Pregnant Tips – ସାବଧାନ ! ଗର୍ଭବତୀ ମହିଳା ମାନେ ଭୁଲରେ ବି କରନ୍ତୁ ନାହିଁ ଏହି ଖାଦ୍ୟ ର ସେବନ ନଚେତ୍ ହୋଇପାରେ ଗର୍ଭପାତ

0

ସାଧାରଣତଃ ବିବାହ ପରେ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।

କିନ୍ତୁ ଆମ ସମାଜରେ ଜଣେ ଗର୍ଭବତୀ ମହିଳାଙ୍କୁ ବହୁତ କିଛି ବାରଣ କରାଯାଇଥାଏ ।ଖାସ କରି ସେହି ମହିଳା ମାନଙ୍କ ର ଖାଦ୍ୟ ଉପରେ ବହୁତ କଟକଣା ରହିଥାଏ। ସେମାନଙ୍କୁ ବହୁତ ଜିନିଷ ତଥା ଫଳ ଓ ପନିପରିବା ଖାଇବାକୁ ବାରଣ କରଯାଏ ଏବଂ ତା ମଧ୍ୟରୁ କଲରା ହେଉଛି ଏକ ପରିବା ଯାହାକୁ ନେଇ ଗର୍ଭବତୀ ମହିଳାଙ୍କ ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି।ତେବେ କେତେକ ବ୍ୟକ୍ତି ଗର୍ଭବତୀ ମହିଳା ମାନଙ୍କୁ ଗର୍ଭାବସ୍ଥାରେ କଲରା ଖାଇବାକୁ ପରାମର୍ଶ ଦେଇଥାନ୍ତି ତ କେହି କେହି ଏହି ସମୟରେ କଲରା କୁ ସେବନ କରିବାକୁ ବାରଣ କରିଥାନ୍ତି ।

କିନ୍ତୁ ଏକ ରିସର୍ଚ୍ଚ ଅନୁସାରେ ,ଗର୍ଭବତୀ ମହିଳା ମାନଙ୍କ ପାଇଁ କଲରା ଖାଇବା ଉଭୟ ଲାଭଦାୟକ ଓ କ୍ଷତିକାରକ ମଧ୍ୟ ହୋଇଥାଏ ।ତେବେ ଏହି ପୋଷ୍ଟ ମଧ୍ୟମ ରେ ଆମେ ଆପଣଂକୁ ଜଣେଇବୁ ଯେ କଲରା କେମିତି ଖାଇବା ଦ୍ଵାରା ଲାଭ ହୋଇଥାଏ ଏବଂ କ୍ଷତି ହୋଇଥାଏ ।

୧.କଲରା ଆମ ଶରୀର ପ୍ରତି ବହୁତ ଲାଭଦାୟକ ହୋଇଥାଏ କାରଣ ଏଥିରେ ସୋଡିୟମ , କାରବହାଇଡ୍ରେଟ ଆଦି ର ପୋଷକ ରଗିଥାଏ ।କିନ୍ତୁ ଗର୍ଭବତୀ ମହିଳା ଙ୍କ ପାଇଁ ଏହା ସବୁବେଳେ ଉଚିତ ହୋଇନଥାଏ ।

୨.କଲରା ରେ ଏମିତି କିଛି ପୋଷକ ରହିଛି ଯାହା ର ପ୍ରଭାବ ରେ ମହିଳା ଙ୍କର ଶରୀରରେ ଅକ୍ସୀଟାଇଲ ନାମକ ଏକ ହୋର୍ମନ ର କ୍ଷୀରଣ ପ୍ରକ୍ରିୟା କୁ କମାଇ ଦେଇଥାଏ ।ଯାହାକି ମହିଳାଙ୍କ ସ୍ତନ ପାନ ର କ୍ଷମତା କୁ କମାଇ ଦେଇଥାଏ ।ଫଳରେ ଏହା ଉଭୟ ମା ଓ ପିଲା ପାଇଁ କ୍ଷତିକାରକ ହୋଇଥାଏ ।ଏହି କାରଣ ରୁ ଗର୍ଭବତୀ ମହିଳାମାନ ଙ୍କୁ କଲରା ସେବନ କରିବାକୁ ବାରଣ କରାଯାଇଥାଏ ।

୩.ଯଦି ଆପଣ ମା ହେବାକୁ ଚାହୁଁଛନ୍ତି ବା ବହୁତ ଚେଷ୍ଟା କଲେ ମଧ୍ୟ ଗର୍ଭବତୀ ହୋଇପାରୁ ନାହାନ୍ତି ତ ଭୁଲ ରେ ବି କଲରା ଖାଆନ୍ତୁ ନାହିଁ ।କାରଣ କଲରା ରେ ଥିବା ପୋଷକ ରହିଥାଏ ଯାହା ମହିଳାଙ୍କ ଶରୀରରେ ଫିଟାଇଲ ବା ଫୋଟିଲାଇଜର ର କ୍ଷମତା କୁ ହ୍ରାସ କରିଥାଏ ।ତେଣୁ ମା ହେବାକୁ ଚାହୁଁଥିଲି କଲରା ବ୍ୟବହାର କରନ୍ତୁ ନାହିଁ ।

୪.କଲରା ର ମଞ୍ଜି ରେ ଏପରି କେତେକ ତ୍ବତ ରହିଥାଏ ଯାହାକି ଗର୍ଭରେ ଥିବା ଛୋଟ ଶିଶୁ ଟି ପାଇଁ ବହୁତ ବିପଦ ଆଣିଥାଏ ।ତେଣୁ ଗର୍ଭବତୀ ମହିଳା ମାନେ କଲରା ସେବନ କରନ୍ତୁ ନାହିଁ ।ନଚେତ ପିଲା ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

୫.କିନ୍ତୁ ଜଣେ ଜଣେ ଗର୍ଭବତୀ ମହିଳା କଲରା କୁ ସେବନ କରିପାରିବେ କିନ୍ତୁ ତା ମଝିରେ ଥିବା ମଞ୍ଜି କୁ ବାହାର କରିବାକୁ ହେବ ।ଏପରି ସେବନ କଲେ ଉଭୟ ମା ଓ ପିଲାଙ୍କ ପାଇଁ ଲାଭବାନ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।