Breking News – ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, ଦୟାକରି ତାଙ୍କର ଆରୋଗ୍ୟ କାମନା ପାଇଁ ଈଶ୍ୱର ଙ୍କ ଠାରେ ପ୍ରାର୍ଥନା କରନ୍ତୁ

0

ବଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁତ୍ କଳାକାର ଏମିତି ଅଛନ୍ତି ଯେଉଁମାନେ ନିଜର ଚମତ୍କାର ପ୍ରଦର୍ଶନ କରନ୍ତି ଇଣ୍ଡଷ୍ଟ୍ରି କୁ ଆସିବା ପରେ । ଆମେ ବଲିଉଡ୍ ଚଳଚ୍ଚିତ୍ରରେ ସବୁ ହିରୋଇନ୍ ମାନଙ୍କୁ ଜାଣିଛୁ , ଏବଂ ସେମାନଙ୍କ ର ଖୁବ୍ ସୁନ୍ଦର୍ ଏବଂ ମନଲୋଭା ଅଭିନୟ ମଧ୍ୟ ପରଦା ସାମ୍ନା ରେ ଦେଖିଛୁ । ବହୁତ୍ ହିରୋଇନ୍ ଅନେକ କଷ୍ଟ କରିବା ପରେ ସଫଳତା ହାସଲ କରିଛନ୍ତି,

ହେଲେ ଆମେ ଆଜି ଯେଉଁ ହିରୋଇନ୍ ଙ୍କ ବିଷୟରେ କହିବୁ ସେ ଖୁବ୍ କମ୍ ସମୟରେ ନିଜର ପ୍ରତିଭା ଦେଖାଇ ଥିଲେ ଏବଂ ଖୁବ୍ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ।ତେବେ ଆଜି ଆମେ ଆଲିଆ ଭଟ୍ଟ ଙ୍କ ବିଷୟରେ କହିବାକୁ ଯାଉଛୁ,ଆଉ ଆଲିଆ ହେଉଛନ୍ତି ସେଇ ମାନଙ୍କ ମଧ୍ୟ ରୁ ଜଣେ ଯିଏ କି ଖୁବ୍ କମ୍ ସମୟରେ ତାଙ୍କ ର ଚମତ୍କାର ଦେଖାଇ ଖୁବ୍ ପ୍ରଶଂସା ସାଉଁଟି ଥିଲେ ।

ତେବେ ଆମେ ଏହା ମଧ୍ୟ ଜାଣିଛୁ ଯେ ବଲିଉଡ୍ ରେ ବହୁତ୍ ଷ୍ଟାର୍ କିଡସ୍ ଅଛନ୍ତି ,ହେଲେ ସେଥି ମଧ୍ୟରୁ ସେ ହିଁ କେବଳ ସଫଳତା ପାଇଛି ଯିଏ ବହୁତ୍ ପରିଶ୍ରମ ଏବଂ କଷ୍ଟ କରିଛନ୍ତି ଏବଂ ଯେଉଁମାନେ ତାଙ୍କ କ୍ୟାରିୟର କୁ ଗୁରୁତ୍ବ ଦେଉଛନ୍ତି,ଆଉ ଆଲିଆ ଭଟ୍ଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ । ତେବେ ଆଲିଆ ଭଟ୍ଟ ଆଜି ଯେଉଁ ସ୍ତର ରେ ବି ଅଛନ୍ତି କେବଳ ତାଙ୍କର ନିଷ୍ଠା , ପରିଶ୍ରମ ଏବଂ କଷ୍ଟ ପାଇଁ ।

ସେ ସବୁବେଳେ ତାଙ୍କ ଷ୍ଟାଇଲ ,ସୁନ୍ଦରତା ଏବଂ ଅଭିନୟ ରେ ସମସ୍ତଙ୍କୁ ଆକର୍ଷଣ କରିଥାନ୍ତି । ତେବେ ସୂଚନା ଅନୁଯାୟୀ ଏହା ଜାଣିବାକୁ ପାଇଛୁ ଯେ ଆଲିଆ ନିଜର ପରିଶ୍ରମ ଏବଂ କ୍ଲାନ୍ତ ଅନୁଭବ କରୁଥିବାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଟିକେ ବିଗିଡି ଯାଇଥିଲା । ତେବେ ସେ ହସ୍ପିଟାଲ୍ ରେ ଭର୍ତି ହୋଇ ଡାକ୍ତର ଙ୍କ ପରାମର୍ଶ କ୍ରମେ ଚିକିତ୍ସା ହେଉ ଥିଲେ।

ତାପରେ ସେ ସୁସ୍ଥ ଅନୁଭବ କରିଥିଲେ ଏବଂ କିଛି ଦିନ ପରେ ସୁଟିଂ ସେଟ୍ ରେ ପହଞ୍ଚି ନିଜ କାମ ଆରମ୍ଭ କରିଥିଲେ।ତେବେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭାନୁସାଲି ଙ୍କ ଫିଲ୍ମ୍ ଗଙ୍ଗୁବାଇ କାଠିଆୱାଡି ମୁମ୍ବାଇ ରେ ହିଁ ସୁଟିଂ ଚାଲିଛି।ଏହି ଫିଲ୍ମ କୁ ଚଳିତ ବର୍ଷ ଦୀପାବଳୀ ରେ ରିଲିଜ୍ କରିବାକୁ ସ୍ଥିର କରିଛନ୍ତି ସେହି ଫିଲ୍ମ୍ ର ପୁର ଟିମ୍।ତେବେ ବଲିଉଡ୍ ର ଜଣେ ଆଗ ଧାଡ଼ି ର ନାୟିକା ଭାବେ ସେ ଖୁବ୍ ପରିଚିତ ଅଟନ୍ତି ।

ତେବେ ଘଟଣା ଅନୁଯାୟୀ ସେ ତାଙ୍କ ର ସୁଟିଂ ଚାଲିଥିବା ଫିଲ୍ମ୍ ଗାଙ୍ଗୁବାଇ ର ସମୟରେ ଅସୁସ୍ଥତା ଅନୁଭବ କରିଥିଲେ ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ରେ ଭର୍ତି କରାଯାଇ ଥିଲା । ତେବେ ତାଙ୍କର ଟାଲେଣ୍ଟ ପାଇଁ ଏବଂ ତାଙ୍କ ସୁନ୍ଦର୍ ହସ ପାଇଁ ମଧ୍ୟ ସେ ନିଜର ଏକ ଅନ୍ୟତମ ଏବଂ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ।

ତେବେ ଆଲିଆ ନିଜର ଦୃଢ଼ ବିଶ୍ୱାସ ଏବଂ ନିଜର ପରିଶ୍ରମ ପାଇଁ ବଲିଉଡ୍ ର ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି । ଆମ ର ଭଗବାନ୍ ଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ସେ ତାଙ୍କୁ ସବୁବେଳେ ଭଲ ରେ ରଖନ୍ତୁ ଏବଂ ସେ ବଲିଉଡ୍ କୁ ଏମିତି ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ୍ ପ୍ରଦାନ କରି ନିଜର ସଫଳତା ହାସଲ କରନ୍ତୁ।।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।