ଆଶ୍ଚର୍ଯ୍ୟ ! 24 ଜାନୁଆରୀ ଦିନକ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ଏହି ଝିଅ ଦୟାକରି ଏହି ଭଉଣୀ ଙ୍କ ପାଉଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ଏବଂ ଜାଣନ୍ତୁ ଆଜିର ନାରୀ କଣ ନ କରିପାରେ ?

0

ନିଜର ବୁଦ୍ଧି କଳା ଦେଖାଇବା ପାଇଁଁ ବୟସ ତାର ପ୍ରତିବନ୍ଧକ ହୋଇ ନଥାଏ। କିଛି ଜଣ ବୃଦ୍ଧା ଅବସ୍ଥାରେ ଚମତ୍କାର କରନ୍ତି ତ କିଛି ଜଣ ଶିଶୁ ଅବସ୍ଥାରେ। ତେବେ ବର୍ତ୍ତମାନ ଯୁଗ ରେ ଉଭୟ ପୁଅ ଝିଅ ସମାନ ସ୍ତର ର । ପୁଅ ମାନଙ୍କର ଯେତିକ ଅଧିକାର ରହିଛି ସମତୁଲ ଝିଅମାନଙ୍କ ସହ ମଧ୍ୟ ରହିଛି। ତେବେ ଆକଳନ କରି ଦେଖା ଯାଇଛି ଯେ ଝିଅ ମାନେ ଶିକ୍ଷା ଦିଗରେ ପୁଅ ମାନଙ୍କୁ ପଛରେ ପକାଇଛନ୍ତି।

ପରିବାର ଲୋକ ଙ୍କ ସ୍ବପ୍ନ ଥାଏ ତାଙ୍କ ପିଲା ବଡ଼ ହୋଇ କଣ କରିବା। ଦେଖିବାକୁ ଗଲେ ବିଶେଷ ଭାବରେ ଝିଅ ଅପେକ୍ଷା ପୁଅ ମାନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି ପରିବାର ଲୋକେ। ବଡ଼ ହେଲା ପରେ ପୁଅ ଟି କଣ କରିବା ତାହା ଜଣା ନଥାଏ। ତେବେ ପିଲାମାନେ ବଡ ହୋଇ ଭଲ ମଣିଷ ଟେ ହୁଅନ୍ତୁ ଦେଶ ର ଉନ୍ନତି କରନ୍ତୁ ବୋଲି ପ୍ରତି ବାପା ମାଆ ଙ୍କ ଇଛା। ଏହା ପାଇଁ ବାପା ମାଆ ମାନେ ପିଲା ମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ କିଛି ଯୋଜନା କରିଥାନ୍ତି।

ତାହା କେତେ ଦୂର ସଫଳ ହେବ ଜଣା ନଥାଏ।ପିଲା ମାନଙ୍କ ଜୀବନ ପ୍ରଣାଳୀ ନିର୍ଭର କରେ ପରିବେଶ ଓ ପରିସ୍ଥିତି।ଆଜି ଆମେ ସେମିତି ଏକ ଘଟଣା ବିଷୟରେ ଆପଣଙ୍କୁ ଜଣେଇବୁ ଯାହା ଜାଣିବା ପରେ ଆପଣ ଆଦୌ ବିଶ୍ବାସ କରିପାରିବେ ନାହିଁ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ଵତ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୪ ଜାନୁଆରୀ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ଅବସରରେ ଗୋଟିଏ ଦିନ କୁନି ମୁଖ୍ୟମନ୍ତ୍ରୀ ଚୌକି ସମ୍ଭାଳିବେ ସୃଷ୍ଟି ଗୋସ୍ୱାମୀ।

ଏହି ସମୟରେ ବିଧାନସଭାର କକ୍ଷ ନମ୍ବର ୧୨୦ରେ ଶିଶୁ‌ ବିଧାନସଭା ଆୟୋଜିତ ହେବ, ଯେଉଁଥିରେ ବିଭିନ୍ନ ବିଭାଗ ୫-୫ ମିନିଟ୍‌ ଧରି ନିଜ ନିଜର ପ୍ରସ୍ତୁତି ଉପସ୍ଥାପନା କରିବେ। ଶିଶୁ‌ ବିଧାନସଭା ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ।

ଉତ୍ତରାଖଣ୍ଡ ଶିଶୁ ସଂରକ୍ଷଣ ଆୟୋଗ ଅଧ୍ୟକ୍ଷ ଉଷା ନେଗୀ ଏ ନେଇ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି କି, ୨୪ ଜାନୁଆରୀରେ ବାଳିକାମାନଙ୍କୁ ସଶକ୍ତୀକରଣ କରିବା ପାଇଁ ଆୟୋଗ ଜଣେ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ହସ୍ତାନ୍ତର କରିଛି। ସୃଷ୍ଟି ଗୋସ୍ୱାମୀ ଉତ୍ତରାଖଣ୍ଡର ବିକାଶ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବେ।ହରିଦ୍ୱାର ଜନପଦର ଦୌଲତପୁର ଗାଁର ନିବାସୀ ହେଉଛନ୍ତି ସୃଷ୍ଟି। ଏବେ ଦିନକ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା ବିଷୟରେ ଜାଣିବା ପରେ ତାଙ୍କ ପରିବାରରେ ବହୁତ ଖୁସି ଦେଖିବାକୁ ମିଳୁଛି।

ତାଙ୍କ ମାଆ, ବାପାଙ୍କ କହିବା ହେଲା, ଆଜି ଆମେ ବହୁତ ଗର୍ବ ଅନୁଭବ କରୁଛୁ। ପ୍ରତ୍ୟେକ ଝିଅ ସଫଳତା ହାସଲ କରିପାରିବେ, କାହାର କହିବାରେ ଆପଣ ନିଜ ଝିଅର ହାତ ଛାଡ଼ନ୍ତୁ ନାହିଁ କାରଣ, ଆଜିର ଦିନରେ ଝିଅମାନେ ସବୁକିଛି କରିପାରିବେ। ଆମେ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ସେ ଆମ ଝିଅକୁ ଏଥିପାଇଁ ଯୋଗ୍ୟ ବୋଲି ଭାବିଲେ।

ସୃଷ୍ଟି ଗୋସ୍ୱାମୀ ଋଡ୍‌କୀର ବିଏସ୍‌ଏମ୍‌ ପିଜି କଲେଜରେ ଏଗ୍ରୀକଲ୍‌ଚରରେ ବିଏସ୍‌ସି କରୁଛନ୍ତି। ୨୦୧୮ ମେ’ରେ ଶିଶୁ‌ ବିଧାନସଭାରେ କୁନି ବିଧାୟକମାନଙ୍କ ଦ୍ୱାରା ସେ ମୁଖ୍ୟମନ୍ତ୍ରୀ ରୂପେ ଚୟନ ହୋଇଥିଲେ। ଶିଶୁ ବିଧାନସଭାରେ ପ୍ରତି ୩ ବର୍ଷରେ ଥରେ କୁନି ମୁଖ୍ୟମନ୍ତ୍ରୀଙ୍କ ଚୟନ କରାଯାଇଥାଏ।

ଏହି କାର୍ଯ୍ୟକ୍ରମରେ ଅଧିକାରୀମାନେ ଉପସ୍ଥିତ ରହିବା ପାଇଁ ଉତ୍ତରପ୍ରଦେଶ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ଆୟୋଗର ଅଧ୍ୟକ୍ଷ ଉଷା ନେଗି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ବିଧାନସଭା ଭବନରେ ରାତି 12 ରୁ 3 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ନେଗି କହିଛନ୍ତି ଆୟୋଗ ଏକ ଶିଶୁ ସଭା ଗଠନ କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।