ଏହି ଯୁବକଜଣକ ଦେବୀଙ୍କୁ ନେଇ ଲେଖିଛି ଏମିତି ଅଶ୍ଳୀଳ କଥା, ଅଧକରୁ ଅଧକ ସେୟାର କରନ୍ତୁ

0

ଆମ ସମାଜରେ ଏବେ ଧୀରେ ଧୀରେ ଅସମାଜିକତା ତଥା ଅମାନବିକତା ର ପ୍ରଭାବ ବଢ଼ିବାରେ ଲାଗିଛି । ଆମେ କହିଛନ୍ତି ଯେ , ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା କରିବାର ତଥା ଜୀବନ ଯାପନ ପ୍ରଣାଳୀ ରେ ଉନ୍ନତି ଘଟିଛି ।କିନ୍ତୁ ଏହାର ବିପରୀତ ପଟ ଟୀକୁ ଦେଖିଲେ ଜଣା ଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି । ତେବେ ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଆମ ଦେଶର ଯୁବ ପିଢୀ ଏବେ ଆମ ସଂସ୍କୃତି ଓ ପରମ୍ପରା କୁ ଭୁଲିଯାଇ ଏମିତି ସବୁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ । ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ ଦେବା ଦେବୀ ଙ୍କୁ ନେଇ ମଧ୍ୟ ଅଶୀଳ ବ୍ୟବହାର କରିବାକୁ ପଚୁଉନାହଁନ୍ତି ।  ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଲଜ୍ୟାଜନକ ଘଟଣା ବିଷୟରେ ଆପଣଙ୍କୁ ଜାଣେଇବୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।


ଉଲେଖଯୋଗ୍ୟ ଯେ , କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ କଟକର ଜଣେ ଯୁବକ ନିଜର ଅଶୀଳ କାର୍ଯ୍ୟ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ମାତ୍ର ସେହି ବ୍ୟକ୍ତିଙ୍କର କାରନାମା ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇଦେବ ।ସୂଚନା ଅନୁସାରେ କଟକ ରେ ରାଜ କୁମାର ମଲ୍ଲିକ ନାମକ ଜଣେ ଯୁବକ ମା ଦୁର୍ଗା ଏବଂ ମା ଲକ୍ଷ୍ମୀ ଙ୍କ ଉପରେ ଅତ୍ୟନ୍ତ ଅଶୀଳ ଶବ୍ଦ ରେ ଫେସବୁକ ରେ ପୋଷ୍ଟ କରିଥିଲେ । ମା ଦୁର୍ଗା ଓ ମା ଲକ୍ଷ୍ମୀଙ୍କ ଉପରେ ସେ ଯେଉଁପରି ଅଶୀଳ ଶବ୍ଦ ର ବ୍ୟବହାର କରିଛନ୍ତି ତାହା ଆମେ ଆପଣଙ୍କୁ ଜଣେଇପାରିବୁ ନାହିଁ । ଖାଲି ଏତିକି ନୁହେଁ ବରଂ ଫେସବୁକ ରେ ଏହି ପୋଷ୍ଟ ମାଧ୍ୟମରେ ସେ ଜାତି ଜାତି ଭିତରେ ଏବଂ ଧର୍ମ ଧର୍ମ ଭିତରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି ।

ତେବେ ଚଳିତ ବର୍ଷ ଦୁର୍ଗା ପୂଜାର କିଛି ଫୋଟ ଏବଂ ପୂର୍ବ ବର୍ଷ ର ମା ଲକ୍ଷ୍ମୀଙ୍କର କିଛି ଫୋଟ କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ସେ ଅତ୍ୟନ୍ତ ଲଜ୍ୟା ଜନକ ତଥା ଅଶୀଳତା ଭାଷାରେ ଜାତିଆଣ ଓ ଧର୍ମ ସମ୍ପ୍ରଦାୟକ ଦଙ୍ଗା ସୃଷ୍ଟି କରିବା ଭଳି ବିବାଦୀୟ ପୋଷ୍ଟ କରିଛନ୍ତି ନିଜର ଫେସବୁକ ଆକାଉଣ୍ଟ ରେ । ରାଜ କୁମାର ମଲ୍ଲିକ ଙ୍କର ଏହି ପୋଷ୍ଟରେ ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ମତ ଦେଇଛନ୍ତି । ସେମାନଙ୍କ ମଧ୍ୟରେ କେତକ ଭଲ ମତ ଦେଇଥିବା ବେଳେ କେତେ ଜଣ ନେଗେଟିଭ ମତ ରଖିଛନ୍ତି ।


ତେବେ ଏନେଇ କଟକ ର ବିଭିନ୍ନ ପୋଲିସ ଷ୍ଟେସନରେ ଲୋକମାନେ ଅଭିଯୋଗ କରିବା ପରେ ପୋଲିସ କ୍ୟାଣ୍ଟିନମେଣ୍ଟ ଥାନାରେ ତାଙ୍କ ଉପରେ ତଥା ସେହି ପୋଷ୍ଟରେ ଅଶୀଳ ମତ ଦେଇଥିବା ବ୍ୟକ୍ତି ମାନଙ୍କ ଉପରେ ଏକ ମାମଲା ରୁଜ୍ଜୁ କରାଯାଇ ସେମାନଙ୍କୁ କଠିନ ରୁ କଠିନ ଶାସ୍ତି ଦେବାକୁ ଦାବି କରିଛନ୍ତି ସାଧାରଣ ଲୋକେ । ତେବେ ବର୍ତ୍ତମାନ ସେହି ବ୍ୟକ୍ତିମାନଙ୍କ  ବିରୋଧରେ ଆଇ ପି ସିର ୧୫୩-କ,୨୯୨-କ,୨୯୫-କ,୫୦୫ଓ ୧୨୦-ଵି ଧାରା ଓ ୬୭ଆଇ ଟି ଆକ୍ଟରେ ମାମଲା ରୁଜୁ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । Inspire Post From –odia scraps