ଦେଖନ୍ତୁ ଭିଡିଓ – କୁକୁର ରୂପରେ ଆସିଛନ୍ତି ଭଗବାନ , ସମସ୍ତଙ୍କୁ ଆଶୀର୍ବାଦ କରୁଛି କୁକୁର ଟି ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି

0

ଯେତେବି ଧର୍ମ ଏହି ଦୁନିଆରେ ରହିଛି, ସେହି ସବୁ ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମ କୁ ବହୁତ ପବିତ୍ର ଏବଂ ଶ୍ରେଷ୍ଠ ଧର୍ମ ବୋଲି ମନା ଯାଇଥାଏ। ହିନ୍ଦୁ ଧର୍ମ ବି ସବୁ ଧର୍ମ ଠାରୁ ପୁରା ଅଲଗା, ହିନ୍ଦୁ ଧର୍ମ ବି ଆଉ କୌଣସି ଧର୍ମ ସହ ସମାନତା ବି ନାହିଁ। ତେବେ ଆମ ହିନ୍ଦୁ ଧର୍ମ ରେ ଅନେକ ନିୟମ ସବୁ ରହିଛି , ଯେଉଁ ସବୁ ନିୟମ ଆମ ନିତିଦିନ ର ଜୀବନ ଶୈଳୀ ସହ ଯୋଡିତ ରହିଛି। ତେବେ ଆମ ହିନ୍ଦୁ ଧର୍ମ ର ନିୟମ ପରମ୍ପରା ଅତି ନିଆରା।

ଆମ ଦେଶର ଲୋକ ମାନେ ଭଗବାନ ଙ୍କୁ ବହୁତ ଭକ୍ତି ଏବଂ ବିଶ୍ୱାସ କରନ୍ତି, ଦେଶର ଲୋକ ମାନେ ସବୁକିଛି ଭଗବାନ ଙ୍କ ଉପରେ ହିଁ ଛାଡି ଦିଅନ୍ତି। ଦୁଃଖ ସୁଖ ସବୁଥିରେ ସେମାନେ ଭଗବାନ ଙ୍କ ଛାୟା ଆପଣେଇ ଥାଆନ୍ତି। ହିନ୍ଦୁ ଧର୍ମ ର ଲୋକ ମାନେ ନିଜ ଭଗବାନ ଓ ନିଜ ମନ୍ଦିର କୁ ବହୁତ ମାନି ଥାଆନ୍ତି।ଯୁଗେ ଯୁଗେ ଧରା ପୃଷ୍ଠ ରେ ଭଗବାନ ଅବତାର ନେଇ ଥାନ୍ତି। ଭକ୍ତ ମାନଙ୍କର ଦୁଃଖ ଶୁଣିବା ପାଇଁ ଭଗବାନ ଆସି ଥାନ୍ତି।

ତେବେ କେବେ ରାମ ଙ୍କ ଅବତାର ନେଇ ହେଉ କି ଶ୍ରୀକୃଷ୍ଣ ଙ୍କ ଅବତାର ନେଇ ହେଉ। ତ ପୁଣି କେବେ ପର୍ଶୁରାମ ଅବତାର ନେଇ ଟି କେବେ ଜଗନ୍ନାଥ ଅବତାର ନେଇ ଧରା ପୃଷ୍ଠ ରେ ଅବତାର ନେଇ ଲୀଳା କରିଥାନ୍ତି। ଆଜି ଆମେ ଆପଣ ଙ୍କୁ ଏକ ଏମିତି ଘଟଣା ଜଣାଇବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।

ମହାରାଷ୍ଟ୍ର ର ଏକ ମନ୍ଦିର ରେ ଭଗବାନ ରୂପୀ କୁକୁର ଟିଏ ଅଛି। ଭକ୍ତ ମାନଙ୍କୁ ଆଶୀର୍ବାଦ ଦେଉଛି । ତେବେ ଘଟଣା ଟି ମହାରାଷ୍ଟ ର ସିଦ୍ଧି ବିନାୟକ ମନ୍ଦିର ରେ ଘଟିଛି । ପ୍ରତ୍ୟେକ ଦିନ କୁକୁର ଟି ସେହି ପାଖରେ ଥାଏ। ମନ୍ଦିର ର ବାହାର ପାର୍ଶ୍ୱ ରେ ରହିଥାଏ। ଆଶ୍ଚର୍ଯ୍ୟ ର କଥା ହେଉଛି ଯେ କୁକୁର ଟି କାହାରି କିଛି କ୍ଷତି କରି ନଥାଏ। ଲୋକ ମାନେ ତକୁ ସ୍ନେହ ରେ ଭୋଗ ଦେଇଥାନ୍ତି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କୁକୁର ଟି ସବୁବେଳେ ମନ୍ଦିର ବେଢ଼ା ବସି ରହି ଥାଏ।

କେବେ ହେଲେ କାହାରି କୌଣସି କ୍ଷତି ମଧ୍ୟ କରି ନାହିଁ। ପ୍ରତି ବଦଳ ରେ ସେ ତାର ହାତ ଉଠାଇ ସମସ୍ତଙ୍କ ଆଶୀର୍ବାଦ ଦେଇଥାଏ। ଏହି ବିଚିତ୍ର ଦୃଶ୍ୟ ଦେଖି ଭକ୍ତ ମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ କହିବା ଅନୁଯାୟୀ ସେ ହେଉଛି ଭଗବାନ ଙ୍କ ଅବତାର। ଭଗବାନ ଯେପରି ଭକ୍ତ ଙ୍କ କ୍ଷତି ନକରି ଆଶୀର୍ବାଦ ଦେଇ ଥାନ୍ତି । ଠିକ୍ ସେହିପରି କୁକୁର ଟି ମଧ୍ୟ ଆଶୀର୍ବାଦ ଦେଉଛି। ତାକୁ ଲୋକ ମାନେ ବେଶ୍ ଭଲ ପାଉଛନ୍ତି।

ବହୁତ୍ ଦିନ ରୁ କୁକୁର ଟି ସେଠାରେ ରହିଛି। ଲୋକ ମାନେ ସ୍ନେହ ରେ ଯାହା ଦେଇ ଯାଆନ୍ତି ତାକୁ ଖାଇ ସେଇ ଠାରେ ଶୋଇ ଥାଏ। କୁକୁର ଟି ପାଇଁ ଅନେକ ଲୋକ ଙ୍କ ମନସ୍କାମନା ପୁରା ହେଉଛି। ତେବେ ଲୋକ ମାନେ ତାକୁ ଭଗବାନ ଙ୍କ ରୂପ ଭାବି ନିଜ ମନ ର କାମନା ଦୁଃଖ ଜଣାଇ ଯାଉଛନ୍ତି। ଏକ ଚମତ୍କାର ଭାବ ରେ ସେମାନଙ୍କର ମନସ୍କାମନା ପୁରା ହେଉଛି। ପୁଣି କେତେବେଳେ କିଛି ଭକ୍ତ ତ ଆଗରେ ନିଜର ଦୁଃଖ ଜଣାଉଛନ୍ତି। ତାଙ୍କ ଦୁଃଖ ମଧ୍ୟ କମୁଛି। ତେବେ ଏହି ସବୁ ପାଇଁ ଲୋକ ମାନେ ତାକୁ ବହୁତ୍ ଭଲ ପାଆନ୍ତି। ତେବେ ଏଭଳି ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଜ୍ୟ ରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।