ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା “ତାରାତାରିଣୀ” ସିରିଏଲ ର ତନୁଜା ଖୁଡ଼ି ଙ୍କ ଡ୍ୟାନ୍ସ ଭିଡ଼ିଓ ତାଙ୍କର ଏହି ହଟ ଡ୍ୟାନ୍ସ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…..

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ଓ କେବେକେବେ ଏହା ଆମର ନିଜର ଲକ୍ଷ କୁ ସାଧନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଓଡ଼ିଆ ଟିଭି ସିରିଏଲ ର ଅଭିନୟ କରୁଥିବା କିଛି କଳାକାର ଙ୍କର ବିଷୟରେ ଆପଣ ଙ୍କୁ ଜଣେଇବୁ ଯେଉଁମାନେ ଯାହାଙ୍କର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି।

ସୂଚନା ଅନୁସାରେ ,ଆମ ଟିଭି ବା ଫିଲ୍ମ ର କଳାକାର ମାନେ ନିଜର ଅଭିନୟ ଦ୍ବାରା ସବୁବେଳେ ଆମକୁ ମୋହିତ କରିଥାନ୍ତି ।କିନ୍ତୁ ସେମାନ ଙ୍କ ଜୀଵନ ରେ ମଧ୍ୟ ଖୁସି ମଜା ଚାଲିଥାଏ ।ତେବେ ସୁଟିଂ ସରିବା ପରେ ସେମାନେ ମଧ୍ୟ ନିଜ ନିଜ ମଧ୍ୟରେ ମସ୍ତି ମଯାକ ରେ କିଛି ସମୟ ବିତାଇଥାନ୍ତି ।ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରତି ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ପ୍ରସାରିତ ହେଉଥିବା ଏକ ସୋ “ତାରା ତାରିଣୀ” ନିଶ୍ଚିତ ଭାବରେ ଦେଖୁଥିବେ ।ଆଉ ତାରା ତାରିଣୀ ସିରିଏଲ ରେ ଅଭିନୟ କରିଥିବା ତନୁଜା ଖୁଡି ଙ୍କୁ ଜାଣିଥିବେ।

ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ସିରିଏଲ ଟି ପ୍ରାୟ ସମସ୍ତ ଙ୍କୁ ବହୁତ ପସନ୍ଦ ଆସିଥାଏ। ଏଥିରେ ଥିବା ସମସ୍ତ କଳାକାର ମାନେ ଖାସ କରି କୁନି କୁନି ତାରକା ଦୁଇ ଜଣଙ୍କ ର ଅଭିନୟ ବେଶ ଲୋକପ୍ରିୟ ଓ ଆକର୍ଷଣୀୟ ଅଟେ ।ତେବେ ଏଥିରେ ଅଭିନୟ କରୁଥିବା ତନୁଜା ଖୁଡି ଙ୍କ ଅଭିନୟ ବି କିଛି କମ ନୁହେଁ ।ତେବେ କିଛି ଦିନ ତଳେ ତାର ତାରିଣୀ ସିରିଏଲ ର ଅଭିନେତ୍ରୀ ତନୁଜା ଖୁଡି ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବରେ ଲାଗିଛି ଯାହାକି ଅତ୍ୟନ୍ତ ମନଲୋଭା ଓ ହାସ୍ୟାସ୍ପଦ ମଧ୍ୟ ।

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଭିଡ଼ିଓ ଟିରେ ଆମର ତନୁଜା ଖୁଡି ଅଭିନୟ କରୁନାହାନ୍ତି ବରଂ ସେ ଡ୍ୟାନ୍ସ ରେ ବ୍ୟସ୍ତ ରହିଛନ୍ତି ।ତାରା ତାରିଣୀ ତନୁଜା ଖୁଡ଼ି ନିଜ ଘରେ ଏକ ଆଲବମ ଗୀତରେ ହଟ ଡ୍ୟାନ୍ସ କରୁଥିବା ର ସମସ୍ତ ଙ୍କ ନଜର କୁ ଆସିଥିଲେ ।ତେବେ ପ୍ରଥମେ ତନୁଜା ଖୁଡି ଏକ ଧାମକା ଦାର ଡ୍ୟାନ୍ସ ରେ ସେ ଏକ ବ୍ଲାକ ହଟ ପ୍ୟାଣ୍ଟ ଓ ପିଙ୍କ ଟି-ସାର୍ଟ ପିନ୍ଧି ଏକ ଆଲବମ କୁଇନ ପରି ଡ୍ୟାନ୍ସ କରୁଛନ୍ତି ।ତେବେ ତାଙ୍କର ଏହି ଡ୍ୟାନ୍ସ ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।