ଦେଖନ୍ତୁ ଭିଡ଼ିଓ – ସ୍ୱାମୀ ସ୍ତ୍ରୀ ଙ୍କ ଆଶ୍ଚର୍ଯ୍ୟକର ଦୃଶ୍ୟ ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ…

0

ସତରେ ଏ ବିଧି ର ବିଧାନ କେତେ ବିଚିତ୍ର,ବିଧି ର ବିଧାନ କୁ ବୁଝିବା ବି ବହୁତ୍ କଷ୍ଟକର । ସମୟ ର କାଳ ଚକ୍ର ରେ କେତେବେଳେ କାହା ସହ କଣ ଘଟିବ କେହି ବି ଜାଣନ୍ତିନି । ତେବେ ଯେତେବେଳେ କୌଣସି କାରଣରୁ ଦୁଇ ଟି ସୁନ୍ଦର୍ ହୃଦୟ ଅଲଗା ହୋଇ ଯାଏ, ସେତେବେଳେ ମଣିଷ ବୁଝି ପାରେ ସମ୍ପର୍କ ର ମୂଲ୍ୟ ଓ ସମ୍ପର୍କ ର ମହତ୍ୱକୁ ,ଆଉ ସେହି ସତ୍ୟକୁ ଏତେ ଶୀଘ୍ର ବିଶ୍ୱାସ ବି କରି ପାରେନା । ତେବେ ସତରେ କଣ ଏମିତି ହୋଇପାରେ ।

ଏହି ସ୍ବାର୍ଥ ପୂର୍ଣ୍ଣ ଆଜି ର ସମାଜ ରେ ସର୍ତ୍ତ ହିନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇ ଟି ହୃଦୟ କୁ ଯଦି ଅଲଗା କରି ଦିଆ ଯାଏ କୌଣସି କାରଣରୁ ତାହେଲେ ଅନ୍ୟ ଜଣକୁ ସମ୍ଭାଳିବ କିଏ । ତେବେ ସତରେ ବାସ୍ତବ ରେ ନି ସ୍ୱାର୍ଥପର , ଚିରନ୍ତନ ପ୍ରେମ ର ପରିଭାଷା କିଛି ଅଲଗା ଏବଂ ତାହା ହୋଇ ଥାଏ ସ୍ୱର୍ଗୀୟ । ପ୍ରକୃତ ଓ ଚିରନ୍ତନ ପ୍ରେମ ଏମିତି ଏକ ପବିତ୍ର ସମ୍ପର୍କ ଯାହା ଭିତରେ କୌଣସି ସ୍ବାର୍ଥ କିମ୍ବା କୌଣସି ସର୍ତ୍ତ ନ ଥାଏ ।

ତେବେ ଏକ ଭାବ ବିହ୍ୱଳ ଘଟଣା ଆମେ ଦେଖିବାକୁ ପାଇଛୁ ବାଲେଶ୍ୱର ଜିଲ୍ଲାର ସୋର ଡାକ୍ତରଖାନା ରେ ।ତେବେ ଡାକ୍ତର ଜଣେ ମହିଳା ଙ୍କୁ ମୃତ ଘୋଷଣା କରି ସାରିବା ପରେ ମଧ୍ୟ ମନ କୁ ସେ ତାଙ୍କ ର ବୁଝାଇ ପାରୁ ନାହାନ୍ତି ସେ ଅବୋଧ ସ୍ବାମୀ ଜଣକ । ତେବେ ସେ ତାଙ୍କ ସ୍ତ୍ରୀ ଙ୍କୁ ହରାଇ ସତେ ଯେମିତି ଜୀବନ ର ସବୁ କିଛି ହଜେଇ ଦେଇଛନ୍ତି ଏବଂ ସତରେ ସେ ବହୁତ୍ ଭାଙ୍ଗି ପଡିଛନ୍ତି ।

ତାଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ ଶରୀର ଶୁଆଇ ଦେଇ ଥିବା ବେଳେ ସେ ତାଙ୍କ ପାଖରେ ବସି କାନ୍ଦି କାନ୍ଦି କହୁଛନ୍ତି ଯେ ଏ ଧନ ଉଠ,ଆଉ ତୁମେ ମତେ ଛାଡ଼ି ବା ଏକା କରି ଯାଇ ପାରିବନି, ଆଉ ଏହା ସହ ମଧ୍ୟ ସେ ନିଜ ହାତରେ ଚେଷ୍ଟା କରି ଚାଲିଛନ୍ତି ଯେ କାଳେ ତାଙ୍କ ସ୍ତ୍ରୀ ହଟାତ୍ ଉଠିଯିବେ, ବା ବଞ୍ଚିଯିବେ,ଆଉ ସେ କାନ୍ଦି କାନ୍ଦି ଶେଷ ରେ ତାଙ୍କ ଛାତି ଉପରେ ମୁଣ୍ଡ ରଖି ବାରମ୍ବାର ଶୋଇ ମଧ୍ୟ ପଡ଼ୁଛନ୍ତି ।

ତେବେ ସମ୍ପର୍କ ଏକ ଏଭଳି ପବିତ୍ର ଜିନିଷ ଯାହା ମାତ୍ର ଜୀବନ ରେ ଥରେ ମାତ୍ର ମିଳି ଥାଏ ,ମଣିଷ ଜୀବନରେ ଏହି ସୁଯୋଗ ବାର୍ ବାର୍ ଆସି ନ ଥାଏ ,ଆଉ ଯେତେବେଳେ ମନ ସହ ମନର ମିଳନ ହୋଇ ଯାଏ ସେତେବେଳେ ସ୍ବାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କ ରେ ଯେତେ ବି ଦୁଃଖ କଷ୍ଟ ଆସୁ ସେମାନେ ସେ ସବୁ କୁ ହସି ହସି ସହି ଯାଆନ୍ତିି।ତେବେ ଏମିତି ସମ୍ପର୍କ ଆମେ ବହୁତ୍ କମ୍ ଦେଖିବାକୁ ପାଇ ଥାଉ,

ଯାହା ଏହି ଘଟଣା ରେ ଦେଖିବାକୁ ପାଇଛୁ। ଯେତେବେଳେ ସ୍ବାମୀ ସ୍ତ୍ରୀ ଦୁଇ ଜଣ ପ୍ରତିଜ୍ଞା ନେଇ ଥାନ୍ତି ସମାଜ ଆଗରେ କି ସେମାନେ ପରସ୍ପର ଠୁ କେବେ ଅଲଗା ହେବେ ନାହିଁ, ଆଉ ଯଦି ସେହି ସମୟରେ ଜଣେ ଜଣ ଙ୍କ ର ହାତ ଛାଡ଼ି ଦିଏ ସେତେବେଳେ ଅନ୍ୟ ଜଣେ ପାଗଳ ପ୍ରାୟ ହୋଇ ଯାଏ ଏବଂ ସେ ବିଚଳିତ ମଧ୍ୟ ହୋଇଯାଏ । ତେବେ ସତରେ ଆଜିର ସ୍ବାର୍ଥ ରହିତ ସମାଜ ରେ ଏବେ ବି ବଞ୍ଚି ରହିଛି ନିଛବ ପ୍ରେମ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।