ପୁଣି ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ! ଏହି ଜାଗାରେ କରିବ ଲ୍ୟାଣ୍ଡଫଲ ବାତ୍ୟା ” ଖ୍ରୀଷ୍ଟୋଫ୍ ” !! ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

କହିବାକୁ ଗଲେ ସାରା ବିଶ୍ୱ ଏବେ ଏହି ମାରାତ୍ମକ ମହାମାରୀ କୁ ସମ୍ନା କରିବାକୁ ଚେଷ୍ଟା କରିବାରେ ଲାଗିଛି କାରଣ ଏହି ୨୦୨୦ ବର୍ଷ ର ଆରମ୍ଭ ହୋଇଥିବା କରନା ଭୁତାଣୁ ର ତାଣ୍ଡବ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ।ଆଉ ତା ସହ ଏଥରର ପାଣିପାଗ ମଧ୍ୟ ଆମ ପରିବେଶ ର ଖିଲଫ ହେବାରେ ଲାଗିଛି ।

ତେବେ ଚଳିତ ବର୍ଷର ଆରମ୍ଭରୁ ପ୍ରାୟ ଆମର ପାଣିପାଗ ଆମର ସାଥ ଦେଉନାହିଁ କାରଣ ଯେଉଁ ସମୟରେ ଆମ ରାଜ୍ୟ କୁ ବର୍ଷା ର ଆବଶ୍ୟକ ରହିଛି ସେହି ସମୟରେ ପ୍ରବଳ ଖରା ହେଉଛି ଏବଂ ଯେଉଁ ସମୟରେ ଆମ ପରିବେଶ ପାଇଁ ଖରା ର ଆବଶ୍ୟକତା ରହିଛି ସେହି ସମୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି ।

ତେବେ ବର୍ତ୍ତମାନ ଅନ୍ୟ ଏକ ସାମୁଦ୍ରିକ ଝଡ଼ ସମୁଦ୍ରରେ ଦାନ ବାନ୍ଧିଥିବାର ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।ଯେଉଁ ସାମୁଦ୍ରିକ ଝଡ଼ ର ନାମ ରଖାଯାଇଛି “ଖ୍ରୀଷ୍ଟଫ” ।ତେବେ ସୂଚନା ଅନୁସାରେ ଏହି ବାତ୍ୟା ବା ସାମୁଦ୍ରିକ ଝଡ଼ ଟି ୟୁକେ ରେ ଦାନା ବାନ୍ଧିଛି ।ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ସାମୁଦ୍ରିକ ଝଡ଼ ବା ବାତ୍ୟା ର ପ୍ରଭାବରେ ପ୍ରବଳ ବର୍ଷା ସହ ଘଡଘଡି ହେବାକୁ ଯାଉଛି ଏବଂ ବର୍ଷା ର ବେଗ ବହୁତ ଅଧିକ ହୋଇ ଏହା ୟୁକେ ପାଇଁ ବହୁତ ବଡ଼ ବନ୍ୟା ଆଣିବ ବୋଲି ଅନୁମାନ କରାଯାଇଛି ।

ପାଣିପାଗ ବିଭାଗ ର ସୂଚନା ଅନୁସାରେ ,ଏହି ବାତ୍ୟା ର ପ୍ରଭାବ ୟୁକେ ର ଉତ୍ତରାଞ୍ଚଳ କେନ୍ଦ୍ରିୟ ରେ ଥିବା ସ୍ଥାନ ଗୁଡିକ ଉପରେ ଅଧିକ ପ୍ରଭାବ ପକେଇବ ।ଏହାର ତୀବ୍ରତା ବହୁତ ଅଧିକ ରହୁଥିବା ରୁ ଏହା ସେହି ସ୍ଥାନ ମାନଙ୍କ ରେ ଅଧିକ ରୁ ଅଧିକ କ୍ଷତି ଘଟାଇବା ର ସମ୍ଭାବନା ରହିଛି ।ତେବେ ଏହି ବାତ୍ୟା ଟି ଆସନ୍ତା ମଙ୍ଗଳବାର ରାତିରୁ ଆରମ୍ଭ ହୋଇ ଗୁରୁବାର ପର୍ଯ୍ୟନ୍ତ ହେବ ବୋଲି ପ୍ରାଥମିକ ସୂଚନା ରହିଛି ।ତେବେ ଏହି ସାମୁଦ୍ରିକ ବାତ୍ୟା ର ମୁକାବିଲା କରିବା ପାଇଁ ୟୁକେ ର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି କରାଯାଉଛି ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ,ବର୍ତ୍ତମାନ ର କରନା ପରିସ୍ଥିତି ଓ ସମସ୍ତ ନୀତି ନିୟମ କୁ ଆଖି ଆଗରେ ରଖି ବାତ୍ୟା ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଉଛି ।ଏହି ବାତ୍ୟା ର ପ୍ରଭାବ ରେ ଅଧିକ ରୁ ଅଧିକ ବର୍ଷା ଓ ବିଜୁଳି ହେବାରୁ ୟୁକେ ର ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ବାସ କରୁଥିବା ଲୋକମାନ ଙ୍କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି ।ଓ କେତେକ ଅଞ୍ଚଳରେ ୟୁଲ ୱାନିଂ ମଧ୍ୟ କରାଯାଇଛି। ତେବେ ଏହା ୟୁକେ ର ତୃତୀୟ ସାମୁଦ୍ରିକ ଝଡ଼ ବୋଲି କୁହାଯାଇଛି। ତେବେ ଏହା ଅନ୍ୟ ଦୁଇ ବାତ୍ୟା ଠାରୁ ଅଧିକ ଭୟଙ୍କର ହୋଇଥିବା ରୁ ଏହା ସରକାର ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।