ସମୁଦ୍ର କୂଳରେ ଅଭିନେତ୍ରୀ ଅଦା ଶର୍ମାଙ୍କ ବ୍ୟାୟାମ ଓ ଅଦ୍ଭୁତ ଡିଆଁ ମରା ଦେଖି ଆପଣ ଚକିତ ହେବେ… VIDEO ହେଲା ଭାଇରାଲ୍…..

0

ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଭଲ ରେ ଖୁସି ରେ ରହିବାକୁ ସମୟ ପାଉ ନାହାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ , ଗୀତ , ନାଚ ର ବହୁତ ଲୋକପ୍ରିୟତା ରହିଛି।

ସୋସିଆଲ ମିଡ଼ିଆରେ ମନୋରଞ୍ଜନ ଖବର ସହ ଆଜି କାଲି କିଏ ବା ନ ଜଡ଼ିତ। ହେଲେ ସେଲିବ୍ରିଟି ଙ୍କ ଜୀବନ ଶୈଳୀ ଟିକେ ଅଲଗା। ତେବେ ସେମାନଙ୍କ ଅଭିନୟ ଯୋଗୁଁ ଆପଣ ତାଙ୍କୁ ଭଲ ପାଇଥାନ୍ତି। ହେଲେ ସେମାନଙ୍କ ଜୀବନ ଶୈଳୀ ବିଷୟ ରେ ଆପଣ ଙ୍କୁ ବହୁତ୍ କମ ଜଣା ଅଛି। ଏମାନେ ଅଭିନୟ ହେଉ କି ବୋଲ୍ଡ ଅନ୍ଦାଜ ପାଇଁ ହେଉ ସବୁବେଳେ ବେଶ୍ ଚର୍ଚ୍ଚା ରେ ଥାନ୍ତି।

ସେଥି ପାଇଁ କୁହାଯାଏ ଯେ ବଲିଉଡ୍ ରେ ଏମିତି କିଛି ରହସ୍ୟ ଭରି ରହିଛି ଯାହା ଦର୍ଶକ ଙ୍କ ମନ ରେ ଜାଣିବା ର ଆଗ୍ରହ ସୃଷ୍ଟି କରିଥାଏ। ତେବେ ଆଜି ଆମେ ଆପଣଙ୍କୁ ସୁନ୍ଦରୀ ଓ ଚୁଲ୍ ବୁଲି ନାୟିକା ଆଦା ଶର୍ମା ଙ୍କ ବିଷୟରେ କିଛି ଜଣାଇବୁ।

ଆଦା ଶର୍ମା ସିନେମା ଜଗତ ସହିତ ଜଡ଼ିତ ଥିବା ବେଳେ ସୋସିଆଲ ମିଡିଆ ସହ ବେଶ୍ ଅକ୍ଟିଭେ ରହି ଥାନ୍ତି। ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଫୋଟୋ ଓ ଭିଡ଼ିଓ ଦର୍ଶକ ଙ୍କ ସହ ସେୟାର କରି ଥାନ୍ତି। ଏକ ଭିନ୍ନ ଅନ୍ଦାଜ ପାଇଁ ସୋସିଆଲ ମିଡ଼ିଆ ସବୁବେଳେ ନଜର ଆସିଥାନ୍ତି। ନିକଟ ରେ ସେହି ଭଳି ନିଜର ଏକ ଭିଡିଓ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରେ ସେୟାର କରି ଥିଲେ।

ତେବେ ସେହି ଭିଡ଼ିଓ ରେ ଆଦା ଶର୍ମା ଶାଢ଼ୀ ପିନ୍ଧି କର୍ତ୍ ହୁଇଲ କରୁଥିବାର ଦେଖି ବାକୁ ମିଳିଛି। ତେଣୁ ତାଙ୍କୁ ଅଭିନୟ ପାଇଁ ହେଉ କି ପ୍ରେମ କାହାଣୀ ପାଇଁ ହେଉ କିମ୍ବା କାହାକୁ ଡେଟ୍ ପାଇଁ ହେଉ ସବୁଥିରେ ତାଙ୍କୁ ଏକ ନିଆରା ଅନ୍ଦାଜ ରେ ପାଇଥାନ୍ତି।

ତେବେ ଭିଡିଓ ଟି ସୋସିଆଲ ମିଡିଆରେ ସେୟାର କରିବା ପରେ ବେଶ୍ ଚର୍ଚ୍ଚା ରେ ଆସିଛନ୍ତି ସେ। ତାଙ୍କ ଫ୍ୟାନ ମାନେ ତାଙ୍କୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଅଭିନେତ୍ରୀ ଙ୍କ ଏହି ଭିଡ଼ିଓ ରେ ଖୁବ୍ କମେନ୍ଟ କରି ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖି ଥିବାର ଦେଖି ବାକୁ ମିଳିଛି। ଏହି ଭିଡ଼ିଓ ରେ ଶାଢ଼ୀ ପିନ୍ଧି ଅଦା ଶର୍ମା ଙ୍କ ନୂଆ ଅନ୍ଦାଜ୍ ଦର୍ଶକ ଙ୍କୁ ଆଶ୍ଚର୍ଯ୍ୟ କରାଇଛି। ଏଥିରେ ସେ ବହୁତ୍ ହଟ୍ ଲଗୁଛନ୍ତି। ତାଙ୍କ ଏପରି ଏକ ଲୁକ୍ ରେ ତାଙ୍କ ଫ୍ୟାନ ମାନେ ଦେଖି ବାକୁ ପାଇଛନ୍ତି ଓ ଏହି ଲୁକ ଟି ସବୁ ପ୍ରଶଂସକ ମାନଙ୍କୁ ଖୁସି କରାଇଚି। ସେ ତାଙ୍କ ଅଭିନୟ ପାଇଁ ଅନେକ ଫିଲ୍ମ୍ ରେ ପ୍ରଶଂସା ପାଇଛନ୍ତି।

ସୁନ୍ଦରତା ପାଇଁ ମଧ୍ୟ ସେ ବେଶ୍ ଚର୍ଚ୍ଚା ରେ । ସୁନ୍ଦରତା ରେ ସେ କାହାରି ଠୁ କମ୍ ନୁହନ୍ତି। ତେବେ ଛୋଟ ଛୋଟ ଫିଲ୍ମ୍ ମଧ୍ୟ କରୁଛନ୍ତି, ଚୂଲ୍ ବୁଲି ନାୟିକା ବେଶ୍ ଚର୍ଚ୍ଚା ରେ ଆସିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।