ଗର୍ଭବତୀ ମହିଳା ମାନେ ଏହିସବୁ ଜିନିଷ ଖାଇବା ଦ୍ବାରା ପିଲାର ରଙ୍ଗ ଗୋରା ହୋଇଥାଏ ଜାଣନ୍ତୁ କେଉଁସବୁ ଜିନିଷ କ;ଣ କ:ଣ

0

ସାଧାରଣତଃ ବିବାହ ପରେ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ।

କିନ୍ତୁ ଆପଣ ମାନେ ଲକ୍ଷ କରିଥିବେ କି ଆମ ସମାଜରେ ଗୋଟିଏ ଗୋରା ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ସେହିପରି ଏକ କଳା ରଙ୍ଗର ମଣିଷ କି ସେତିକ ପସନ୍ଦ କରନ୍ତି ନାହିଁ ।

ତେବେ ଏହି ପୋଷ୍ଟ ରେ ଆମେ ଆପଣ ମାନଙ୍କୁ ଜଣେଇବୁ କି ଗୋଟିଏ ପିଲାର ରଙ୍ଗ କଣ ପାଇଁ କଲା ହୋଇଥାଏ ଏବଂ କେଉଁ କେଉଁ କାର୍ଯ୍ୟ କରିବା ଦ୍ବାରା ଆପଣଙ୍କ ପିଲା ଗୋରା ହୋଇଥାଏ ।ତେବେ ଆସନ୍ତୁ ପ୍ରଥମେ ଜାଣିବା କି ପିଲାର ରଙ୍ଗ କଲା କାହିଁକି ହୋଇଥାଏ ।

ପିଲାର ରଙ୍ଗ କଳା କାହିଁକି ହୋଇଥାଏ ଏବଂ କଣ କରିବା ଦ୍ୱାରା ପିଲା କ୍ଷୀର ପରି ଗୋରା ହୋଇଥାଏ:-

୧.ଏକ ରିସର୍ଚ୍ଚ ଅନୁସାରେ ଜନଯାଇଛି ଯେ ସମସ୍ତ ମଣିଷ ଙ୍କ ଶରୀରରେ ମେଲାଲୀନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ ।ଏବଂ ଯେଉଁ ବ୍ୟକ୍ତି ଙ୍କର ଦେହରେ ଏହା ଅଧିକ ମାତ୍ରରେ କ୍ଷରଣ ହୋଇଥାଏ ତାର ରଙ୍ଗ କଳା ହୋଇଥାଏ ଓ ଯାହାଙ୍କ ଶରୀରରେ ମେଲାଲୀନ କମ କ୍ଷରଣ ହୋଇଥାଏ ତାଙ୍କର ରଙ୍ଗ ଗୋରା ହୋଇଥାଏ ।ତେବେ ପିଲା ମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ହୋଇଥାଏ ।

୨.ଦ୍ୱିତୀୟ ଟି ହେଉଛି ଜେନେଟିକ ର ପ୍ରଭାବ ।ଆପଣ ମାନେ ଦେଖିଥିବେ କି ଯେଉଁ ପିଲାର ବାପା ମା ଙ୍କର ରଙ୍ଗ ଯେମିତି ହୋଇଥାଏ ତାଙ୍କର ପିଲାର ରଙ୍ଗ ମଧ୍ୟ ସେମିତି ହିଁ ହୋଇଥାଏ ।ଏହା ଜିନ ଗତ ହୋଇଥାଏ ।

କଣ କରିବା ଦ୍ୱାରା ପିଲାଙ୍କ ର ରଙ୍ଗ ଗୋରା ହୋଇଥାଏ:-

୧.ଗର୍ଭବତୀ ମହିଳା ମାନେ ଯଦି ଚାହୁଁଛନ୍ତି କି ତାଙ୍କର ପିଲା ଟିକେ ଗୋରା ଓ ସୁନ୍ଦର ହେଉ ବୋଲି ।ତେବେ ଯେତେବେଳେ ଆପଣ ଗର୍ଭବତୀ ଅଛନ୍ତି ସେହି ସମୟରେ ଭିଟାମିନ A ,ଭିଟାମିନ C ଏବଂ E ଯୁକ୍ତ ଖାଦ୍ୟ ସେବନ କରନ୍ତୁ ।ଏହା କରିବା ଦ୍ବାରା ଆପଣଙ୍କ ଗର୍ଭରେ ବଢୁଥିବା ପିଲା ର ରଙ୍ଗ ଗୋରା ହୋଇଥାଏ ।

୨.ଗର୍ଭବତୀ ମହିଳା ମାନେ ସମସ୍ତ ପ୍ରକାରର ଫଳ ଖାଇବା ଆବଶ୍ୟକ ଏହା ଦ୍ବାରା ଶରୀରରେ ମେଲାଲୀନ ର କ୍ଷରଣ କମ ହୋଇଥାଏ ଓ ପିଲାର ରଙ୍ଗ ଗୋରା ହୋଇଥାଏ ।ଏହା ସହ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ ।

୩.ଗର୍ଭବତୀ ଥିବା ସମୟରେ ମହିଳା ମାନେ ହଳଦିଆ ରଙ୍ଗ ର ଫଳ ଖାଇବା ଦ୍ବାରା ଓ ନିୟମିତ କେଶର କ୍ଷୀର ପିଇବା ଫଳରେ ମଧ୍ୟ ପିଲାର ରଙ୍ଗ ଗୋରା ହୋଇଥାଏ କାରଣ ଏଥିରେ ଭିଟାମିନ C ଅଧିକ ପରିମାଣରେ ରହିଥାଏ ।
୪.ମହିଳା ମାନେ ଗର୍ଭବତୀ ହୋଇଥିଲେ ଅଁଳା କୋଳି ,କମଳା ଏବଂ କଦଳୀ ଆଦି ଫଳ ନିୟମିତ ଖାଇବା ଦ୍ବାରା ପିଲାର ରଙ୍ଗ ଗୋରା ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।