରାପ ହୁଏ ନାହିଁ ?
ଉତ୍ତର -ମହୁ

୧୪) ମାଇଦା କେଉଁଥି ରୁ ତିଆରି ହୋଇ ଥାଏ ?
ଉତ୍ତର – ଗହମ

୧୫) ଖାଟା ମହୁ କେଉଁ ଦେଶ ରେ ମିଳି ଥାଏ ?
ଉତ୍ତର – ବ୍ରାଜିଲ୍

ଏହିପରି ଆହୁରି ଅନେକ କେତେକ ଜେନେରାଲ୍ ନୋଲେଜ୍ ରହିଛି। ସେହି ମଧ୍ୟରୁ ଆମେ ଆପଣଙ୍କୁ କେତେକ ପ୍ରଶ୍ନ କହିଲୁ ଏବଂ ତାହା ସହ ସେଗୁଡିକ ର ଉତ୍ତର ମଧ୍ୟ କହିଲୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।