Ajira Anuchinta – ସ୍ବପ୍ନରେ ଦେଖୁଛନ୍ତି କି ଏହି ୮ଟି ଜିନିଷ : ତେବେ ଆପଣଙ୍କର ଖୋଲିଯିବ ଭାଗ୍ୟ ଜାଣନ୍ତୁ ସେସବୁ ଜିନିଷ କ’ଣ କ’ଣ

0

ବିଭିନ୍ନ ସମୟ ମଣିଷ ର ଜୀବନ ରେ ଘଟି ଥିବା ଘଟଣା ର ସୂଚନା ପୂର୍ବରୁ ମିଳି ଥାଏ । ନିଦ ରେ ଦେଖୁ ଥିବା ସ୍ବପ୍ନ ଏହି ସଂକେତ ଗୁଡିକ ର ମାଧ୍ୟମ ହୋଇ ଥାଏ । ଅନେକ ଲୋକ ମାନଙ୍କ ଜୀବନ ରେ ଘଟିଥିବା ଘଟଣା କୁ ସେମାନେ ପୂର୍ବରୁ ସ୍ବପ୍ନ ରେ ଦେଖି ଥାଆନ୍ତି । ଏମିତି କୁହା ଯାଇଥାଏ ଯେ ସ୍ବପ୍ନ ରେ ଦେଖି ଥିବା ଜିନିଷ ଯୋଗୁ ଧନ ର ବର୍ଷା ହୋଇ ଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟ ରେ –

1- ସ୍ବପ୍ନ ରେ ଭଗବାନ କୁ ଦେଖିବା , ଯଦି ସ୍ବପ୍ନ ରେ ଆପଣ ଭଗବାନ ଙ୍କୁ ଦେଖିଛନ୍ତି ତେବେ ଏହା ର ଅର୍ଥ ହେଲା ଆପଣ ଙ୍କୁ ବହୁତ୍ ଜଲ୍ଦୀ ପ୍ରସିଦ୍ଧି ମିଳିବା ପାଇଁ ଯାଉ ଅଛି ଏବଂ ଖୁବ୍ ଶୀଘ୍ର ଆପଣଙ୍କ ପାଇଁ ଧନ ର ଦ୍ଵାର ଖୋଲି ଯିବ ।

2- ନାଚୁ ଥିବା ଝିଅ ଦେଖିବା , ସ୍ବପ୍ନ ରେ ନାଚି ଥିବା ଝିଅ ଦେଖିବା ଅତ୍ୟନ୍ତ ଶୁଭ ହୋଇ ଥାଏ । ଏପରି କୁହା ଯାଏ ଯେ ସ୍ବପ୍ନ ରେ ନୃତ୍ୟ କରୁଥିବା ଝିଅ କୁ ଦେଖିବା ଅର୍ଥ ଖୁବ୍ ଶୀଘ୍ର ଆପଣଙ୍କ ସିନ୍ଦୁକ ରେ ପଇସା ଭରିଯିବ ।

3- ମାଛରଙ୍କା ଚଢ଼େଇ , ଯଦି ଆପଣ ସ୍ବପ୍ନ ରେ ମାଛରଙ୍କା ଚଢ଼େଇ ଦେଖୁଛନ୍ତି ତେବେ ବୁଝି ଯାନ୍ତୁ ଯେ ଆପଣ ଙ୍କ ଆଖି ର ସମସ୍ୟା ଦୂର ହୋଇ ଯିବ ।

4- ଗଣେଶ ଙ୍କ ବାହନ , ମୂଷା କୁ ଗଣେଶ ଙ୍କ ବାହନ ବୋଲି କୁହାଯାଏ । ସ୍ବପ୍ନ ରେ ମୂଷା ଦେଖିବା ଅର୍ଥ ଜାଣି ରଖନ୍ତୁ ଯେ ଆପଣ ବହୁତ୍ ଶୀଘ୍ର ମାଳମଲ୍ ହୋଇ ଯିବେ ।

5- କଦମ୍ବ ଫୁଲ , ହଳଦିଆ ବଲ ପରି ଦେଖା ଯାଉଥିବା କଦମ୍ବ ଫୁଲ ସ୍ବପ୍ନ ରେ ଦେଖିଲେ ଆପଣ ଙ୍କ ଭାଗ୍ୟ ଖୋଲି ଯାଇ ଥାଏ । ଏହା ଦେଖିବା ଦ୍ଵାରା ଆପଣ ଙ୍କ ହାତ କୁ ଟଙ୍କା ଆସିଥାଏ । ଆପଣ ଙ୍କୁ ସମାଜ ରେ ସମ୍ମାନ ପ୍ରାପ୍ତି ହେବ ।

6- ମହୁ ମାଛି , ଯଦି ଆପଣ ସ୍ବପ୍ନ ରେ ମହୁମାଛି ଦେଖୁଛନ୍ତି ତେବେ ବୁଝି ଜନ୍ତୁ ଯେ ଆପଣ ଙ୍କ ମୁଣ୍ଡ ରୁ ଧନ ସମସ୍ୟା ଦୂର ହେବ , ଏବଂ ଆପଣ ଙ୍କ ସ୍ବାସ୍ଥ୍ୟ ରେ ସୁଧାର ଆସିବ ।

7- ମୁଦି , ଯଦି ଆପଣ ସ୍ବପ୍ନ ରେ ମୁଦି ଦେଖୁଛନ୍ତି ତେବେ ଏହା ର ଅର୍ଥ ଆପଣ ଙ୍କୁ କେଉଁଠୁ ନା କେଉଁଠୁ ଧନ ପ୍ରାପ୍ତି ହେବ। ଆପଣ ଙ୍କୁ ପଇସା ମିଳିବ ।8- ଗାଈ , ଯଦି ଆପଣ ସ୍ବପ୍ନ ରେ ଗାଈ ଦେଖୁ ଅଛନ୍ତି କିମ୍ବା ଗାଈ ଆପଣ ଙ୍କ ସ୍ବପ୍ନ ରେ ନଜର ଆସୁଚି ତେବେ ଏହା ର ଅର୍ଥ ବହୁତ୍ ଜଲ୍ଦୀ ଆପଣ ଙ୍କ ହାତ କୁ ପଇସା ଆସିବାକୁ ଯାଉଚି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।