ପୋଲିସ ବାବୁ ହୋଇ କରୁଛନ୍ତି ରାସ୍ତା ସଫେଇ , ଆପଣ ମାନେ ଏମିତି କେବେ ଦେଖିଛନ୍ତି କି ? ଜୟାକରି ଏହି ଟ୍ରାଫିକ୍ ଭାଈଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

0

ପରିବେଶ ସୁରକ୍ଷା କରିବା ଆମ ଦାୟିତ୍ଵ। ନିଜ ଆଖ ପାଖ କୁ ସଫା ରଖିବା ସହ ପୁରା ପରିବେଶ କୁ ସଫା କରିବା । ତେବେ ପ୍ରଧାମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି। ନରେନ୍ଦ୍ର ମୋଦି ନିଜେ ଗୋଟିଏ ସମୁଦ୍ର ତଟ ରେ ଅଳିଆ ଆବର୍ଜ୍ଜନା କୁ ସଫା କରି ଏକ ଉଦାହରଣ ସାଜିଛନ୍ତି। ଦୁନିଆ ରେ କୌଣସି ଆଶ୍ଚର୍ଯ୍ୟ ଘଟଣା ଘଟିଲା ପରେ ଆମେ ମାନେ ତାକୁ ବହୁତ୍ ଶୀଘ୍ର ଜାଣି ପାରୁ।

ସୋସିଆଲ ମିଡିଆରେ ଆମେ ସବୁ କିଛି ଜାଣି ପାରୁଛୁ। ତେବେ ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ କର କଥା କହିବୁ ଏହା ଅଟହସ୍ୟ କରିବା ଉଚିତ୍ ନୁହଁ । ଜଣେ ବରିଷ୍ଠ ଅଧିକାରୀ ହୋଇ ମଧ୍ୟ କିପରି ପରିବେଶ କୁ ପରିଷ୍କାର ରଖୁଛନ୍ତି। ପୋଲିସ୍ ଚାକିରି ପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଲୋକ ମାନଙ୍କ ହିତ ସାଧନା କରିବା ପୋଲିସ୍ ମାନଙ୍କ କର୍ତ୍ତବ୍ୟ।

ଆଜି ଆମେ ଆପଣ ଙ୍କୁ ଏକ ପୋଲିସ୍ ଅଧିକାରୀ ଙ୍କ ବିଷୟରେ ଜଣାଇବୁ ଯିଏ କି ରାସ୍ତା ଉପରେ ଝାଡୁ ଦେଇଥିଲେ। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ପ୍ରତ୍ୟେକ ଜନସାଧରଣଙ୍କ ହିତ ପାଇଁ ପୋଲିସ ତତ୍ପରତ । ମନୁଷ୍ୟ କିପରି ସରଳ ଜୀବନ ଯାପନ କରିବେ ସେଥି ପାଇଁ ପୋଲିସ ଅଧିକାରୀ ମାନେ ସବୁବେଳେ ତାଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେବେ ଏବେ ନିକଟ ରେ ଦେଖିବାକୁ ମିଳିଛି ଯେ ପୋଲିସ୍ ମାନେ ଝାଡୁ ଧରି ରାସ୍ତା ସଫା କରୁଛନ୍ତି। ଏହା କେତେ ଦୂର ସତ୍ୟ ଆସନ୍ତୁ ତାହା ଜାଣିବା।

ତେବେ ଯାହା ଜାଣିବାକୁ ପାଇଛୁ ଯେ ସେହି ଜାଗାରେ ରାସ୍ତା ମରାମତି ହେବାର ଥିଲା। ରାସ୍ତା ଉପରେ ବାଲି ପକା ଯାଇଥିଲା। ସେହି ରାସ୍ତା ରେ ଯାତାୟତ ଲାଗି ରହିଥିଲା। ବାଲି ପଡି ଥିବାରୁ ବସ୍ କାର ଆଦି ଶ୍ଳିପ୍ କରୁ ଥିଲା। ଫଳରେ ଦୃଘଟାନା ହେଉଥିଲା। ପରେ ଲୋକ ମାନେ ବହୁତ ଅସୁବିଧା ରେ ସାମ୍ନା କରିବାକୁ ପଡିଲା।

ଏପରି ଘଟଣା ଟ୍ରାଫିକ ପୋଲିସ ମାନେ ଦେଖିବା ପରେ ଏମ୍ଏସି ପକ୍ଷ କୁ ଜଣାଇଥିଲେ। ସେହି ସ୍ଥାନ ରୁ ବାଲି କୁ ସଫା କରିବା ପାଇଁ ମଧ୍ୟ କହିଥିଲେ,ମାତ୍ର କୌଣସି ପ୍ରକାର ପଦକ୍ଷେପ ନେଲେ ନାହିଁ ସେମାନେ,ଯାହା ଦ୍ଵାରା ବାରମ୍ବାର ଦୁର୍ଘଟଣା ଲାଗି ରହିଲା। ଏହି ସବୁ ଦେଖି ପ୍ରତ୍ୟେକ ଦିନ ଦୁର୍ଘଟଣା ଦେଖି ଦୁଃଖ ପ୍ରକାଶ କରି ଥିଲେ। ଶେଷରେ ସେମାନେ ନିଷ୍ପତ୍ତି ନେଇ ନିଜେ ଝାଡୁ କରିଥିଲେ,

ପୁରା ରାସ୍ତା କୁ ସମସ୍ତେ ଝାଡୁ ଧରି ସଫା କରିଥିଲେ। ହାତରେ ହୁଇସିଲ୍ ବଦଳରେ ଥିଲା ଝାଡୁ, ସମାଜ ସେବା ପାଇଁ ଝାଡୁ ମଧ୍ୟ କରି ବାକୁ ପଛାଇ ନାହାନ୍ତି। ଜନତା ଙ୍କୁ ଦୁର୍ଘଟଣା ରୁ ବାନଚାଇବା ପାଇଁ ଝାଡୁ ଦେବାକୁ ପଛ ଘୁଂଚା ଦେଇ ନାହାନ୍ତି। ତେବେ ଏବେ ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦିଆ ଯାଇଛି। ଏବେ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ସରକାର ଏଥି ପାଇଁ କିଛି ପଦକ୍ଷେପ ନେବା ପାଇଁ ନିବେଦନ କରାଯାଇଛି, ଏପରି ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।