ଦେଖନ୍ତୁ ପୁଣିଥରେ ନେହା କକ୍କର ନିଜ ସ୍ବାମୀଙ୍କ ‘ଏକ୍ସ’କୁ କଲ୍‌ ନକରିବାକୁ ଧମକ ଦେଇ ଭିଡିଓ ଭାଇରାଲ୍‌ କ‌ଲେ ନେହା କକ୍କର

0

ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଭଲ ରେ ଖୁସି ରେ ରହିବାକୁ ସମୟ ପାଉ ନାହାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା,ଗୀତ ଗାଇବା,ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ ,ଗୀତ,ନାଚ ର ବହୁତ ଲୋକପ୍ରିୟତା ରହିଛି।ତେବେ ବଲିଉଡ଼ ରେ ଅନେକ କଳାକାର ରହି ଥାନ୍ତି ,

ଆପଣ ମାନେ ଜାଣି ଥିବେ କି ଫିଲ୍ମ ଗୁଡିକ ରେ ଅନେକ ଗୀତ ସବୁ ରହି ଥାଏ,ଯାହା ଲୋକ ଙ୍କୁ ଅଧିକ ଆକୃଷ୍ଟ କରି ଥାଏ। ତେବେ ବେଳେ ବେଳେ ଏହି ଗୀତ ଗୁଡିକ ପାଇଁ ଫିଲ୍ମ ଗୁଡିକ ହିଟ ହୋଇ ଯାଏ। ତେବେ ବଲିଉଡ ରେ ଅନେକ ସିଙ୍ଗର ମାନେ ରହିଛନ୍ତି । ତେବେ ଯେଉଁ ମାନେ ଅନେକ ସୁପରହିଟ ଗୀତ ଗାଇ ଦର୍ଶକ ମାନଙ୍କ ମନ ଜିତି ନେଇ ଛନ୍ତି। ତେବେ ଏମାନେ ଖାଲି ଦେଶ ରେ ପପୁଲାର୍ ନୁହନ୍ତି ,

ଦେଶ ବାହାରେ ମଧ୍ୟ ବହୁତ ପରିଚିତ । ତେବେ ଅନେକ ସିଙ୍ଗର ଭିତରେ ଆପଣ ନେହା କକରଙ୍କୁ ଜାଣି ଥିବେ। ତେବେ ସେ ଅତି କମ ବୟସ ରୁ ସଫଳତା ହାସଲ କରି ଥିଲେ। ତେବେ ସାରା ଦେଶ ତାଙ୍କୁ ବହୁତ ଭଲ ପାଏ,ଆଉ ତାଙ୍କ ଗୀତ ଶୁଣିବାକୁ ପସନ୍ଦ କରନ୍ତି।

ତେବେ ନେହା ସବୁବେଳେ ସୋସିଆଲ ମିଡିଆରେ ରେ ଟ୍ରେଣ୍ଡ ରେ ରହି ଥାନ୍ତି। ତାଙ୍କ ଗୀତ ସହ ସେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଭାଇରଲ ହୋଇ ଥାନ୍ତି। ତେବେ ଆପଣ ମାନେ ଜାଣି ଥିବେ କି ନିକଟ ରେ ନେହା କକର ଅକ୍ଟୋବର ୨୪ ରେ ବିବାହ କରି ଥିଲେ। ତେବେ ସେ ରୋହୋନ୍ ପ୍ରୀତ ସିଂ ଙ୍କୁ ଭଲ ପାଉଛନ୍ତି ବୋଲି ଘୋଷଣା କରିଲା ପରେ ବିବାହ କରି ଥିଲେ। ତେବେ ତାଙ୍କ ବିବାହ ମଧ୍ୟ ବଲିଉଡ ର ନାମୀ ଦାମୀ ବିବାହ ମଧ୍ୟ ରୁ ଗୋଟିଏ ରହି ଥିଲା। ତେବେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବିବାହ ର ଫୋଟ ଭିଡିଓ ଆଦି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଦୁହେଁ ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ନିକଟରେ ଏକ ମଜା ଦାର ଭିଡିଓ ଭାଇରାଳ ହୋଇଛି। ଏହି ଭିଡ଼ିଓ ରେ ନେହା ନିଜ ପତି ଙ୍କ ଏକ୍ସ ଙ୍କୁ ମଜାଳିଆ ଅନ୍ଦାଜ ରେ ଧମକ ଦେଉଥିବାର ଅଭିନୟ କରିଛନ୍ତି। ଭିଡିଓ ରେ ନେହା ଓ ତାଙ୍କ ପତି ଏକ୍ସ ଙ୍କ କଳିଙ୍ଗ କୁ ନେଇ ଗୀତରେ ଅଭିନୟ କରିଛନ୍ତି। ଗୀତ ରେ ନେହା ତାଙ୍କ ପତି ଙ୍କ ଏକ୍ସଙ୍କୁ କଲ୍ ନ କରିବା ପାଇଁ ଧମକ ଦେଉଛନ୍ତି।

ତେବେ ଭିଡିଓ ଟି ରେ କ୍ୟପ୍ସନ୍ ଦେଇଛନ୍ତି ନେହା,’ଏକ୍ସ କଲିଁ ? ଆଚ୍ଛା ,?ତୁ କଲ୍ କର୍ ପୁଣି ମୁଁ କହୁଛି!!! ହେ ହେ ହେ ରୋହନପ୍ରିତ୍ ଏ ଗୀତ ମୋତେ ବହୁତ ପସନ୍ଦ।। ଏଥିରେ କମେନ୍ତ୍ କରି କହିଛନ୍ତି ଯେ କେହି ନାହିଁ, ରାଗନି ତୁମେ ଏହି ଗୀତା କୁ ଭଲ ପାଓ ମୁଁ ତୁମକୁ। ଦୁହିଁଙ୍କ ଭଲ ପାଇବା ସବୁ ବେଳେ ଏମିତି ଥାଉ ଭଗବାନ ଙ୍କ ନିକଟରେ ଆମର ପ୍ରାର୍ଥନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।