ଦେଖନ୍ତୁ ଭିଡିଓ – ସାଙ୍ଗ ଘରକୁ ଯିବ ବାହାନା କରି ଜଙ୍ଗଲରେ ଯାଇ ରୋମାନ୍ସ କରୁଥିଲେ ଗାଁ ଲୋକମାନେ ଧରି ଭିଡିଓ ଭାଇରାଲ୍ କରିଲେ ସୋସିଆଲ୍ ମିଡିଆରେ…

0

ଏବେ ତ ସମାଜ ରେ ସବୁବେଳେ ସେଇ ଗୋଟିଏ କଥା ଲୋକ ଙ୍କ ମୁହଁ ରେ ଚର୍ଚ୍ଚା ର ବିଷୟ ପାଲଟୁଛି ଏବଂ ଆଜି କାଲି ସେହି କେସ୍ ରେ ଆମ ଦେଶ ବି ଉଠୁଛି ପଡୁଛି ବି। ତେବେ ସେହି କେସ୍ ଟି କଣ, “ନାରୀ ଦୁଷ୍କର୍ମ”। ତେବେ ଏହି ଗୋଟିଏ କାମ ଯାହାକି ଆମ ଦେଶରେ ବହୁ ଚର୍ଚ୍ଚା ର ବିଷୟ ପାଲଟିଛି, ଏହା ପାଇଁ ଅନେକ ଲୋକ ଙ୍କ ମୁହଁ ରୁ ହସ ହଜିଯାଇଛି ଏବଂ ଏହା ପାଇଁ ହଜାର ହଜାର ଝିଅ ମାନଙ୍କ ର ଇଜ୍ଜତ୍ ଲୁଟ୍ ହେଉଛି ଏବଂ ହଜାର ହଜାର ଝିଅ ଭବିଷ୍ୟତ ନଷ୍ଟ ହେଉଛି ଏବଂ ଜୀବନ ମଧ୍ୟ ଯାଉଛି।

ଆଜି କାଲି ର ଦୁନିଆରେ ଲୋକ ମାନେ ଆଉ ମଣିଷ ହୋଇ ନାହାଁନ୍ତି ପଶୁ ପାଲଟି ଗଲେଣି।ଆମେ ମାନେ ତ ସମସ୍ତେ ଶୁଣି ପାରୁଥିବା କି କିପରି ଭାବରେ ଆମ ଦେଶରେ ଝିଅ ମାନଙ୍କ ଦିନ କୁ ଦିନ ଇଜ୍ଜତ୍ ଲୁଟ୍, ସେମାନଙ୍କ ଦୁଷ୍କର୍ମ ଆଦି ଘଟଣା ବଢିବାରେ ଲାଗିଛି। ପ୍ରତିଦିନ ତ ସୋସିଆଲ୍ ମିଡିଆ ରେ ଏହି ପରି ହଜାର ହଜାର ଫଟୋ, ପୋଷ୍ଟ ଏବଂ ଭିଡିଓ ସବୁ ଦେଖିବାକୁ ମିଳୁଛି ।ଏବେ ବି ସୋସିଆଲ ମିଡ଼ିଆ ରେ ସେହିପରି ଏକ ଭିଡିଓ ଭାଇରାଲ୍ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ସମ୍ପର୍କରେ।

ତେବେ ନୂଆ ବର୍ଷ ରେ ଦେଖିବାକୁ ମିଳିଛି , ପୁଣି ନୂଆ ଏକ ଘଟଣା । ତେବେ ଘଟଣା ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଘଟଣା ଟି ଦେଖିବାକୁ ମିଳିଛି କି ମୁଜାଫୁର ଜିଲ୍ଲା ରେ ଦେଖିବାକୁ ମିଲିଛି ଗୋଟେ ପୁଅ ଓ ଝିଅ ଜଙ୍ଗଲ ର ଏକ ଫାଙ୍କା ସ୍ଥାନ ରେ ବସିଥିବର୍ ଦେଖିବାକୁ ମିଳି ଥିଲା। କିନ୍ତୁ ସେହି ସମୟ୍ ରେ କିଛି ଲୋକ ଦେଖି ତାଙ୍କର ଭିଡିଓ ବନେଇ ବା ଆରମ୍ଭ କରି ଦେଇ ଥିଲେ। ତେବେ ସେମାନେ କଲେଜ ବାହାନା ରେ ଜଙ୍ଗଲ ରେ ଯାଇ ଥିଲେ। ତେବେ ସେମାନେ କିଛି କରି ନାହାନ୍ତି ଏହି କଥା ସେହି ଲୋକ ଙ୍କୁ ବହୁତ ବୁଝେଇବାକୁ ଚେଷ୍ଟା କରି ଥିଲେ ।

ତେବେ ଲୋକ ମାନେ ସେହି ଝିଅ କୁ ତାଙ୍କ ଘର ବାପା , ମା ଙ୍କ ନାମ ଆଦି ଅନେକ କିଛି ପ୍ରଶ୍ନ ପଚାରି ଥିଲେ।ତେବେ ସେହି ଲୋକ ମାନେ ସେମାନଙ୍କ ର ଭିଡିଓ କରୁ ଥିଲେ ଓ ଖରାପ ଭାଷା ରେ ଗାଳି ମଧ୍ୟ ଦେଉ ଥିଲେ। ତେବେ ସେହି ପୁଅ ଅ ଝିଅ ମାନେ ସେ ଲୋକ ମାନଂକୁ ହାତ ଯୋଡି କ୍ଷମା ମାଗୁ ଥୁଲେ ଓ ଭିଡିଓ ନ କରିବାକୁ ମଧ୍ଯ କହୁ ଥିଲେ ,କିନ୍ତୁ ସେହି ଲୋକ ମାନେ ଏମଙ୍କର୍ କୌଣସି କଥା ଶୁଣିବାକୁ ରାଜି ନ ଥିଲେ।

ତେବେ ଲୋକ ଙ୍କୁ ବୁଝେଇବା ଦରକାର ତାଙ୍କ ସହ ଖରାପ ବ୍ୟବହାର କରିବା ଉଚିତ ନୁହଁ। ତେବେ ଏଠାରେ ମଧ୍ଯ ସେହି ଲୋକ ମାନେ ଏମିତି କରି ନ ଥିଲେ। ଆଜି ର ଯୁବପିଢି ଅତି ଆଧୁନିକ ର ଶିକାର ହୋଇ ଏହି ସବୁ କାର୍ଯ୍ୟ କରୁଛନ୍ତି,ଯାହା ତାଙ୍କ ପାଇଁ ଆଉ ସମାଜ ପାଇଁ ବହୁତ କ୍ଷତିଜନକ। ତେବେ ଆଜି ର ଏହି ଯୁବପିଢି ମାନେ ନିଜ କଥା ଚିନ୍ତା ନ କରି ନିଜ ପରିବାର ର ସମ୍ମାନ କଥା ଚିନ୍ତା ନ କରି ଏହି ଭଳି ଭୁଲ କାମ କରିବାକୁ ଆଗେଇ ଆସୁଛନ୍ତି। ତେବେ ଆଜି ର ଯୁବପିଢି ଏଥି ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।