ସାଧାରଣ ଜ୍ଞାନ- ରେଡ଼ିଓ କିଏ ଉଦ୍ଭାବନ କରିଥିଲେ ? କେବଳ ମେଧାବୀ ପିଲା ମାନେ ହିଁ ଏହାର ଉତ୍ତର ଦେଇ ପାରିବେ।

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି,

ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ। ପୁର୍ବରୁ ଆମ ଦେଶ ବିଦେଶରେ ଅନେକ ସବୁ ଘଟଣା ଘଟି ଯାଇଛି, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ସାଧାରଣ ଜ୍ଞାନ ସମ୍ପର୍କରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧)ନନ୍ଦିଘୋଷ ରଥରେ ମୋଟ କେତୋଟି ଚକ ବ୍ୟବହାର କରାଯାଇଥାଏ ?
ଉତ୍ତର:-୧୨ ଟି

୨)ପ୍ରଧାନମନ୍ତ୍ରି ପଦରେ ଥାଇ କିଏ କିସ୍ତି ରେ ଗାଡି କିଣିଥିଲେ ?
ଉତ୍ତର:-ଲାଲ ବହାଦୁର ଶାସ୍ତ୍ରୀ

୩) ଭାରତ ର କେଉଁ ଜାଗା ରେ ଭାଷମାନ ପୋଷ୍ଟ ଅଫିସ ରହିଛି ?
ଉତ୍ତର:-ଶ୍ରୀ ନଗର

୪) ପୃଥିବୀ ର ସବୁଠୁ ଉଚା କ୍ରିକେଟ ଗ୍ରାଉଣ୍ଡ ର ନାମ କଣ ?
ଉତ୍ତର:-ଚାଏଲ୍ କ୍ରିକେଟ ଗ୍ରାଉଣ୍ଡ

୫)କୋରିଆ ର ବିଭାଜନ କେବେ ହେଇଥିଲା ?
ଉତ୍ତର:- ୧୭ ଅଗଷ୍ଟ ୧୯୪୫

୬)ଭାରତ ର କେଉଁ ପ୍ରଧାନ ମନ୍ତ୍ରୀ ଙ୍କ ମୁର୍ତ୍ୟୁ ଏକ ରହସ୍ୟମୟ ଘଟଣା ?
ଉତ୍ତର:- ଲାଲ ବହାଦୁର ଶାସ୍ତ୍ରୀ

୭) ବଙ୍ଗଳା ବିଭାଜନ କେଉଁ ନାମ ରେ ପରିଚିତ ?
ଉତ୍ତର:- ବଙ୍ଗ – ଭଙ୍ଗ

୮)ସବୁଠୁ ବେଶୀ ହୀରା ଉତ୍ପାଦନ କରୁ ଥିବା ଦେଶ କିଏ ?
ଉତ୍ତର:- ରୁଷିଆ

୯)ଆମ ରାଜ୍ୟ ର ଖାଉଟି କମିଶନ ଙ୍କ କାର୍ଯ୍ୟାଳୟ କେଉଁଠି ଅବସ୍ତିତ ?
ଉତ୍ତର:- ବ୍ରହ୍ମପୁର

୧୦) ଶିକ୍ଷା ଗତ ଯୋଗ୍ୟ ଥାଇ କର୍ମ ନିଯୁକ୍ତି ଅଭାବ ରୁ କେଉଁ ପ୍ରକାର ବେକାରୀ ସୃଷ୍ଟି ହୋଇ ଥାଏ ?
ଉତ୍ତର:-ପ୍ରାବିଧିକ୍ ବେକାରୀ

11 – ରେଡ଼ିଓ କିଏ ଉଦ୍ଭାବନ କରିଥିଲେ ?

ଉତ୍ତର – ମାର୍କନୀ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।