Breking News – ବିବାହ ପାଇଁ କାର୍‌ରେ ଯାଉଥିଲେ ଅଭିନେତା ବରୁଣ ଧୱନ, ହେଲେ ୱେଡିଂ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା କାର୍‌…

0

ଆମ ସମାଜ ରେ ଅନେକ ଘଟଣା ସବୁ ଦେଖିବାକୁ ମିଳି ଥାଏ। ଯାହା ଆମ ଜୀବନ ହଠାତ ଘଟି ଥାଏ,ଆଉ ଏମିତି କିଛି ଘଟିବ ବୋଲି ଆମେ କେବେ ଭାବି ମଧ୍ୟ ନ ଥିବା କିନ୍ତୁ ଏମିତି କିଛି ଘଟଣା ଘଟିଯାଏ ,ଯାହା ଆମ ଜୀବନ କୁ ସମ୍ପୁର୍ଣ୍ଣ ଭାବେ ବଦଳାଇ ଦେଇଥାଏ,ଆଉ ଏଥି ପାଇଁ ଆମେ ଅନେକ ଅସୁବିଧା ରେ ମଧ୍ୟ ପଡି ଥାଉ।ତେବେ ପ୍ରତିଦିନ ଆମେ ଅନେକ ଘଟଣା ସବୁ ଦେଖିବାକୁ ପାଇ ଥାଉ,

ଏହି ସବୁ ସମସ୍ୟାର ସମାଧାନ ପାଇଁ କୌଣସି ରାସ୍ତା ନଥାଏ ,କାରଣ ଏମିତି କିଛି ଘଟଣା ଘଟିବ ବୋଲି ଆମେ ଜାଣି ନଥାଉ।ତେବେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ,ଯାହା ପାଇଁ ଅନେକ ଲୋକ ଙ୍କର ଜୀବନ ମଧ୍ୟ ଚାଲି ଯାଏ,ଅନେକ ଲୋକ ଏଥିରେ ଆହତ ହୋଇ ଯାନ୍ତି। ତେବେ ଆମେ ପ୍ରତିଦିନ୍ ଏମିତି ଅନେକ ଘଟଣା ଦେଖିବାକୁ ପାଉ ଥିବା,ଯେଉଁ ଥିରେ ଲୋକ ଙ୍କର ମୁର୍ତ୍ୟୁ ହୋଇ ଯାଏ,ଆଉ ଯେଉଁ ମାନଂକର କିଛି ଭୁଲ ନ ଥାଏ,ସେମାନେ ମଧ୍ୟ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି।ଆଜି ଆମେ ଏମିତି ଜଣେ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଏକ ଆକସ୍ମିକ ଦୁର୍ଘଟଣା ହୋଇଯାଇଛି।

ବଲିଉଡ ଜଗତରେ ବରୁଣ ଧୱନଙ୍କୁ କିଏ ବା ନ ଜାଣେ।ନିଜର ସୁନ୍ଦର ଅଭିନୟ ବଳରେ କୋଟି କୋଟି ଲୋକ ଙ୍କ ମନରେ ନିଜର ପରିଚୟ କରି ପାରିଛନ୍ତି।ସେ ଲୋକପ୍ରିୟ ଅଭିନେତା ଯିଏକି ଅଭିନୟ ରୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଏବଂ ପ୍ରଶଂସକ ମାନଙ୍କୁ ତାଙ୍କ ଅଭିନୟ ର ଯାଦୁରେ ବାନ୍ଧି ରଖି ପାରିଛନ୍ତି । ଏହି ବଲିଉଡ୍ କଳାକାର ଏକ ସ୍ବତନ୍ତ୍ର ଓ ଭିନ୍ନ ଧରଣର ଅଭିନୟ ର କଳା ସବୁବେଳେ ଦର୍ଶକ ମାନଙ୍କୁ ଦେଖାଇ ଥାଆନ୍ତି।ତାଙ୍କର ଅଭିନୟ ଶୈଳୀ ବେଶ୍ ନିଆରା।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ ଆମେ ସମସ୍ତେ ଜାଣିଛୁ କି ଏହି ନିକଟରେ ଜାନୁଆରୀ 24 ତାରିଖ ରେ ତାଙ୍କର ବିବାହ ହୋଇଥାନ୍ତା,ମାତ୍ର ବିଧିର ବିଧାନ କୁ କିଏ କଣ କାଟି ପାରିବ,ବିବାହ ପୂର୍ବରୁ ହୋଇଗଲା କାର ଦୁର୍ଘଟଣା।ଆଲିବାଗ ସ୍ଥିତ” ଦ ମେନସନ୍ ହାଉସ”ରେ ବରୁଣ ଙ୍କ ପିଲା ଦିନ ର ସାଙ୍ଗ ତଥା ହେବାକୁ ଥିବା ପତ୍ନୀ ନତାସା ଦଲାଲ୍ ଙ୍କୁ ବିବାହ କରିଥାନ୍ତେ,ମାତ୍ର ପୂର୍ବ ଦିନ ଏପରି ଘଟଣା ସମସ୍ତଙ୍କୁ ଦୁଃଖିତ କରିଦେଇଛି।

ସୂଚନା ଅନୁଯାୟୀ ଜାନୁଆରୀ 23 ତାରିଖ ଦିନ ଆଲିବାଗ ଅଭିମୁଖେ ବାହାରିଥିବା ବେଳେ କାର୍ ଦୁର୍ଘଟଣା ଘଟିଥିଲା। କାର ଟି କ୍ଷତିଗ୍ରସ୍ତ ହୋଇଥିଲା ମାତ୍ର ଭାଗ୍ୟକୁ ବରୁଣ ଙ୍କ ର କିଛି କ୍ଷତି ହୋଇନଥିଲା। ଦୁର୍ଘଟଣା ସମୟରେ ସେ କାର ଭିତରେ ଥିଲେ ,ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ।ବରୁଣ ନିଜର କିଛି ନିକଟତର ସାଙ୍ଗ ମାନଙ୍କ ପାଇଁ ଏକ ବ୍ୟଚେଲର ପାର୍ଟିର ଆୟୋଜନ ମଧ୍ୟ କରିଥିଲେ।

ତେବେ ବରୁଣ ଙ୍କ ବିବାହରେ ଜାହ୍ନବୀ ଓ ଖୁସି କାପୁର, ସଲମାନ ଖାଁ, କ୍ୟାଟ୍ରିନା କେଫ, ଅର୍ଜୁନ କାପୁର, ମଲାଇକା ଅରୋରା, ଆଣିଲା କପୁର, ରିୟା କପୁର, ନିଁତୁ କପୁରଙ୍କ ପରି ସେଲିବ୍ରିଟି ସାମିଲ ହେବାକୁ ଯାଉଛନ୍ତି,ବଲିଉଡ୍ ରେ ଏହାକୁ ନେଇ ଖୁସିର ମାହାଲ୍ ସୃଷ୍ଟି ହୋଇଛି ଓ ବରୁଣ ଙ୍କ ଫ୍ୟାନ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।