ଦେଖନ୍ତୁ ଭିଡିଓ – CC TV ରେ ରେ କଏଦ୍ ହେଲା ଏହି ଦୃଶ୍ୟ ଭିଡିଓ ଟି ନଦେଖିଲେ ବିଶ୍ବାସ କରିପାରିବେନି

0

କୁହାଯାଏ କି ଗୋଟିଏ ଚୋରିକୁ ସଫଳ କରିବା ପାଇଁ ହେଲେ ବହୁତ ପରିଶ୍ରମ କରିବା ପାଇଁ ପଡିଥାଏ। ଗୋଟିଏ ଚୋର ଏହାକୁ ବହୁତ ଚତୁର ସହିତ କରିଥାଏ,ଯାହାଦ୍ବାରା ସେ ଧରା ପଡିବାରୁ ବନ୍ଚି ପାରିବ। ସେଥିପାଇଁ କୁହାଯାଏ କି ନକଲ କରିବା ପାଇଁ ହେଲେ ଅକଲ ମଧ୍ଯ ନିହାତି ଥିବା ଦରକାର। କାରଣ ଏଭଳି କାମରେ ଯଦି ସେ ନିଜର ବୁଦ୍ଧି ନ ଖଟେଇବ ତାହା ହେଲେ ବହୁତ ଶୀଘ୍ର ସେ ଜେଲ୍ ରେ ଚକି ପେଶୁ ଥିବାର ଦେଥିବା କୁ ମିଳିବ।

ଏମିତି କିଛି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଚୋର କେମିତି ବୁଦ୍ଧିମାନ ହୋଇଥାଏ,କିନ୍ତୁ ବେଳେ ବେଳେ ନୂଆ କରି ଚୋରି କରୁଥିବା ବ୍ଯକ୍ତି ଏମିତି କିଛି ସୁରାଗ ଛାଡି ଯାଏ ଯାହାକୁ ଦେଖିଲେ କେହି ନିଜର ହସ କୁ ଅଟକାଇ ପାରେ ନାହିଁ। ତେବେ ବର୍ତ୍ତମାନ ସମୟ ରେ ସିସିଟିଭି ହେତୁ ଚୋରି ର ସମସ୍ତ ଘଟଣା ରେକର୍ଡ ହୋଇଯାଏ।

ଆଜି ଆମେ ଆପଣ ମାନଙ୍କୁ ହେଉଥିବା କିଛି ଚୋରି ବିଷୟ ରେ କହିବୁ। ତେବେ ଓଡ଼ିଶା ରେ ଅରୋଣ ବୋଥ୍ରା ନାମକ ଜଣେ ପୋଲିସ ଅଫିସର ନିଜ ଟ୍ୱିଟର ରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁ ଥିରେ ଦେଖିବାକୁ ମିଳିଥିଲା କି ଜଣେ ବ୍ଯକ୍ତି ରାସ୍ତା କଡରେ ନିଜର ଗାଡି କୁ ସଜାଡୁ ଥିଲେ। ଏହି ସମୟରେ ଅନ୍ୟ ଜଣେ ବ୍ଯକ୍ତି ତାଙ୍କର ପଛ ପଟୁ ଆସି ତାଙ୍କର ପକେଟ ରୁ ପର୍ସ ଟି କାଢି ନେଇଥିଲେ,

ଯାହା ସିସିଟିଭି ରେ ରେକର୍ଡ ହୋଇଯାଇଥିଲା। ଏହା କୁ ସେହି ବ୍ଯକ୍ତି ଜଣକ ଜାଣିପାରି ପର୍ସ ଟିକୁ ପକେଇ ପର୍ସ ମାଲିକ କୁ ଜଣେଇ ଦେଇଥିଲେ ଏବଂ ସିସିଟିଭି ଆଗରେ କ୍ଷମା ମାଗି ଚାଲିଯାଇଥିଲେ। ସେହିପରି ଯଦି ଗୋଟିଏ ଦୋକାନୀ ର ଦୋକାନ ରୁ ଯଦି ବାରବାର ଚୋରି ହୁଏ ଏବଂ ସେ ଚୋରକୁ ନ ଧରି ପାରିବା ତେବେ ସେ ବହୁତ ଚିନ୍ତା ରେ ପଡିଯାଏ।

ଏହିଭଳି ଏକ ଘଟଣା ରେ ବିରକ୍ତ ହୋଇ ଜଣେ ଦୋକାନୀ କଣ କଲେ ନା ହଲିଉଡ୍ ଫିଲ୍ମ ଭଳି ଗୋଟିଏ ବଢିଆ ଟ୍ରାକ୍ ବିଛେଇଲା,ଯାହା ଦ୍ବାରା ସେ ଚୋରକୁ ଧରିପାରିବ। ଚୋର ଟି କେମିତି ବି ଛାତ ଦେଇ ସିନା ସେଠାରେ ପଶିଗଲା, କିନ୍ତୁ ସେ ଏହି କଥା ରୁ ବନ୍ଚିତ ଥିଲା କି ଯେମିତି ସେ ଗୋଟିଏ ପରେ ଗୋଟିଏ କବାଟ ପାର କରୁଛି ପଛ କବାଟ ଟି ଆପେ ଆପେ ଲକ୍ ହୋଇଯାଉଛି ଏବଂ ଯେତେବେଳେ ସେ ଏହା ଜାଣିପାରିଲା,

ସେତେବେଳେ ସେ ବାହାରକୁ ବାହାରିବା ପାଇଁ ବହୁ ଚେ଼ଷ୍ଟା କଲା। ହାତୁଡ଼ି ଏବଂ ଅନ୍ୟ ଅସ୍ତ୍ର ସାହାଯ୍ୟ ରେ କବାଟ କୁ ବାଡେଇଲେ, କିନ୍ତୁ କିଛି ଲାଭ ହେଲା ନାହିଁ। ତାର ଅବସ୍ଥା ପଞୁରୀ ରେ ଫସି ଯାଇଥିବା ମୂଷା ଭଳି ହୋଇଗଲା ଏବଂ ଯେତେବେଳେ ବାହାରକୁ ଯିବାର ସମୟ ହେଲା ସେତବେଳେ ପୋଲିସ ଆସି ତାକୁ ସେହି ପଞୁରୀ ରୁ ମୁକ୍ତ କରି ପୋଲିସ ଥାନା ନାମକ ପଞୁରୀ ରେ ପୁଣି ବନ୍ଦ କରିଦେଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।