ହେ ଭଗବାନ ! ଜଣେ ମୁସଲମାନ ହେଲେ ଭକ୍ତ , ଗାଈ ମାଂସ ପାଲଟିଲା ମହା ପ୍ରସାଦ ! ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ରହସ୍ୟ

0

ଆମ ଭାରତ ଦେଶ ହେଉଛି ଏକ ପବିତ୍ର ମୟ ଦେଶ। ଏବଂ ଏଠାରେ ସବୁ ଧର୍ମ ର ଲୋକ ବାସ କରନ୍ତି ଏବଂ ସେମାନେ ନିଜ ନିଜର ଇଷ୍ଟ ଦେବତା ଙ୍କୁ ପୂଜା କରିଥାନ୍ତି। ଭାରତ କୁ ଦେବ ଭୂମି ବୋଲି କୁହାଯାଏ, କାରଣ ଏଠାରେ ଦେବତା ଙ୍କ ଜନ୍ମ ହୋଇଥିଲା। ଏହା ବ୍ୟତୀତ ଏଠାରେ ଅନେକ ଦେବ ତୁଲ୍ଯ ମଣିଷ ମାନେ ଜନ୍ମ ନେଇଛନ୍ତି,ଯେଉଁ ମାନେ କି ଭାରତ ଦେଶ କୁ ନେଇ ଅନେକ କଥା କହିଛନ୍ତି।

ଏଠାରେ ପ୍ରତ୍ୟୋକ ଧର୍ମ ର ଦେବା ଦେବୀ ବାସ କରନ୍ତି,ତେଣୁ ଏଠାରେ ଅନେକ ମନ୍ଦିର ମାନ ରହିଛି। ବଡ ବଡ ମହା ପୂରୋଷ ମାନେ ମାଳିକା ରଚନା କରିଛନ୍ତି। ତେବେ ଆଜି ଆମେ ଆପଣ ଙ୍କୁ ମାଳିକା ସମ୍ବନ୍ଧିତ ଏମିତି କଥା ବିଷୟ ରେ କହିବା ପାଇଁ ଯାଉଛୁ ଯାହା କି ପୂରା ପୂରି ସତ ଘଟଣା ଅଟେ,କାହିଁକି ନା ସେହି ଘଟଣା ର ସତ୍ଯତା ଏବେବି ଦେଖିବାକୁ ମିଳୁଛି।


କଥା ଟି ସେହି ମହାପୁରୁଷ ସ୍ୱାମୀ ଅଚ୍ୟୁତାନନ୍ଦ ଙ୍କ ବିଷୟ ରେ ବର୍ଣିତ ଅଟେ,ଯାହା ପୂରାଣ ଶାସ୍ତ୍ର ରେ ସଠିକ୍ ରୂପରେ ବର୍ଣ୍ଣିତ ହୋଇଛି। ଯେଉଁ ଥିରେ ସେ ଏକ ମନ୍ଦିର ବିଷୟ ରେ ବର୍ଣ୍ଣନା କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ। ମନ୍ଦିର ଟି ହେଉଛି ନେମାଳା ବଟ ମନ୍ଦିର, ଯେଉଁ ମନ୍ଦିର ରେ ଅଚ୍ୟୁତାନନ୍ଦ ସ୍ୱୟଂ ଆସି ବିରାଜମାନ କରିଥିଲେ।

ସୂଚନାଯୋଗ୍ୟ ଥରେ ମହାପୁରୁଷ ଅଚ୍ୟୁତାନନ୍ଦ ପ୍ରଭୁଙ୍କ ଆଜ୍ଞାମାଳା ନେଇ ସାରା ପୃଥିବୀ ବୋଲି କରି ଆସି ସେହି ନେମାଳ ବଟ ଠାରେ ପହଞ୍ଚି ଥିଲେ। ସେହି ସମୟ ରେ ସେ ଯେଉଁ ମାଳ ପିନ୍ଧି ଥିଲେ ତାହା ତାଙ୍କର ବେକ ଠାରୁ ପାଦ ପର୍ଯ୍ୟନ୍ତ ଲମ୍ବା ହୋଇ ଭୂମି ରେ ଲାଗି ଯାଉଥିଲା। ସେହି ଦିନ ଠାରୁ ସେ ସ୍ଥାନ ର ନାମ ନେମାଳ ବଟ ନାମ ରେ ନାମିତ ହେଲା।

ଅଚ୍ୟୁତାନନ୍ଦ ସେଠାରେ ପହଞ୍ଚିବା ପରେ ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ଲାଗିଲେ। ତାଙ୍କର ଏଭଳି ମନ୍ତ୍ର ଜପ କରୁଥିବା ର ଦେଖି ସେହି ଅନ୍ଚଳର ଜଣେ ମୁସଲମାନ ଯିଏ କି ସେଠାକାର ମୁଖିଆ କିଛି ଲୋକ ତାଙ୍କ ପାଖରେ ଯାଇ ପହଞ୍ଚିଲେ ଏବଂ କହିଥିଲେ କି ତୁମେ ଏବଂ ତମର ଜାଗା ରହିବ ନାହିଁ,

କାରଣ ଜଣେ ସାଧୁ ଆସି ସେଠାରେ ନିଜର ଆସ୍ଥାନ କରିସାରିଛନ୍ତି। ଏପରି କଥା ଶୁଣି ରାଜା କହିଲେ ସେ ସାଧୁ ଯେଉଁଠାରେ ଜପ କରୁଛନ୍ତି ସେଠାରେ କିଛି ହାଡ ଏବଂ ଗୋରୁ ମାଂସ ପକେଇ ଦିଅ ଏବଂ ଲୋକ ମାନେ ମଧ୍ଯ ତାହା କଲେ ଏବଂ ଯେତେବେଳେ ଅଚ୍ୟୁତାନନ୍ଦ ତପସ୍ୟା ପାଇଁ ସେଠାକୁ ଆସିଲେ

ସେହି ହାଡ ଏବଂ ଗୋରୁ ମାଂସ ଉପରେ ତୁଳସୀ ମନ୍ତ୍ର ଅଭିମନ୍ତ୍ରିତ କରି ଛିନ୍ଚିଦେଲେ ଏବଂ ସେ ସମସ୍ତ ଜିନିଷ କୁଆଡେ ଗାୟବ ହୋଇଗଲା। ଏହା ଦେଖି ଲୋକ ମାନେ ଯାଇ ସେହି ମୁଖିଆ ଙ୍କ ପାଖରେ ପହଞ୍ଚି ସବୁ କଥା କହିଲେ ଏବଂ ମୁଖିଆ ନିଜ ସୈନ୍ଯ ଙ୍କୁ ନେଇ ସେଠାରେ ପହଞ୍ଚିଲେ ଏବଂ ଅଚ୍ୟୁତାନନ୍ଦ ଙ୍କୁ ମିତ୍ର କଲେ ଏବଂ ଅଚ୍ୟୁତାନନ୍ଦ ଙ୍କ ନାମ ଅନୁସାରେ ତାଙ୍କର ନାମ ଅଚ୍ୟୁତି ଖାନ୍ ହୋଇଗଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।