Bastu Tips – ରବିବାର ଦିନ ଲାଲ୍ ଗାଇକୁ ହାତ ଲଗେଇ ଏହି ଛୋଟ କାମ କରିଲେ ଘରେ ହୋଇଥାଏ ଧନର ଆଗମନ

0

ପ୍ରତେକ ବ୍ୟକ୍ତି ନିଜ ଜୀବନ ରେ ସବୁବେଳେ ଟଙ୍କା ଏବଂ ସଫଳତା ପାଇବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଅନେକ ଲୋକ କିଛି ନା କିଛି କାର୍ଯ୍ୟ ବୃତ୍ତି କରି ଜୀବନ ଯାପନ କରନ୍ତି। କିନ୍ତୁ ଭାଗ୍ୟ ଅନେକ ସମୟରେ ତାଙ୍କ ସପକ୍ଷରେ ଯାଏ ନାହିଁ। ବ୍ୟକ୍ତି ସର୍ବଦା ଚାହେଁ କି ସେ ଚାହୁଁଥିବା ପ୍ରତେକ ଜିନିଷ ତାକୁ ସହଜରେ ମିଲିଯାଉ। କିନ୍ତୁ ସେମିତି ହୋଇ ନଥାଏ। ସେହି ବ୍ୟକ୍ତି ହେଉ ବା ଆମେ ନିଜେ ଅନେକ ସମୟରେ ଦୁଃଖ କଷ୍ଟ ପାଇଥାଉ।

ଯେତେ ଧନ ଉପାର୍ଜନ କଲେ ମଧ୍ୟ ତାହା ଆମ ପାଇଁ ନିଅଣ୍ଟିଆ ହୁଏ ନାହିଁ। ଅନେକ ରୋଗ ବ୍ୟାଧି ପରିବାର ଲୋକଙ୍କୁ ମାଡ଼ି ବସେ। ଚାକିରୀ ସମ୍ପର୍କିତ ମାମଲା ରେ ନିରାଶ ହେବାକୁ ପଡ଼େ। ଠିକ୍ ସମୟରେ ବିବାହ ମଧ୍ୟ ଯୋଗ ଆସେ ନାହିଁ। ତେବେ ଏହି ସବୁ ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ ଅର୍ଥାତ୍ ଯଦି ଆପଣ ଧନ ପ୍ରାପ୍ତି କରିବାକୁ ଚାହାଁନ୍ତି କିମ୍ୱା ଚାକିରୀ ଏବଂ ସବୁ କ୍ଷେତ୍ର ରେ ସଫଳ ହେବାକୁ ଚାହାନ୍ତି ତେବେ ଏହି ଉପାୟ ନିହାତି ଥରେ କରନ୍ତୁ।

ଦେଖିବେ ଏହି ଉପାୟ କରିବାର ମାତ୍ରା ଏକ ଦିନରୁ ଦୁଇ ଦିନ ଭିତରେ ସବୁ କାର୍ଯ୍ୟ ସଫଳ ହେବାରେ ଲାଗିବ। ଏହି ଉପାୟ କଲେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ପଡିବା ସହିତ ସବୁ କାର୍ଯ୍ୟ ରେ ଆପେ ଆପେ ସୁଫଳ ମିଳିବାକୁ ଆରମ୍ଭ ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଏହି ଉପୟା ଟି ଅତ୍ୟନ୍ତ ସରଳ ଓ ସହଜ ଉପାୟ ଅଟେ ଯାହାକୁ କି ଆପଣ ମାନେ ରବିବାର ଦିନ କରିବା ଶୁଭ ହୋଇଥାଏ ।ତେବେ ଏହି ଦିନ କରନ୍ତୁ ଏହି ସବୁ କାର୍ଯ୍ୟ ଯାହା କରିବା ଦ୍ବାରା ଆପଣ ଙ୍କ ଘରେ ସୁଖ ସମୃଦ୍ଧି ଆସିବା ସହ ଆପଣ ଙ୍କୁ ଧନ ସମ୍ପତ୍ତି ପ୍ରାପ୍ତ ହେବ ଓ ଘରର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ ।

୧.ରବିବାର ଦିନ ସକାଳେ ଗାଧେଇ ସାରି ଏହି ମନ୍ତ୍ର ଟୀକୁ ଧ୍ୟାନ କରି ୧୧ ଥର ଜୋପ କରନ୍ତୁ ।ଏପରି କରିବା ର ବହୁତ କମ ଦିନରେ ଆପଣଙ୍କ ଘରେ ଧନ ସମ୍ପତ୍ତି ର ଅଭାବ ଦୂର ହୋଇଯିବ ।ତେବେ ମନ୍ତ୍ର ଟି ହେଉଛି “ଓଁ ସୂର୍ଯ୍ୟାୟ ନମଃ”.।

୨.ରବିବାର ଦିନ ସୂର୍ଯ୍ୟ ଦେବତା ଙ୍କୁ ପାଣି ଚଢେଇବା ମଧ୍ୟ ଆମ ଘର ପାଇଁ ଶୁଭ ହୋଇଥାଏ ।ଏପରି କରିବା ଦ୍ବାରା ଘରେ ସମସ୍ତ ସମସ୍ୟା ଦୂର ହୋଇଯିବ ଓ ଘରେ ସୁଖ ସମୃଦ୍ଧି ଆସିବ।

୩.ତୃତୀୟ ଉପାୟ ଟି ହେଉଛି ଏହା ଯେ ,ପ୍ରତି ରବିବାର ଦିନ ଆପଣ ଗାଈ ଗୋରୁ ଙ୍କ ମୁଣ୍ଡ ରେ କୁମକୁମ ର ଟୀକା ଦିଅନ୍ତୁ। ଏହା ଘର କୁ ଧନ ଆଗମନ ହେବା ସମ୍ଭାବନା ପ୍ରସ୍ତୁତ କରିଥାନ୍ତି। ଏହି ସବୁ ଉପାୟ କରିବା ଦ୍ବାରା ଆପଣ ଙ୍କର ସମସ୍ତ ସମସ୍ୟା ର ସମାଧାନ ହେବା ସହ ଘରେ ଧନ ସମ୍ପତ୍ତି ର ଅଭାବ ଦେଖାଯାଏ ନାହିଁ ।ଏହି ଉପାୟ ଦ୍ୱାରା ସମସ୍ତ ଗ୍ରହ ଓ ନକ୍ଷତ୍ର ମଧ୍ୟ ଶାନ୍ତ ହୋଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।