ଗାଧୋଇବା ପୂର୍ବରୁ ସାମ୍ପୁରେ ରେ ଏହି ଜିନିଷ ମିଶାନ୍ତୁ କେଶ ଲମ୍ବା , ଘନ କଳା ଓ 4 ଗୁଣ ଶୀଘ୍ର ମୋଟା ହୋଇଯିବ |

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।

ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।

କିନ୍ତୁ ବର୍ତ୍ତମାନ ପ୍ରାୟ କେଶ ଝଡ଼ିବା , ପତଳା ହୋଇଯିବା ଏବଂ ବଡ଼ ସମସ୍ୟା ହୋଇଯାଇଛି ।ଯାହା ଉଭୟ ପୁରୁଷ ଏବଂ ମହିଳା ଙ୍କ ପାଖରେ ଦେଖାଯାଉଛି। କିନ୍ତୁ ମହିଳା ମାନେ ଏଥିପାଇଁ ଅଧିକ ଚିନ୍ତା ରେ ରହିଥାନ୍ତି ।କାରଣ ଜଣେ ମହିଳାଙ୍କ ର ସୁନ୍ଦରତା ତାଙ୍କର କେଶ ଉପରେ ନିର୍ଭର କରିଥାଏ ।କିନ୍ତୁ କେଶ ଝଡ଼ିବା କୁ ନିୟନ୍ତ୍ରଣ କରିବା ପାଇଁ ଆପଣ ମାର୍କେଟ ରେ ମିଳୁଥିବା କସମେଟିକ ବ୍ୟବହାର କରନ୍ତୁ ନାହିଁ ଏହା ସବୁବେଳେ ଲାଭବାନ ହୋଇନଥାଏ ।

ତେଣୁ ଆମେ ଆଜି ଏମିତି ଏକ ଉପାୟ କହିବୁ ଯାହାକି ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା କୁ ଦୂର କରିଦେବ ।ତେବେ ଏହା ଲାଗି ଆପଣ କେବଳ ବ୍ୟବହାର କରୁଥିବା ସାମ୍ପୁ ରେ ଏହି ତିନୋଟି ଜିନିଷ ମିଶାନ୍ତୁ ।ତା ପରେ ଦେଖିବେ ଆପଣ ଙ୍କର କେଶ ଲମ୍ବା ,ଘନ ଓ ସୁନ୍ଦର ହୋଇଯିବ ।

ଆବଶ୍ୟକ ସାମଗ୍ରୀ:-

୧.ବ୍ୟବହାର କରୁଥିବା ସାମ୍ପୁ
୨.ଚିନି ପାଉଡର
୩.ଆଲବେରା ଜେଲ
୪.ଭିଟାମିନ E କ୍ୟାପସୁଲ

ପ୍ରସ୍ତୁତ ପ୍ରଣାଳୀ:-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା କୁ ଆପଣ ପ୍ରଥମେ ଏକ ପାତ୍ର ନିଅନ୍ତୁ ସେଥିରେ ବ୍ୟବହାର କରୁଥିବା ସାମ୍ପୁ ନିଅନ୍ତୁ ଏବଂ ସେଥିରେ ହାପ୍ ଚାମଚ ଚିନି ପାଉଡର , ଏକ ଚାମଚ ଆଲବେରା ଜେଲ ଏବଂ ଗୋଟିଏ ଭିଟାମିନ E କ୍ୟାପସୁଲ ନିଅନ୍ତୁ। ଓ ସବୁକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ।

ବ୍ୟବହାର କିପରି କରିବେ:-

ଏହାର ବ୍ୟବହାର ବହୁତ ସହଜ ଅଟେ। ଯେମିତି ଆପଣ ନରମାଲ ସାମ୍ପୁ କରନ୍ତି ଆପଣ ବାଳ ରେ ସେହିପରି କରିପାରିବେ ।କିନ୍ତୁ ଏହି ରିମେଡି କୁ ଆପଣ ପୁରା କେଶ ର ମୂଳ ଠାରୁ ଆଗ ପର୍ଯ୍ୟନ୍ତ ଭଲଭାବରେ ଲଗାନ୍ତୁ ଓ ମାସାଜ କରି ଏହାକୁ ୫-୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦେବେ ।ତା ପରେ ପାଣି ରେ କେଶ ଧୋଇନେବେ ।ଏହି ପରି ସପ୍ତାହ ରେ ଦୁଇ ଥର କରନ୍ତୁ ।ମାତ୍ର ଗୋଟିଏ ମାସ ମଧ୍ୟରେ ଆପଣ ଙ୍କର କେଶ ଲମ୍ବା ,ଘନ ,କଳା ଓ ସୁନ୍ଦର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।