ଅଭିଶପ୍ତ ଶିବ ମନ୍ଦିର , ଏଠାରେ ପୂଜା କରିବା ଲୋକ ହୋଇଯାଏ ବର୍ବାଦ ଜାଣନ୍ତୁ ଏହି ମନ୍ଦିରେ ଲୁଚି ରହିଥିବା ସମସ୍ତ ଗୁପ୍ତ କଥା

0

ଭଗବାନ ଙ୍କ ରୂପ ଅନେକ। ଯେପରି ତାଙ୍କର ନାମ ଅନେକ ସେପରି ତାଙ୍କର ରୂପ ମଧ୍ୟ ଅନେକ। କେଉଁ ରୂପରେ କେବେ କହାକୁ ଦେଖା ଦିଅନ୍ତି ତାହା ତାଙ୍କର ଇଛା ଅନୁସାରେ ପରିଚାଳିତ ହୁଏ। ତେଣୁ ପ୍ରକୃତ ଭକ୍ତ ପାଇଁ ଭଗବାନ ସଦା ସର୍ବଦା ନିଜର କୃପା ଦୃଷ୍ଟି ରଖି ଥାନ୍ତି। ତେଣୁ ଭଗବାନଙ୍କ ମହିମା ତାଙ୍କୁ ହିଁ କେବଳ ଜଣା। ଭଗବାନ ନିଜ ମହିମା ପ୍ରତି ପାଦନ କରିବା ପାଇଁ ଅନେକ ଲୀଳା ଖେଳା କରନ୍ତି। କେବେ ନିଜକୁ ପଥର ରୂପେ ତ ଆଉ କେବେ ବୃକ୍ଷ ର ଦାରୁ ରୂପେ। ତେବେ ତାଙ୍କର ଏପରି ଏକ ଅଦ୍ଭୂତ ଲୀଳା ଦେଖିବାକୁ ମିଳେ।

ଏହି ସ୍ଥାନରେ ପ୍ରଭୁ ନିଜେ ଏହି ସ୍ଥାନରେ ମୂର୍ତ୍ତି ରୂପେ ପାଉଛନ୍ତି। ମାତ୍ର ସବୁଠାରୁ ଅଦ୍ଭୁତ ହେଲା ଏହି ଠାରେ ଥିବା ଦେବତା ନିଜେ ଦଣ୍ଡ ପାଆନ୍ତି। ଅର୍ଥାତ୍ ଦେବତା ନିଜେ ଭକ୍ତ ମାନଙ୍କ ଦ୍ଵାରା ନିୟୋଜିତ ଦଣ୍ଡ ବିଧାନ ଅନୁସାରେ ଦଣ୍ଡିତ ହୁଅନ୍ତି। ତେବେ ଏହାକୁ ସଂପୂର୍ଣ୍ଣ ରୂପେ ଜାଣିବା ଆସନ୍ତୁ।
ଏହି ସ୍ଥାନଟି ହେଉଛି ଉତ୍ତରାଖଣ୍ଡ ରାଜ୍ୟରେ ଅବସ୍ଥିତ। ଏହି ରାଜ୍ୟ ରେ ଥିବା ଏକ ପାହାଡିଆ।

ଅଞ୍ଚଳ ଯାହା ବସ୍ତର ଜିଲ୍ଲାର ଏକ ଗ୍ରାମ ରହିଛି, ସେହି ସ୍ଥାନରେ ଏପରି ଅଦ୍ଭୁତ ଲୀଳା ଦେଖିବାକୁ ମିଳେ। ଏହି ଥରେ ପ୍ରତି ବର୍ଷ ଏକ ପରମ୍ପରା ଅନୁଷ୍ଠିତ ହୁଏ। ଏହି ପରମ୍ପରା ଅନୁସାରେ ପ୍ରାୟ ୫୦ ରୁ ଅଧିକ ଗ୍ରାମର ଗ୍ରାମ ଦେବା ଦେବୀ ଙ୍କୁ ଆବାହନ କରାଯାଏ। ଏହା ପରେ ଏହି ଗ୍ରାମର ଥିବା ମୁଖ୍ୟ ପୁରୋଧା ମାନେ ଏହି ଦେବତାଙ୍କ ଦୋଷ ଗୁଡ଼ିକ ପାଇଁ ଏକ ଲୋକ ଅଦାଲତ ଆୟୋଜନ କରନ୍ତି।

ଏହି ଅଦାଲତ ରେ ଅନୁଷ୍ଠିତ ଥିବା ସମସ୍ତ ଲୋକ ମାନେ ନିଜ ନିଜର ଅଭିଯୋଗ ଶୁଣାଣି କରାନ୍ତି। ତାପରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନେ ବିଶେଷ ଭାବେ ବିଚାରକ ମଣ୍ଡଳୀ ମାନେ ଏହାର ଦଣ୍ଡ ବିଧାନ କରନ୍ତି। ଏହି ଦଣ୍ଡ ବିଧାନ ଅନୁସାରେ ଏହି ଦେବତା ଙ୍କୁ ନିର୍ବାସନ କରିବା ସଙ୍ଗେ ସଙ୍ଗେ ତାଂକୁ ଅନ୍ୟ ଦଣ୍ଡ ବିଧାନ ରେ ମଧ୍ୟ ଦଣ୍ଡିତ କରନ୍ତି। ତେଣୁ ଦେବତା ହେଲେ ମଧ୍ୟ ଭକ୍ତ ମାନଙ୍କ ଦ୍ଵାରା ନିଜ ଦୋଷ ପାଇଁ ଦଣ୍ଡିତ ହୋଇ ଥାନ୍ତି। ତେଣୁ ଏହିପରି ଲୀଳା କେଉଁ ସ୍ଥାନରେ ମଧ୍ୟ କେହି କେବେ ଦେଖି ନଥିବେ।

ଏପରି ଏକ ଅଦ୍ଭୂତ ଲୀଳା କେବଳ ଏହି ଦେବତା ଙ୍କ ଠାରେ ଦେଖିବାକୁ ମିଳେ। ତେଣୁ ଏହାର ଆଖ ପାଖରୁ ଅନେକ ଲୋକ ଏହି ଉତ୍ସବ ପାଳନ ପାଇଁ ଅନେକ ଯାକ ଜକମ ରେ ଆସି ଉଲ୍ଲାସ ରେ ବିଭୋର ହୋଇଥାନ୍ତି। ତେବେ ଏହାର ବିଶେଷ କଥା ରହିଛି ଯାହା ହେଲା ଏହି ଦେବତା ଏପରି ଦେଖେଇ ଦେବାକୁ ଚାହାଁନ୍ତି କି ମଣିଷ ଆଉ ଦେବତା ମଧ୍ୟ ଏକ। କେବଳ କାର୍ଯ୍ଯ ଜଣକୁ ଅନ୍ୟ ପାଇଁ ଭଗବାନ ସଜାଇ ଦେଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।