ଶରୀର ରୁ କଳା ଜାଇ ଦୂର କରିବା ପାଇଁ ସହଜ ଘରୋଇ ଉପଚାର 100% ଗ୍ୟାରେଣ୍ଚି ବ୍ୟବହାର କରିଲେ ଜାଣି ପାରିବେ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ମର୍ଡନ ଯୁଗରେ କିଏ ବା ନିଜର ରୂପ ଓ ସୁନ୍ଦରତା କୁ ଚିନ୍ତା ରେ ନାହାନ୍ତି ଯେ , ସମସ୍ତ ସେ ପୁଅ ହେଉ କି ଝିଅ , ବଡ଼ ପିଲା ହେଉ କି ଛୋଟ ପିଲା ସମସ୍ତେ ନିଜ ରୂପ ଓ ସୁନ୍ଦରତା କୁ ନେଇ ବ୍ୟସ୍ତ ଓ ଚିନ୍ତିତ ।କିନ୍ତୁ ଭଗବାନ ଏହି ମନୁଷ୍ୟ ଜାତି କୁ ଗଠନ କରିବା ସମୟରେ କେତେକ କଳା ଦାଗ ଦେଇଥାନ୍ତି ଯାହାକୁ ଆମେ କଳା ଜାଇ ବୋଲି କହିଥାଉ ।

ତେବେ କେତେକ କଳା ଜାଇ ଆମ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ରେ ଗୋଟିଏ କଳା ଦାଗ ପରି ରହିଥାଏ ତ କେତେକ ଧୀରେ ଧୀରେ ଆମ ବୟସ ସହ ବଢ଼ିବାରେ ଲାଗିଥାଏ ।ଯାହାକି ଆମର ସୁନ୍ଦରତା କୁ ବାଧାପ୍ରାପ୍ତ କରିଥାଏ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଳା ଜାଇ କୁ ଭଲ କରିବା ପାଇଁ ସେମିତି କୌଣସି ମେଡ଼ିସିନ ବାହାରି ନାହିଁ ।କିନ୍ତୁ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା କୁ କରିବା ଦ୍ୱାରା ମାତ୍ର ୪-୫ ଦିନ ମଧ୍ୟରେ ଆପଣ ଙ୍କର ବଢୁଥିବା କଳା ଜାଇ ତଥା ଆପଣ ଙ୍କର ସୁନ୍ଦରତା ଉପରେ ବାଧା ସୃଷ୍ଟି କରୁଥିବା ଏହି କଳା ଜାଇ କୁ ସମ୍ପୂର୍ଣ୍ଣ ଭଲ କରିଦେବ ।ତେବେ ଆସନ୍ତୁ ଜାଣିବା ଏହି ଉପୟା ଟି କେମିତି କରିବା।

ଆବଶ୍ୟକ ସାମଗ୍ରୀ :-

ଯଦି ଆପଣ ସବୁଦିନ ପାଇଁ ନିଜ ଶରୀର ରୁ ଏହି କଳା ଜାଇ କୁ ଲିଭେଇ ଦେବାକୁ ଚାହୁଁଛନ୍ତି ।ତେବେ ଏହି ରିମେଡି ନିଶ୍ଚିତ କରନ୍ତୁ। ତେବେ ଏହାକୁ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି

୧.ଗୋଟିଏ ରସୁଣ
୨.ବେକିଂ ସଡା
୩.ଲେମ୍ବୁ

ପ୍ରସ୍ତୁତ ପ୍ରଣାଳୀ :-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ରସୁଣ ଟୀକୁ ନେଇ ତାର ପ୍ରତ୍ୟେକ ଗଲା ରୁ ଚୋପା ଛଡାଇ ଦିଅନ୍ତୁ ଏବଂ ତାହାକୁ ଗ୍ରାଇଣ୍ଡିଂ କରିନିଅନ୍ତୁ ।ଏବଂ ଏହାର ରସ ସଂଗ୍ରହ କରନ୍ତୁ। ବର୍ତ୍ତମାନ ସେହି ରସୁଣ ରସ ରେ ଏକ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ଖାଇବା ସୋଡା ମିଶାନ୍ତୁ ।ଓ ଏ ସବୁକୁ ଭଲ ଭାବରେ ମିକ୍ସ କରନ୍ତୁ ।ଏବେ ଆମର ରିମେଡି ପ୍ରସ୍ତୁତ ହୋଇଗଲା ।

କିପରି ବ୍ୟବହାର କରିବେ :-

ଏହି ରିମେଡି ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଆପଣ ଇଅର ବ୍ରସ ସାହାଯ୍ୟ ରେ କଳା ଯାଇ ହୋଇଥିବା ସ୍ଥାନରେ ଭଲ ଭାବରେ ଲଗାନ୍ତୁ ।ଏବଂ ଲଗେଇ ସାରିବା ପରେ ତା ଉପରେ ଏକ ବ୍ୟଣ୍ଡେଜ ଷ୍ଟିଚ ପକେଇ ଦିଅନ୍ତି ଏବଂ ଏହାକୁ ରାତି ସାରା ଛାଡିଦିଅନ୍ତୁ ।ସକାଳେ ଉଠିବା ପରେ ଏହାକୁ ବାହାର କରିନିଆନ୍ତୁ ।ଏହି ପରି ସେତେ ଦିନ ପର୍ଯ୍ୟନ୍ତ କରନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ କଳା ଜାଇ ସମ୍ପୂର୍ଣ୍ଣ ଭଲ ହୋଇନାହିଁ। ତେବେ ୨-୩ ସପ୍ତାହ ଏପରି ନିୟମିତ ରାତିରେ ଲଗାଇଲେ ଏହା ଭଲ ହୋଇଯାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।