Ollywood industry – ପ୍ରଥମ ଥର ପାଇଁ ସିନେମା ଜଗତରେ ପାଦ ରଖିଲେ ଓଲିଉଡ଼ ଅଭିନେତ୍ରୀ ଶିବାନୀଙ୍କ ସାନ ଭଉଣୀ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।

ତେବେ ଆପଣ ମାନେ ସମସ୍ତେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ବା ଚୁଲ୍ ବୁଲି ହିରୋଇନ୍ ଶିବାନୀ ଙ୍କୁ ଜାଣିଥିବେ । ତାଙ୍କ ପୁରା ନାଆ ହେଉଛି ଶିବାନୀ ସଙ୍ଗୀତା, ସେ ୨୦୦୧ ରେ ଜୁଲାଇ ମାସ ୧୨ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ। ତେବେ ତାଙ୍କ ପରିବାର ରେ ତାଙ୍କ ଛଡ଼ା ତାଙ୍କ ବାପା, ମାଆ ଏବଂ ତାଙ୍କ ର ଗୋଟେ ସାନ ଭଉଣୀ ମଧ୍ୟ ଅଛନ୍ତି । ଗତ କିଛି ମାସ ପୂର୍ବରୁ ଆମେ ତାଙ୍କ ସାନ ଭଉଣୀ ଙ୍କ ସହ କିଛି ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର କରି ଥିବାର ଦେଖିବାକୁ ପାଇଥିଲୁ।

ତେବେ ସେ ତାଙ୍କ ସାନ ଭଉଣୀ ଙ୍କ ଜନ୍ମ ଦିନରେ ତାଙ୍କ ସହ ବହୁତ୍ ସମୟ ବିତେଇ ତାଙ୍କ ସାନ ଭଉଣୀ ଙ୍କ ସହ ବହୁତ୍ ଗୁଡାଏ ଫୋଟୋ ମଧ୍ୟ ନେଇଥିଲେ, ଯାହା ଆମେ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିଲୁ। ଆପଣ ମାନେ ତାଙ୍କୁ ଛୋଟ ବେଳୁ ଟିଭି ପରଦା ରେ ଦେଖି ଆସୁଥିବେ । ସେ ସବୁବେଳେ ବହୁତ୍ ଚଳଚ୍ଚିତ୍ର ଗୁଡ଼ିକ ରେ କୁନି କଳାକାର ଭାବେ ଅଭିନୟ କରି ଆସୁଥିଲେ ଏବଂ ଆଜି ନିଜର ମନ ବଳ ଓ ନିଜର ଅକ୍ଲାନ୍ତ ପରିଶ୍ରମ ପାଇଁ ସେ ଏକ ଚର୍ଚ୍ଚିତ ଅଭିନେତ୍ରୀ ବା ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଆଗ ଧାଡ଼ି ର ହିରୋଇନ୍ ଭାବେ ପରିଚିତ ହୋଇଛନ୍ତି।

ସେ ତାଙ୍କର ମୁଖ୍ୟ ଚରିତ୍ର ଶ୍ରୀଦେବୀ ଫିଲ୍ମ୍ ରୁ ଆରମ୍ଭ କରିଥିଲେ, ଏବଂ ତାହା ବି ଓଡ଼ିଆ ଚଳଚ୍ଚିତ୍ର ର ସୁପର ଷ୍ଟାର୍ ବାବୁଶାନ୍ ଙ୍କ ସହ ଅଭିନୟ କରି ଏବଂ ସେହି ଫିଲ୍ମ ରୁ ସେ ମଧ୍ୟ ବହୁତ୍ ସଫଳତା ହାସଲ କରିଥିଲେ ଏବଂ ଲୋକ ମାନଙ୍କ ମନରେ ଭଲ ପାଇବା ସୃଷ୍ଟି କରିଥିଲେ ନିଜ ପ୍ରତି । ତେବେ ଆଜି ର ସମୟରେ ଶିବାନୀ ହେଉଛନ୍ତି ଏକ ଖୁବ୍ ଚର୍ଚ୍ଚିତ ଅଭିନେତ୍ରୀ ଯାହା ଙ୍କ ନାମ ପ୍ରତ୍ୟେକ ଓଡ଼ିଶା ବାସୀ ଙ୍କ ମୁହଁ ରେ ଆମେ ଶୁଣିବାକୁ ପାଇଛୁ ଏବଂ ସେ ନିଜର ନିଷ୍ଠା ଏବଂ କଳା ପ୍ରତି ଥିବା ତାଙ୍କ ର ଛୋଟ ବେଳୁ ସମ୍ମାନ ପାଇଁ ସେ ଆଜି ଏତେ ସଫଳତା ପାଇ ପାରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।