ଦେଖନ୍ତୁ ଭିଡିଓ – ଭୂମିକା ତାଙ୍କ ଜନ୍ମ ଦିନରେ କହୁ କହୁ ସବୁଠାରୁ ବଡ Secret କଥା ସୋସିଆଲ ମିଡିଆ ରେ ଆଗରେ କହିଦେଲେ ଓ ତା’ପରେ

0

ଆପଣ ମାନେ ତ ନିଶ୍ଚିତ ଭାବରେ ଆପଣ ମାନଙ୍କ ଜନ୍ମ ଦିନ କୁ ବେଶ୍ ଧୁମ୍ ଧାମ୍ ରେ ପାଳନ କରୁଥିବେ,କାରଣ ଏହି ଦିନ ରେ ଆମେ ଜନ୍ମ ଗ୍ରହଣ କରଥିଲୁ। ସେଥିପାଇଁ ସେହି ଦିନରେ ଆମେ ସକାଳୁ ଗାଧୋଇ ମନ୍ଦିର କୁ ପୂଜା କରିବା ପାଇଁ ଯାଇଥାଏ ଏବଂ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରିଥାଉ କି ଆଜି ଭଳି ଆମର ସବୁଦିନ ଏହିଭଳି ହସ ଖୁସି ରେ କଟୁଥାଉ

ପରେ ଆମେ ଆମ ଘରକୁ ଫେରି ପରିବାର ବର୍ଗ, ବନ୍ଦୁବାନ୍ଧବ ଏବଂ ସାଙ୍ଗ ସାଥୀ ଙ୍କ ସହିତ ନିଜର ଜନ୍ମ ଦିନ କୁ କେକ୍ କାଟି ସେଲିବ୍ରେସନ୍ କରିଥାଉ ଏବଂ ଆହୁରି ଅନେକ କାର୍ଯ୍ୟ ମଧ୍ଯ କରଥାଉ। ତେବେ ଆଜି ଆମେ ଆପଣ ମାନଙ୍କୁ ଆମ ଓଲିଉଡ ଜଗତର ନାୟିକା ଙ୍କ କଥା କହିବା ପାଇଁ ଯାଉଛୁ। ଯାହାଙ୍କ ନାମ ହେଉଛି ଭୂମିକା ଦାସ ଏବଂ ଆଜି ହେଉଛି ତାଙ୍କର ଜନ୍ମ ଦିନ।

 

ତେବେ ଏକ ଭିଡିଓ ରୁ ଦେଖିବା ପାଇଁ ମିଳିଛି ଯେ ତାଙ୍କର ଏହି ଜନ୍ମ ଦିନ ଅବସର ରେ ତାଙ୍କୁ ଶୁଭେଚ୍ଛା ଜଣେଇବା ପାଇଁ ଗୋଟିଏ ଷ୍ଟୁଡିଓ ରେ ଛୋଟ ପାର୍ଟି ର ଆୟୋଜନ କରାଯାଇଛି। ଯେଉଁଠାକୁ ତାଙ୍କର କିଛି ଫ୍ୟାନ୍ ମାନେ ଆସିଥିଲେ ଏବଂ କେକ୍ କାଟି ଜନ୍ମ ଦିନ ପାଳନ କରିଥିଲେ ଏବଂ ତାଙ୍କୁ ଉପହାର ଦେଇଥିଲେ ଏବଂ ତାଙ୍କ ସହ ସେଲ୍ଫି ମଧ୍ଯ ଉଠେଇ ଥିଲେ।

ତେବେ ଆସନ୍ତୁ ଜାଣିବା କେମିତି ସେ ନିଜର ଜନ୍ମ ଦିନକୁ ପାଳନ କରିଛନ୍ତି। ସେ କହିଛନ୍ତି କି ଯେ ସେ ପ୍ରଥମେ ସକାଳେ ସ୍କୁଲ କୁ ଯାଇଥିଲେ। ଏବଂ ୨ ଟା ରେ ଆସି ପହଞ୍ଚିଲେ। ଯେହେତୁ ତାଙ୍କର ଅନେକ ଗୁଡ଼ିଏ ଫ୍ୟାନ୍ ମାନେ ଆସିଥିଲେ ତେଣୁ ତାଙ୍କୁ ତାଙ୍କର ଲଞ୍ଚ କୁ ସ୍କିପ୍ କରିବା ପାଇଁ ପଡିଲା। ତେବେ ତାଙ୍କର ଏହି ଜନ୍ମ ଦିନ ଅବସରରେ ଅଲିଉଡ୍ ର ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ୱିଶ୍ ଜଣେଇଛନ୍ତି।

ଏବଂ ଏହା ସହିତ ନିଜ ସ୍କୁଲ ଲାଇଫ୍ ର ଅନେକ କଥା ବିଷୟ ରେ କହିଛନ୍ତି। ଏଥି ସହିତ ସେ ଗୋଟିଏ ଫିଲ୍ମ ରୁ କେତେ ଟଙ୍କା ରୋଜଗାର କରନ୍ତି ସେ ବିଷୟ ରେ ମଧ୍ଯ କହିଛନ୍ତି। ସେ କହିଛନ୍ତି ଯେ ସେ ଛୋଟ ବେଳୁ ପରଦାରେ ଅଭିନୟ କରିଛନ୍ତି କିନ୍ତୁ ବଡ ହେବା ପରେ ତାଙ୍କର ପ୍ରଥମ ଫିଲ୍ମ ହେଉଛି ତୁ ମୋ ଲଭ୍ ଷ୍ଟୋରୀ। ଯେଉଁଥିପାଇଁ ସେ ଏକ ଲକ୍ଷ ଟଙ୍କା ନେଇଥିଲେ।

ତେବେ ଏକା ସାଥିରେ ପାଠ ପଢିବା ଏବଂ ଅଭିନୟ କରିବା ବହୁତ ବଡ କଷ୍ଟ କାମ, ତଥାପି ସେ ସେସବୁକୁ ହ୍ୟାଣ୍ଡେଲ କରିନିଅନ୍ତି। ସେ କହିଛନ୍ତି ଯେ ତାଙ୍କୁ କଟକ ର ଗୁପଚୁପ ଖାଇବା ପାଇଁ ବହୁତ ଭଲ ଲାଗେ କାରଣ ତାଙ୍କର ଗୁପଚୁପ ବହୁ ପସନ୍ଦ ଏବଂ ଶେଷରେ ସେ ବଲିଉଡ ଫିଲ୍ମ ମରଜାବାଁ ଫିଲ୍ମ ର ତୁମହି ଆନା ଗୀତ ଗାଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।