କଣ ଆପଣ ଜାଣନ୍ତି କି କାହିଁକି କିନ୍ନର ମାନେ ତାଳି ମାରନ୍ତି ! ଜାଣିଲେ ନିହାତି ଆଶ୍ଚର୍ଯ୍ୟ ହେବ ଓ ନିଜକୁ ବିଶ୍ବାସ କରିପାରିବେନି

0

ଅନେକ ସ୍ଥାନ ମାନଙ୍କରେ କିନ୍ନର ମାନଙ୍କୁ ଦେଥିବାକୁ ପାଇଥାଉ ସେମାନେ ପ୍ରତ୍ୟେକ ସ୍ଥାନକୁ ଯାଇ ତାଳି ମାରି ଅନ୍ୟ ମାନଙ୍କ ଠାରୁ ପଇସା ଆଦାୟ କରିଥାନ୍ତି । କିନ୍ନର ମାନଙ୍କୁ ଅନେକ ଲୋକ ଭଲ ନଜରରେ ଦେଖନ୍ତି ନାହିଁ ଏବଂ ସେମାନେ ଆଖ ପାଖରେ ରହିବା ଦ୍ୱାରା ଅସହଯୋଗ ମନେ କରନ୍ତି । କିନ୍ନର ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏ ସେମାନଙ୍କ ପ୍ରତି ଘୃଣାଭାବ ରହିଥାଏ ସେ ବିଷୟରେ ଆଲଚନା କରିବା । କିନ୍ନର ମାନଙ୍କୁ ଲୋକମାନେ ସେମାନଙ୍କର ତାଳି ମାରିବା ଓ ଦେଖିବା ପରେ ହିଁ ଜାଣିଥାନ୍ତି । ସେମାନେ ଏପରି ତାଳି ମାରିବାର କୌଣସି ତାତ୍ପର୍ଯ୍ୟ ରହିଥାଏ ଆସନ୍ତୁ ସେ ବିଷୟରେ ଜାଣିବା ।


ଇଣ୍ଟରନେସନାଲ ଜରନାଲ ଅଫ ହ୍ୟୁମାଣ୍ଟିଜ ଏଣ୍ଡ ସୋସିଆଲ ସାଇନ୍ସ ମୁତାବକ କିନ୍ନରଙ୍କ ତାଳିର ଅର୍ଥ ମୁଁ ଯାହା ଅଛି ତାହା ମୁଁ ଅଛି । ତେବେ ଏକ ରିପୋର୍ଟ ଅନୁଯାୟୀ ଲୋକ ମାନଙ୍କ ଧ୍ୟାନ ହଟାଇବା ଲାଗି ତାଳି ମାରିଥାନ୍ତି କିନ୍ନର ମାନେ । ଅନେକ କାରଣରୁ ବାଧ୍ୟ ହୋଇ ଓ ଅଭିଭକ୍ତ ହୋଇ ଏହି ଭାଷାକୁ ବ୍ୟବହାର କରିଥାନ୍ତି ଏହି କିନ୍ନର ମାନେ ।

ଆଜିର ଦୁନିଆରେ ସେମାନଙ୍କ ପାଇ ମଧ୍ୟ ସମସ୍ତ ପ୍ରକାର ସୁବିଧା କରାଇଛନ୍ତି ଆମ ରାଜ୍ୟ ସରକାର । ସେମାନେ ମଧ୍ୟ ସାଧାରଣ ଲୋକ ମାନଙ୍କ ପରି ସମସ୍ତ କ୍ଷେତ୍ରରେ ଯୋଗଦେଇ ପାରିବେ । ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇ ନିଜସ୍ୱ ବୃତ୍ତି ମଧ୍ୟ କରି ପାରିବାର କ୍ଷମତା ମଧ୍ୟ ତାଙ୍କ ପାଖରେ ରହିଛି । ପୂର୍ବରୁ ସେମାନଙ୍କୁ ଅନେକ ନିର୍ଯାତନା ସହିତ ଅପମାନିତ ହେବାକୁ ପଡୁଥିଲା ଏବଂ ସେମାନଙ୍କୁ କୌଣସି କାର୍ଯ୍ୟରେ ଅଂଶ ଗ୍ରହଣ କରିବାକୁ ଦିଆ ଯାଉ ନଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସେମାନଙ୍କ ସ୍ୱାଧୀନତା ସେମାନଙ୍କୁ ପୁଣି ଥରେ ଫେରି ଦିଆଯାଇଛି । କିନ୍ନରମାନେ ମଧ୍ୟ ସମସ୍ତ ସାମାଜିକ କ୍ଷେତ୍ରରେ ଯୋଗଦାନ କରି ପାରିବେ ।


କିନ୍ନର ମାନେ ମଧ୍ୟ ସେମାନଙ୍କର ଭବିଷ୍ୟତ ମଧ୍ୟ ଗଢି ପାରିବେ ତା ସହିତ ସେମାନେ ଅନେକ ଲୋକ ମାନଙ୍କୁ ତାଙ୍କର ମାନବିକତା ଦୃଷ୍ଟିରୁ ସାହାର୍ଯ୍ୟ ମଧ୍ୟ କରିଥାନ୍ତି । ଭଗବାନଙ୍କର ଗଠନ ଅନୁସାରେ ସେମାନେ କିନ୍ନର ହୋଇଥିଲେ ମଧ୍ୟ ସେମାନଙ୍କ ପାଖରେ ମଣିଷ ପଣିଆ ରହିଥାଏ । ସେମାନେ ନିଜେ ଅସହାୟ ହୋଇଥିଲେ ମଧ୍ୟ ଅନ୍ୟକୁ ସାହାର୍ଯ୍ୟ କରିବାରେ କେବେହେଲେ ପଛ ଘୁଞ୍ଚା ଦିଅନ୍ତି ନାହିଁ ।


ସେମାନେ ସାଧାରଣ ମଣିଷ ମାନଙ୍କ ଠାରୁ ମଧ୍ୟ ବହୁତ ଭଲ ହୋଇଥାନ୍ତି କାରଣ ସେମାନେ ଲୋକ ମାନଙ୍କର ଦୁଃଖକୁ ସହଜରେ ବୁଝି ପାରନ୍ତି । ତା ସହିତ ସେମାନଙ୍କ ମଧ୍ୟରେ ଅଧିକ ମାନବ ପଣିଆ ରହିଥାଏ ଯାହା ସେମାନଙ୍କୁ ପ୍ରତେକ କ୍ଷେତ୍ରରେ ଆଗକୁ ଆଗେଇବାରେ ସାହାର୍ଯ୍ୟ କରିଥାଏ । ସେଥିପାଇ କିନ୍ନର ମାନେ ଯୁଆଡେ ଯାଇଥାନ୍ତି ଆଗ ସେମାନେ ତାଳି ମାରିଥାନ୍ତି । ପ୍ରତ୍ୟେକ ଲୋକ ମାନଙ୍କୁ ସେମାନଙ୍କର ଆଗମନ କରିବାର ସୂଚନା ଦେଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।