Life style – ବାଛନ୍ତୁ ଗୋଟିଏ ପ୍ରଜାପତି ଓ ଜାଣନ୍ତୁ ନିଜର ଭବିଷ୍ୟତ କ’ଣ ଘଟିବାକୁ ଯାଉଛି

0

ଆମ ସମସ୍ତଙ୍କ ଭିତରେ କିଛି ନା କିଛି ବିଶେଷତ୍ଵ ରହି ଥାଏ । ଏହା ସତ ଅଟେ ଯେ ଆମେ ଆମ ଭିତର ର ଅଭାବ କୁ ନିଜେ ଦେଖି ପାରି ଥାଉ କିମ୍ବା ଦୁନିଆ ଆମକୁ ଜଣାଇ ଦେଇ ଥାଏ । କିନ୍ତୁ ଯେତେବେଳେ କଥା ଆସିଥାଏ ଆମ ବିଶେଶ୍ୱତ୍ ଓ ଆମ ମଜ୍ବୁତ୍ ପଣ ତେବେ ଆମେ ସେମାନଙ୍କ ବିଷୟ ରେ ଶେଷ ପର୍ଯ୍ୟନ୍ତ ଜାଣି ପାରି ନ ଥାଉ । ବେଳେ ବେଳେ ଆମେ ଜୀବନ ର କଠୋର ନିଷ୍ପତି ନେଇ ପାରୁ ନାହିଁ କିନ୍ତୁ ବେଳେ ବେଳେ ଏମିତି ସମୟ ଆସି ଥାଏ ଆମେ ନିଷ୍ପତି ନେବା ପାଇଁ ଅସମର୍ଥ ହୋଇ ଥାଉ ।

ଏହି ପରି ସ୍ଥିତି ରେ ଏମିତି ଜରୁରୀ ଅଟେ କି ବ୍ୟକ୍ତି ଏହି କଥା ବିଷୟ ରେ ଆଗରୁ ଅବଗତ ହେଇ ଥାଉ କି ତାଙ୍କ ଭିତରେ କଣ କଣ ବିଶେଷ ଗୁଣ ଲୁଚି ରହିଛି ଓ ସମୟ ଆସିବା ବେଳେ ସେ କେଉଁ ରୂପ ରେ ବାହାରକୁ ଆସିବ । ତେବେ ଯଦି ଆପଣ ନିଜର ସେହି ବିଶେଷ ଗୁଣ କୁ ଜାଣିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇ ଥିବା ଆକୃତି ରୁ ଗୋଟିଏ ଆକୃତି କୁ ବାଛନ୍ତୁ ।

1- ଯଦି ଆପଣ ପ୍ରଥମ ଆକୃତି କୁ ବାଛି ଅଛନ୍ତି ତେବେ ଏଥିରୁ ଜଣା ଯାଏ ଯେ

ଆପଣ କିଛି ବି ନିର୍ଣ୍ଣୟ କୁ ସିଘ୍ରତର ସହ ନେଇ ଥାଆନ୍ତି । କିନ୍ତୁ ଆପଣ ଯେତେ ବି ନିଜ ବିଷୟ ରେ ଜାଣିଛନ୍ତି ତାହା ବହୁତ୍ ହିଁ କମ୍ ଅଟେ । ଏବେ ଆପଣ ଙ୍କୁ ସ୍ଵୟଂ ସହ ଜଡ଼ିତ ଅନେକ ବାସ୍ତବିକ୍ କଥା ଜାଣିବାର ଅଛି । ଆପଣ ଅନ୍ତର୍ଯ୍ୟାମୀ ଅଟନ୍ତି ଓ ଏହି କଥା ଜାଣିବା ଆପଣ ଙ୍କ ର ବାକି ରହିଛି ।

ଆପଣ ଙ୍କ ର ଷଷ୍ଠ ଇନ୍ଦ୍ରିୟ ଜାଗୃତ ଅଟନ୍ତି ଯିଏ ଆପଣ ଙ୍କ ର ଆସୁଥିବା କାଲି କୁ ନେଇ ଜାଗୃତ କରି ଥାଏ । ଆପଣ ଙ୍କୁ ଆପଣ ଙ୍କ ସ୍ବପ୍ନ କୁ ଗମ୍ଭୀର ଭାବେ ନେବାର ଅଛି । ଆପଣ ଯଦି କୌଣସି କଥା ରେ ସନ୍ଦେହ ରେ ଅଛନ୍ତି ତେବେ ସେହି କଥା ରେ ନିଶ୍ଚୟ ଭାବେ କ୍ଲିଅର୍ ହୁଅନ୍ତୁ ।

2- ଯଦି ଆପଣ ଦ୍ଵିତୀୟ ଆକୃତି ବାଛି ଅଛନ୍ତି ତେବେ ଏହା ର ଅର୍ଥ ଅଟେ ଯେ

ଆପଣ ଯେତିକି ଯେଉଁ ବିଷୟ ରେ ଚିନ୍ତା କରନ୍ତି ଲୋକ ମାନେ ସେତେ ଅଧିକ ଆପଣ ଙ୍କ ଉପରେ ପ୍ରଭାବିତ ହୋଇ ଥାଆନ୍ତି । ଏବେ ସମୟ ରହିଛି ଯେବେ ଆପଣ ନିଜକୁ ନିଜେ ଜାଣି ପାରିବେ ଓ ଏହା କୁ ନିଜର କରି ପାରିବେ । ଆପଣ ଙ୍କ ର ଜ୍ଞାନ ର ଲାଭ ପ୍ରାପ୍ତି କରିବାର ବହୁତ୍ ଲୋକ ଅଛନ୍ତି । ଆପଣ ଙ୍କ ର ନେତୃତ୍ୱ ନେବାର କାର୍ଯ୍ୟ ଅନ୍ୟ ଅପେକ୍ଷା ଆପଣ ଙ୍କୁ ଆହୁରି ମଜବୁତ୍ କରି ଥାଏ । ଓ ଏହି କଥା କୁ ଆପଣ ଙ୍କ ର ଜାଣିବା ର ଆବଶ୍ୟକତା ରହିଛି ।

3- ଯଦି ଆପଣ ତୃତୀୟ ପ୍ରଜାପତି ବାଛିଛନ୍ତି ତେବେ ଏହାର ଅର୍ଥ ହୋଇ ଥାଏ ଯଦି

ଆପଣ କିଛି ନିର୍ଣ୍ଣୟ ନେଇ ଥାଆନ୍ତି ଓ କାର୍ଯ୍ୟ କରି ଥାଆନ୍ତି ତେବେ ଏହା ଠାରୁ ଅଧିକ ଠିକ୍ କିଛି ହୋଇ ନଥାଏ। ତେଣୁ ଆପଣ ଙ୍କ ଦ୍ଵାରା କୌଣସି ବି ନିର୍ଣ୍ଣୟ ଭୁଲ୍ ହେବା ବହୁତ୍ କମ୍ ଦେଖା ଯାଇ ଥାଏ । ଯେବେ ଶିକ୍ଷା କିମ୍ବା ଅଧ୍ୟୟନ ର କୌଣସି ପରୀକ୍ଷା ର ସାମ୍ନା କରିବାକୁ ହୋଇ ଥାଏ ତେବେ ଆପଣ ସବୁଠୁ ଉତ୍ତମ ପ୍ରଦର୍ଶନ କରି ଥାଆନ୍ତି ଓ ଆପଣ ଙ୍କୁ କେହି ବି ସହଜ ରେ ହରାଇ ପାରନ୍ତି ନାହିଁ ଓ ଆପଣ ଙ୍କୁ ନୂଆ ନୂଆ କଥା ବା କାର୍ଯ୍ୟ ପ୍ରତି ଆଗ୍ରହୀ ହେବା ଆବଶ୍ୟକ ଏହା ଦ୍ଵାରା ଆପଣ ଙ୍କ ବ୍ୟକ୍ତିତ୍ୱ ରେ ଆହୁରି ଅଧିକ ବିକାଶ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।