ହେ ପ୍ରଭୁ ! ସୁଡ଼ଙ୍ଗ ଭିତରୁ ଦେଖାଯାଉଛି ଶ୍ରୀମନ୍ଦିର , ବିଶ୍ୱାସ ନହେଲେ ବି ସତ୍ୟ । ଭଗବାନଙ୍କ ପ୍ରତି ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରିବେ

0

ସୁଡ଼ଙ୍ଗ ଦେଇ ସିଧାସଳଖ କରିପାରିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ , ବୋହୁ ପୁରୁଣା ଏହି ଗୁମ୍ଫା ରେ ରହିଛି ଅତ୍ୟନ୍ତ ଅଦ୍ଭୁତ ରହସ୍ୟ , ଜାଣି ରଖନ୍ତୁ :-ଯେହେତୁ ଆମ ପୃଥିବୀ ଟି ଏତେ ଛୋଟ ଗ୍ରହ ନୁହେଁ । କାରଣ ଏହା ୫ ଟି ମହାସାଗର ଏବଂ ୭ ଟି ମହାଦେଶକୁ ନେଇ ଗଠିତ ହୋଇଛି । ତେଣୁ ଏସବୁ ମହାଦେଶ ମଧ୍ୟରୁ ସବୁଠାରୁ ବଡ଼ ମହାଦେଶ ଏସିଆ ମହାଦେଶରେ ଭାରତ ଏକ ଏପରି ଦେଶ ଯାହାକି ତୃତୀୟ ବୃହତ୍ତମ ଦେଶ ଅଟେ ।

ତେଣୁ ଏତେ ବଡ଼ ଦେଶ ମଧ୍ୟରେ ଅନେକ ସ୍ଥାନ ଏପରି ନିଶ୍ଚିତ ଭାବରେ ରହିଥିବ ଯେଉଁ ସ୍ଥାନ ସମ୍ବନ୍ଧରେ କାହାକୁ ବି ଜଣା ନଥିବ । ପୁଣି କିଛି କିଛି ସ୍ଥାନ ନିହାତି ଅଦ୍ଭୁତ ହୋଇଥାଏ ଏବଂ ସେଠାରେ କିଛି ଏପରି ଘଟଣା ମଧ୍ୟ ଘଟିଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ।

ଆମ ରାଜ୍ୟରେ ମଧ୍ୟ ଏପରି ଏକ ସ୍ଥାନ ରହିଛି ଯାହା ସମ୍ବନ୍ଧରେ କାହାକୁ ବି ଜଣା ନଥିଲା । ମାତ୍ର ଏବେକାର ଦ୍ରୁତ ଗତିରେ ଚାଲୁଥିବା ମିଡ଼ିଆ ଯାହା ହେଉଛି ସୋସିଆଲ ମିଡ଼ିଆ ଏସବୁ ଘଟଣାକୁ ସମସ୍ତଙ୍କ ସାମ୍ନାକୁ ନେଇ ଆସିଛି । ଆଜିକାର ଏହି ଲେଖାରେ ଆମେ ମଧ୍ୟ ଆପଣଙ୍କୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ବିଷୟରେ କହିବୁ ଯେଉଁ ସ୍ଥାନରୁ ଏକ ସୁଡ଼ଙ୍ଗ ପୁରୀକୁ ଯାଇଛି । ତେବେ ସେହି ସ୍ଥାନ ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ

ଏହାତ ଆପଣ ମାନେ ଜାଣିଥିବେ ଯେ ଓଡ଼ିଶାରେ ଅନେକ ପାହାଡ଼ ରହିଛି ଯାହାକି ଅତି ପୁରା କାଳରୁ ରହି ଆସିଛି ଏବଂ ବର୍ତ୍ତମାନ ସମୟରେ ପର୍ଯ୍ୟଟନ ସ୍ଥଳୀ ହୋଇ ଯାଇଛି । କିନ୍ତୁ ସେହି ପାହାଡ଼ ମାନଙ୍କ ମଧ୍ୟରୁ କଟକର ବାଙ୍କି ରେ ଥିବା ଏକ ଅଦ୍ଭୁତ ପାହାଡ଼ ବିଷୟରେ ହୁଏତ ଖୁବ କମ ଲୋକ ଜାଣିଥିବେ । ଏହି ପାହାଡ଼ରେ ଏକ ସୁଡ଼ଙ୍ଗ ରହିଛି ଯାହାକି ଶ୍ରୀକ୍ଷେତ୍ର କୁ ଏକ ରାସ୍ତା ଅଟେ । ମାତ୍ର ଯେହେତୁ ପାଣ୍ଡବ ମାନେ ଏଠାରେ ରହୁଥିଲେ ତେଣୁ ଏହାର ନାମ ପାଣ୍ଡବଖରା ରହିଛି ।

ସେଠାକାର ଲୋକେ କହନ୍ତି ଯେ ତାଙ୍କ ପୂର୍ବପୁରୁଷ ମାନେ କହୁଥିଲେ ଯେ ପାଣ୍ଡବ ମାନେ ଅଜ୍ଞାତ ବାସ ସମୟରେ ଏହି ଗୁମ୍ଫାରେ ରହୁଥିଲେ । ତେବେ ଏହାକୁ ସେଠାରେ ଥିବା ପୁରୁଣା କାରୁକାର୍ଯ୍ୟ ପ୍ରମାଣ କରିଥାଏ । ସେହି ଗୁମ୍ଫାର ନାମ ହେଉଛି ଭାଲୁ ଗୁମ୍ଫା । ଯେଉଁଠାରେ ପାଣ୍ଡବ ମାନେ ରୋଷେଇ କରି ଖାଉଥିଲେ । ପୁଣି ପାଞ୍ଚଟି ସ୍ଥାନ ରହିଛି ଯେଉଁଠି ପାଣ୍ଡବ ମାନେ ଶୟନ କରୁଥିଲେ । ପୁଣି ଆଉ ଏକ ଗୁମ୍ଫାରେ ମଧ୍ୟ ପାଣ୍ଡବ ମାନେ ଅନ୍ୟ ଜଣେ ମୁନିଙ୍କ ସହିତ ସଶୟନ କରୁଥିଲେ ବୋଲି ସେଠାକାର ଲୋକ ମାନେ କହନ୍ତି ।

ତେବେ ସେହି ପାହାଡ଼ର ଗୁମ୍ଫା ମଧ୍ୟ ଦେଇ ଏକ ସୁଡ଼ଙ୍ଗ ରହିଛି ଯାହା ପୁରୀ , ଖଣ୍ଡଗିରୀ ପାହାଡ଼ ଏବଂ ଯାଜପୁର ଓଳାଶୁଣି କୁ ଯାଇଥାଏ । ଏହି ପାହାଡ଼ର ଉଚ୍ଚତା ଭୂମି ଠାରୁ ୩୭୦ ମିଟର ଉଚ୍ଚ ହୋଇଥାଏ । ତେଣୁ ଏହି ପାହାଡ଼ରୁ ଜଣେ ଚାହିଁଲେ ଶ୍ରୀକ୍ଷେତ୍ର , ଖଣ୍ଡଗିରୀ ପାହାଡ଼ ଏବଂ ଯାଜପୁରକୁ ଯାଇପାରିବେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।