ଆପଣ ମାନେ ଜାଣନ୍ତି କି ଆଲବମ କୁଇନ ଲିପି ମହାପାତ୍ର ଙ୍କ ସମ୍ପତ୍ତି କେତେ ? ତାଙ୍କ ସମ୍ପତ୍ତି ଜାଣିଲେ ଆପଣ ଙ୍କ ପାଦତଳୁ ମାଟି ଖସିଯିବ…..

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ନିଜର ଲକ୍ଷ ସାଧନ କରିବାକୁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଲିଓଡ଼ ର ଆଗଧାଡିର ଅଭିନେତ୍ରୀ ତଥା ଆଲବମ କୁଇନ ଲିପି ଙ୍କ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ।

ଆମେ ଆଜି ଆପଣ ମାନଙ୍କୁ ତାରା ତାରିଣୀ ର ମୁଖ୍ୟ ଅଭିନେତ୍ରୀ ଲିପି ଙ୍କର ବିଷୟରେ କିଛି ଜଣେଇବାକୁ ଯାଉଛୁ ଯେପରି ତାଙ୍କର ପରିବାର , କ୍ୟାରିଅର ତାଙ୍କର ସମ୍ପତ୍ତି ଆଦି ବିଷୟରେ ଜଣେଇବୁ ।

ଲିପି ମହାପାତ୍ର ହେଉଛନ୍ତି ଜଣେ ମଲ୍ଟି ଟ୍ୟାଲେଣ୍ଟେଡ଼ କଳାକାର ଯିଏକି ପ୍ରଥମେ ଆଲବମ କରୁଥିଲେ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ କାର୍ଯ୍ୟ କରି ଓଡ଼ିଶାର ଲୋକ ମାନଙ୍କର ପ୍ରିୟ ହୋଇପାରି ଥିଲେ ।ଏବଂ ବର୍ତ୍ତମାନ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଟିଭି ସିରିଏଲ ତାରା ତାରିଣୀ (ଯାହାକି ତରଙ୍ଗ ଟିଭି ଚାନେଲ ରେ ପ୍ରସାରିତ ଅଟେ ) ମୁଖ୍ୟ ଅଭିନେତ୍ରୀ ଭାବରେ ସମସ୍ତଙ୍କ ନିଜର କରିପାରିଛନ୍ତି।ତେବେ ସେ ପ୍ରାୟ ୩୦୦୦ ରୁ ଅଧିକ ଆଲବମ କରିଛନ୍ତି ତେଣୁ ତାଙ୍କୁ ଓଡ଼ିଶାର ଆଲବମ କୁଇନ ମଧ୍ୟ କୁହାଯାଏ ।ତାଙ୍କର ସବୁଠାରୁ ଲୋକପ୍ରିୟ ଆଲବମ ହେଉଛି “ଯାଇ ଫୁଲ ” ଗୀତ ଟି ।

ଲିପି ମହାପାତ୍ର ଙ୍କର ପରିବାର ଲୋକେ ସମସ୍ତେ ବ୍ରହ୍ମପୁର ରେ ରୁହନ୍ତି। ତାଙ୍କର ବାପା ଜଣେ ଏସ ପି ଅଟନ୍ତି ଯିଏକି ନିଜର ଝିଅ କୁ ଆଇପିଏସ କରିବାକୁ ଚାହୁଁଥିଲେ ମାତ୍ର ତାଙ୍କ ମା ଙ୍କର ଇଛା ଥିଲା ଝିଅ କୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବଂ ଲିପି ଙ୍କର ମଧ୍ୟ ସେହି ଇଛା ଥିଲା ।ସେ ବ୍ରହ୍ମପୁର ରେ ପାଠ ପଢ଼ୁଥିବା ସମୟରେ କେତେକ ଆଲବମ ମଧ୍ୟ କରିଥିଲେ। ପରେ ପରେ ସେ ଓଡ଼ିଆ ଫିଲ୍ମ କରିବାର ସୁଯୋଗ ପାଇଥିଲେ।

ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ଥିଲା “ଓମ ଶାନ୍ତି ଓମ” ଯେଉଁଥିରେ ସେ ଲୋକମାନଙ୍କ ର ପ୍ରିୟ ହୋଇପାରିଥିଲେ ।ପରେ ବ୍ୟାଡ ଗାର୍ଲ ,ଡାଡି ଆଦି କେତେକ ଫିଲ୍ମ କରିଛନ୍ତି ।ତେବେ ପରେ ସେ ଓଡ଼ିଆ ଟିଭି ସିରିଏଲ ରେ କାମ କରିବାକୁ ସୁଯୋଗ ପାଇଥିଲେ ଏବଂ ତରଙ୍ଗ ଟିଭି ରେ ପ୍ରସାରିତ ତାରା ତାରିଣୀ ରେ ସେ ମୁଖ୍ୟ ଅଭିନେତ୍ରୀ ଭାବରେ ବେଶ ପରିଚିତ ।

ତେବେ ଲିପି ଙ୍କର ସଂପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କର ଭୁବନେଶ୍ୱର ଓ ବ୍ରହ୍ମପୁର ରେ ବଡ଼ ଆଲିସାଲ ଘର ରହିଛି ଓ ଦୁଇ ଟି ଦାମୀ କାର ।ସେ ପ୍ରତ୍ୟେକ ଫିଲ୍ମ କରିବାକୁ ଦୁଇ ଲକ୍ଷ୍ ଟଙ୍କା ନେଇଥାନ୍ତି ।ଏବଂ ସିରିଏଲ ର ଗୋଟିଏ ଏପିସଡ଼ ପାଇଁ ୪୦ ହଜାର ଟଙ୍କା। ଏହାଥିଲା ଲିପି ମହାପାତ୍ର ଙ୍କର ଉପରେ କିଛି ଆଜଣା ତଥ୍ୟ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।