ଦେଖନ୍ତୁ ଭିଡିଓ – ବାଲେଶ୍ଵର ରେ କଲେଜ ଛାତ୍ରୀ ଙ୍କ ଲଜ୍ଜ୍ୟାଜନକ ଅଶ୍ଲୀଳ ଭିଡ଼ିଓ ଭାଇରଲ କଲେ ସ୍ଥାନୀୟ ଯୁବକ ମାନେ

0

ଆଜିର ଏହି ସମାଜ ଯେତେ ମାତ୍ରା ରେ ଶିକ୍ଷିତ ହେଉଛି ସେତେ ମାତ୍ରା ରେ କଳୁଷିତ ହେବାକୁ ଲାଗିଛି। ଏବଂ ଧୀରେ ଧୀରେ କରି ଏହି ସମାଜ ରେ ଦୁଷ୍କର୍ମ ନାମକ ରୋଗ ସଂକ୍ରମଣ ବଢିବାକୁ ଲାଗିଛି। ରାତି ପାହିଲେ ଖବର କାଗଜ ରେ ଆପଣ ମାନେ ଶହ ଶହ ମାତ୍ରା ରେ ଦୁଷ୍କର୍ମ ର ଖବର ଦେଖିବା ପାଇଁ ପାଉଥିବେ। ଖବର କାଗଜ ର ପୃଷ୍ଠା କେବଳ ପୀଡିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେବାକୁ ଲାଗିଛି।

ବେଳେବେଳେ କେଉଁଠି ମହମ ବତୀ ଧରି ଶୋଭାଯାତ୍ରା କରି ଅନ୍ୟାୟ ବିରୋଧ ରେ ସ୍ୱର ଉଠୁଅଛି ,କିନ୍ତୁ ସମୟ ଚକ୍ର ରେ ତାହା ମଧ୍ଯ ମଳିନ ପଡିଯାଉଛି ଏବଂ ମିଛ ସତ ର ସାବୁନ ରେ ଗାଧୋଇ ପଡୁଛି ସୈତାନ। ଦୁଷ୍କର୍ମ ର ଶିକାର ହୋଇଥିବା ପୀଡିତା କୁ ନ୍ୟାୟ ପାଇବା ର ଆଶା ଏବଂ ସମାଜ ର କଟୁ କଥା ର ଦମ୍ଭ ପ୍ରତିଦିନ ତାକୁ ଏକ ଅଭିଶପ୍ତ ଜୀବନ ଜୀଇଁବା ପାଇଁ ବାଧ୍ଯ କରେ।

ଆପଣ ମାନେ ଥରୁଟିଏ ଚିନ୍ତା କରନ୍ତୁ ଏସବୁ କଣ ପାଇଁ ଏବଂ ଏଥିପାଇଁ ଦାୟୀ କିଏ। ପ୍ରତିଦିନ ଖବର କାଗଜ,ଗଣ ମାଧ୍ଯମ ର ଶିରୋନାମା ଭାବରେ ଏଭଳି ଖବର ମୁଖ୍ଯ ଭାବରେ ପରି ଚିତ୍ରଣ ହେଉଛି। ଏହା ସମାଜ ର କିଭଳି ହୀନ ମାନସିକତା କୁ ପ୍ରମାଣ କରୁଛି ତାହା ସ୍ପଷ୍ଟ ରୂପରେ ବାରି ହେଉଛି। ସମାଜ ରେ ମହିଳା ମାନଙ୍କୁ ଏଭଳି ଦୁର୍ବ୍ଯବହାର ଓ ଦୁଷ୍କର୍ମ କୁ ନେଇ ତୁମ୍ଭି ତୋଫାନ ଚାଲିଥିବା ବେଳେ ଏହାକୁ ନେଇ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଏତେସବୁ ପରେ ମଧ୍ଯ ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବା ସୈତାନ ସୁଧୁରୁନାହିଁ। କେତେବେଳେ ନିଜର କାମନା ବାସନା କୁ ପୂର୍ଣ୍ଣ କରିବା ପାଇଁ ଏଭଳି ନିନ୍ଦନୀୟ ଘଟଣା ଘଟାଇଥାଏ ତ କେତେବେଳେ ନିଜର ସ୍ୱାର୍ଥ କୁ ପୁରଣ କରିବା ପାଇଁ ପ୍ରତିଶୋଧ ପରାୟଣ ହୋଇ ମଣିଷ ଏଭଳି ନିନ୍ଦନୀୟ କାର୍ଯ୍ୟ କରିଥାଏ।

ତେବେ ଏହିଭଳି ଏକ ଅପ୍ରୀତିକର ଏବଂ ନିନ୍ଦନୀୟ ଘଟଣା ଏବେ ନିକଟରେ ଘଟିଛି,ଏପରି ଏକ ଘଟଣା ଯାହାକି ସମସ୍ତଙ୍କୁ ଲଜ୍ଜିତ କରୁଛି ଏବଂ ସ୍ପଷ୍ଟ ଭାବରେ ସୂଚେଇ ଦେଉଛି ଯେ କିଭଳି ଭାବରେ ଜଣେ ପ୍ରେମିକ ନିଜର ସ୍ୱାର୍ଥ କୁ ପୂରଣ କରିବା ପାଇଁ ପ୍ରତିଶୋଧ ପରାୟଣ ହୋଇ କିପରି ନିଜ ସାଙ୍ଗ ମାନଙ୍କ ସହିତ ମିଶି ନିଜର ପ୍ରେମିକା କୁ ବଳତ୍କାର କରିଛି। ଆଜିକାଲି ର ଯୁବ ପିଢି ମାନେ ପ୍ରେମ କୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।

ଯାହାଦ୍ବାରା ସେମାନେ ପ୍ରତି ପାହାଚ ରେ ଅପଦସ୍ତ ହେଉଛନ୍ତି ଏବଂ ଅପମାନ ଜନିତ କାର୍ଯ୍ୟ କରୁଛନ୍ତି ଏବଂ ଅପମାନ ଜନିତ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଗତ ଅଗଷ୍ଟ ୨୦୨୦ ରେ ଏଭଳି ଏକ ଘଟଣା ହାଇଦ୍ରାବାଦ ର ପ୍ରକାଶନ ଅଞ୍ଚଳ ରେ ଘଟିଛି। ଜଣେ ପ୍ରେମିକ ତାର ପୂର୍ବ ରାଗର ପ୍ରତିଶୋଧ ନେବାକୁ ଯାଇ ତାର ପ୍ରେମିକା କୁ ଏକ ନିଛାଟିଆ ପାହାଡିଆ ଅଞ୍ଚଳ କୁ ନେଇ ପୂର୍ବ ଯୋଜନା ଅନୁସାରେ ଦୁଇଜଣ ସାଙ୍ଗ ମିଶି ବଳତ୍କାର କରିଥିଲେ ଏବଂ ଏହାର ଭିଡିଓ ଭାଇରାଲ କରିଥିଲେ ଏବଂ ଏହା ପରେ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।