ନିଆରା ବାହାଘର କାର୍ଡ , ଡିଜିଟାଲ ଯୁଗରେ ଏମିତି ଉପହାର ଦେବାକୁ ଅନୁରୋଧ ! ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ …

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ତାହାର ଟିକିଏ ହେଲେ ବି ସଂଦେହ ନାହିଁ । ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ଟେକନିକାଲ ତଥା ବୈଜ୍ଞାନିକ ପଦ୍ଧତିରେ ତଥା ଉନ୍ନତ ରୁ ଅତି ଉନ୍ନତ ଟେକ୍ନୋଲୋଜି ର ବ୍ୟବହାର ଏହି ଅତ୍ୟାଧୁନିକତା କୁ ପରିଲକ୍ଷିତ କରୁଛି ।ତେବେ ବର୍ତ୍ତମାନ ର ଏହି କରନା ( covid – 19 ) ପରିସ୍ଥିତି ରେ ଆମର ଟେକ୍ନୋଲୋଜି ବା ଡିଜିଟାଲ ଭାରତ ହିଁ ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଆମ ଜୀବନ ରେ ନିଭାଇଛି ।

କାରଣ ଏହି ମାରାତ୍ମକ ପରିସ୍ଥିତି ରେ ଆମ ବାହାରକୁ ନଯାଇ ମଧ୍ୟ ଆମର ଆବଶ୍ୟକତା ପୂରଣ କରିପାରିଛୁ ।ତେବେ ଏହି ଲକଡାଉନ ଓ କରନା ପାଇଁ ଡିଜିଟାଲ ଇଣ୍ଡିଆ ର ସବୁ ଠାରୁ ଅଧିକ ଲୋକପ୍ରିୟ ହୋଇଛି ଅନଲାଇନ ବେକିଂ ଆପ ତଥା କ୍ୟୁ ଆର କୋଡ଼ ( QR Cord) ।ତେବେ ଆପଣ ଏବେ ଯେକୌଣସି ସ୍ଥାନ କୁ ସପିଙ୍ଗ କରିବାକୁ ବା କିଛି ବି କାର୍ଯ୍ୟ କରିବାକୁ ଯାଆନ୍ତୁ ଦେଖିବେ କି ସେଠାରେ କ୍ୟୁ ଆର କୋଡ଼ ( QR Cord) ଉପଲବ୍ଧ ରହିଥାଏ

ଆଉ ସେଠାରେ ଆପଣଙ୍କୁ କୌଣସି ବ୍ୟକ୍ତି ଙ୍କୁ ଟଙ୍କା ଦେବାକୁ ପଡେ ନାହିଁ ଆପଣ ସେହି କ୍ୟୁ ଆର କୋଡ଼ ( QR Cord) ସାହାଯ୍ୟ ରେ ନିଜର ପେମେଂଟ କରିଥାନ୍ତି ।ଯାହାକୁ ଡିଜିଟାଲ ଇଣ୍ଡିଆ ର ଅତ୍ୟାଧୁନିକତା ବୋଲି କୁହାଯାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି , ବର୍ତ୍ତମାନ ଏହି ମାରାତ୍ମକ କରନା ଭୁତାଣୁ କୁ ରୋକିବା ପାଇଁ ବିବାହ ମାନଙ୍କ ରେ ଅନେକ ପ୍ରକାରର ପ୍ରତିବନ୍ଧକ ରହିଥିଲା ଯଦିଓ ସରକାର ବର୍ତ୍ତମାନ ସେହି ପ୍ରତିବନ୍ଧକ ଗୁଡିକୁ ଟିକିଏ କୋହଳ କରିଛନ୍ତି ମାତ୍ର ଲୋକ ମାନ ଙ୍କୁ ବାହାର ଦୁନିଆଁ ଠାରୁ ଦୂରରେ ରହିବାକୁ କହିଛନ୍ତି ।

କିନ୍ତୁ ଏକ ବାହାଘର ତା ଖୁସି ର ପର୍ବ ହୋଇଥାଏ । ଏହି ପର୍ବରେ ଲୋକ ମାନେ କାହିଁ କେତେ ଦୂର ରୁ , କେତେ ରାଜ୍ୟ ରୁ ଏମିତି କି ଅନ୍ୟ ଦେଶ ରୁ ମଧ୍ୟ ଆସିଥାନ୍ତି। ତେବେ ସେହି ସ୍ଥାନକୁ ବର୍ତ୍ତମାନ ପରିସ୍ଥିତି ରେ ଯିବା ଲୋକ ମାନେ ଉଚିତ ମନେ କରୁନାହାନ୍ତି ।

କିନ୍ତୁ ବିବାହ ରେ ଏକ ନିମନ୍ତ୍ରଣ କାର୍ଡ ହେବା ନିତାନ୍ତ ହୋଇଥାଏ। ତେବେ ବର୍ତ୍ତମାନ ର ଟେକ୍ନୋଲୋଜି କୁ ବ୍ୟବହାର କରି ଏକ ଏପରି ବିବାହ ନିମନ୍ତ୍ରଣ କାର୍ଡ ର ଆବିଷ୍କାର କରାଯାଇଛି ତାହା ଜାଣିଲେ ଆପଣ ଚକିତ ହୋଇଯିବେ। ତେବେ ବର୍ତ୍ତମାନ ଡିଜିଟାଲ ଇଣ୍ଡିଆ ସମସ୍ତ ବିବାହ କାର୍ଡ ରେକ୍ୟୁ ଆର କୋଡ଼ ( QR Cord) ସିଷ୍ଟମ ଉପଲବ୍ଧ କରାଯାଇଛି ।

ତେଣୁ କୌଣସି ବିବାହ ରେ ଆପଣ ଙ୍କୁ ଆଉ ସେହି ସ୍ଥାନକୁ ଆସିବାକୁ ହେବ ନାହିଁ । ବରଂ ଆପଣ ନିଜ ଘରେ ରହି ମଧ୍ୟ ଡିଜିଟାଲ ବିବାହ କାର୍ଡ ସାହାଯ୍ୟ ରେ ଟଙ୍କା ପଠାଇ ପାରିବେ ।ତେବେ ବର୍ତ୍ତମାନ ର ପରିସ୍ଥିତି ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।