ଏହି ଫୋଟରେ କେତେଜଣ ମଣିଷ ଅଛନ୍ତି ? ବୁଦ୍ଧିମାନ ଲୋକ ହିଁ ସଠିକ୍ ଉତ୍ତର ଦେଇ ପାରିବେ , ସେଥିସଧ୍ୟରୁ ଆପଣ କେହି ଅଛନ୍ତି କି …

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ। ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି।

ଆଉ ସମାଜ ରେ ଦେଶ ରେ ପ୍ରତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ, ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ।ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କରେ ଏମିତି ଅନେକ ତଥ୍ୟ ରହିଛି।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର।

୧)ଓଡିଶା ର ଭାତ ହାଣ୍ଡି କାହାକୁ କହନ୍ତି ?
ଉତ୍ତର:-ବାଲେଶ୍ୱର

୨) ଭାରତର କେଉଁ ରାଜ୍ୟ ରେ ଗରୀବ ଲୋକ ମାନଙ୍କ ସଂଖ୍ୟା ଅଧିକ?
ଉତ୍ତର :- ଉତ୍ତରପ୍ରଦେଶ

୩)ଭାରତରେ କି ପ୍ରକାର ଶାସନ ପ୍ରତିଷ୍ଠିତ?
ଉତ୍ତର :- ଗଣତାନ୍ତ୍ରିକ ଶାସନ

୪) ଭାରତର ଶାସନ ମୁଖ୍ୟ କିଏ?
ଉତ୍ତର :- ରାଷ୍ଟ୍ରପତି

୫) ଭାରତର ଜନସଂଖ୍ୟା କେତେ?
ଉତ୍ତର :- ୧୨୧ କୋଟି

୬) ଭାରତରେ କେତେ ବର୍ଷ ରେ ଥରେ ଜନ ଗଣନା କରାଯାଏ?
ଉତ୍ତର :- ୧୦ ବର୍ଷ

୭) ବଙ୍ଗଳା ବିଭାଜନ କେଉଁ ନାମ ରେ ପରିଚିତ ?
ଉତ୍ତର:- ବଙ୍ଗ – ଭଙ୍ଗ

୮)ସବୁଠୁ ବେଶୀ ହୀରା ଉତ୍ପାଦନ କରୁ ଥିବା ଦେଶ କିଏ ?
ଉତ୍ତର:- ରୁଷିଆ

୯)ଆମ ରାଜ୍ୟ ର ଖାଉଟି କମିଶନ ଙ୍କ କାର୍ଯ୍ୟାଳୟ କେଉଁଠି ଅବସ୍ତିତ ?
ଉତ୍ତର:- ବ୍ରହ୍ମପୁର

୧୦) ଶିକ୍ଷା ଗତ ଯୋଗ୍ୟ ଥାଇ କର୍ମ ନିଯୁକ୍ତି ଅଭାବ ରୁ କେଉଁ ପ୍ରକାର ବେକାରୀ ସୃଷ୍ଟି ହୋଇ ଥାଏ ?
ଉତ୍ତର:-ପ୍ରାବିଧିକ୍ ବେକାରୀ

11- ଯେଉଁ ଫୋଟ ଟିକୁ ଦେଖିଲେ ସେଥିରେ କେତୋଟି ମଣିଷର ଚିତ୍ର ଅଛି କଣ ଆପଣ କହି ପାରିବେ ?

ଉତ୍ତର – ଏହି ଫୋଟରେ ପାଞ୍ଚ ଜଣ ମଣିଷ ଅଛନ୍ତି ( ଦୁଇ ଜଣ ସାଇଡ ରେ ଅଛନ୍ତି ) , ( ଜଣେ ମଣିଷ ଛିଡା ହୋଇଛି ), ( ଏବଂ ଆଉ ଦୁଇଜଣ ନଇଁ ପଡିଛନ୍ତି )

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।