ଆସିଲା ଭବିଷ୍ୟବାଣୀ କଳି ଯୁଗର ଅନ୍ତ ସମୟରେ ମାଲକାନଗିରି ରେ ଘଟିବ ଏହି ସବୁ ଆଶ୍ଚର୍ଯ୍ୟ ଜନକ ଘଟଣା ଜାଣନ୍ତୁ କଣ ରହିଛି ମାଳିକା ର ଭବିଷ୍ୟବାଣୀ….

0

କେବେକେବେ ଆମେ ଆମ ସମାଜରେ ଘଟୁଥିବା ଘଟଣା ଗୁଡିକୁ ପୂର୍ବ କାଳରେ ହୋଇଥିଲା ଘଟଣା ସହ ତୁଳନା କରିଥାଉ । ଏବଂ ଯେଉଁ ସବୁ ଘଟଣା ଏବେ ଘଟୁଛି ବା ଭବିଷ୍ୟତ ରେ ହେବାକୁ ଯାଉଛି ତାହା ପୂର୍ବରୁ କେହି ନା କେହି ଜ୍ଞାନି ଲୋକ କହିଥିବାର ଆମେ ବିଶ୍ୱାସ କରିଥାଉ । ଯେମିତି କି , ଏହି କରନା ଭୁତାଣୁ ସାରା ଦେଶରେ ଆସିବା ପରେ ଆମେ ଜାଣିପାରିଲୁ ଯେ ଏହା ଆମ ମାଳିକା ରେ ପୂର୍ବରୁ ଲିଖିତ ଥିଲା ମାତ୍ର ଏହା ଉପରେ କାହାର ଧ୍ୟାନ ନଥିଲା ।ସେହି ପରି ଆମେ ଆଜି ଆପଣଙ୍କୁ ଜଣେଇବୁ କି ବିଗତ ୫୦ ବର୍ଷ ଧରି ପଞ୍ଚଶଖା କଣ ସବୁ କହିଥିଲେ ଆମ ରାଜ୍ୟ ମାନଙ୍କ ଉପରେ ।

ପ୍ରାୟ ୫୦ ବର୍ଷ ପୂର୍ବରୁ , ପଞ୍ଚସଖା ମାନେ ଆମର କେତେକ ରାଜ୍ୟ ମାନଙ୍କ ଉପରେ କିଛି ଭବିଷ୍ୟବାଣୀ କରିଥିଲେ ଯାହାକି ଏବେ ସତ୍ୟ ହେଉଛି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ। ପାଞ୍ଚସଖା ଙ୍କ ର ଏହି ଭବିଷ୍ୟବାଣୀ କେବଳ ଓଡ଼ିଶାର ନୁହଁ ବରଂ ସାରା ପୃଥିବୀ ବୋଲି କୁହାଯାଏ । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମାଳିକା ବଚନ ଟି ଆମ ମାନଙ୍କ ପାଇଁ ଏକ ସତର୍କ ସୂଚନା ଅଟେ ଯାହାକି ଆମ ପୂର୍ବ ପୁରୁଷ ମାନେ ଆମକୁ ସୁଚନା ଦେଇଛନ୍ତି ।

ଏହି ମାଳିକା ବଚନରେ ପଞ୍ଚସଖା ମାନେ କଳି ଯୁଗରେ ଓଡ଼ିଶାର ମାଲକାନଗିରି ଉପରେ କହିଛନ୍ତି ଯେ,ମାଲକାନଗିରି ରେ ମାତା ଭ୍ୟରର୍ବୀ ନିଜର ଅବସ୍ଥାନ କରିବେ ।ମାତା ମାଲକାନଗିରି ର ଏହି ପାହାଡ଼ ପର୍ବତ ରେ ଆଚ୍ଛାଦିତ ଗଛଲତା ସହ ରହିବେ।ପଞ୍ଚସଖା କହିଛନ୍ତି ଯେ ସମସ୍ତ ଗିରି ବା ପର୍ବତ ମଧ୍ୟରେ ଦେବୀ ଆସ୍ଥାନ କରିବେ ଏବଂ ଯେତେବେଳେ କଳି ଯୁଗ ର ଅନ୍ତ ହେବାକୁ ଆସୁଥିବ ସେତେବେଳେ ଦେବୀ ବାଘ ପିଠିରେ ବସି ବୁଲିବେ ଏବଂ ଭକ୍ତ ମାନଙ୍କୁ ସେ ତାଙ୍କର ଦର୍ଶନ ଦେବେ।

ମାଳିକା ଵଚନ ରେ ଅସଚ୍ୟୁତାନନ୍ଦ କହିଛନ୍ତି ଯେ,ଏହି ଓଡ଼ିଶା ଭୂମି ରେ ଥର କୁ ଥର ଭୂମିକମ୍ପ ହେବାକୁ ଯାଉଛି ଏବଂ ଏଥିରୁ ଆମକୁ ରକ୍ଷା କରିବେ ମାଲକାନଗିରି ର ପର୍ବତ ଶେଖରରେ ବସିଥିବା ଭଗବାନ ଶିବ ।ଯିଏକି ମାଲକାନଗିରି ରେ ମାଲିକେଶ୍ୱର ରୂପରେ ବିରାଜମାନ।ଆହୁରି କୁହାଯାଇଛି ଯେ,ମାଲକାନଗିରି ରେ ହିଂସାକାଣ୍ଡ ଓ ଗୁଣ୍ଡା ଗିରି ଧୀରେ ଧୀରେ ବଢ଼ିବାରେ ଲାଗିବ ।

ଲୋକମାନେ ବିଭିନ୍ନ ପ୍ରକାରର ହିଂସା କାଣ୍ଡ ରଚିବେ। ଲୋକମାନେ ପରସ୍ପର ର ଶତ୍ରୁ ପାଲଟି ଯିବେ , ଧର୍ମ ଅଧର୍ମ ମଧ୍ୟରେ ଥିବା ପାର୍ଥକ୍ୟ କୁ ସେମାନେ ଭୁଲି ଯିବେ ଏବଂ କରି ବସିବେ ଗୋଟିଏ ପରେ ଗୋଟିଏ ଭୁଲ ଏହି କଳି ଯୁଗରେ ଶେଷ ବେଳକୁ ।କିନ୍ତୁ ମାଲକାନଗିରି ର ପାହାଡ଼ ପର୍ବତ ମଧ୍ୟରେ ଅବସ୍ଥାନ କରିଥିବା ମାତା ଭୟୀରଭୀ ଓ ପ୍ରଭୁ ମାଲିକେଶ୍ୱର ମାଲକାନଗିରି ର ଲୋକମାନ ଙ୍କୁ ଏହି ସମୟରେ ଉଦ୍ଧାର କରିବେ ଓ ଇତିହାସ ରଚିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।