ହେ ଭଗବାନ ! ଶୁଭ ସଂଙ୍କେତ ଗୋଟିଏ ବାଛୁରୀ ତିନୋଟି ଆଖି ,ବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ ଚାଲିଛି ପୂଜାର୍ଚ୍ଚନା , ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ “ନମଃ ଶିବାୟଃ….

0

ଏ ସମାଜ ରେ ଏବେ ଏମିତି ଘଟଣା ସବୁ ଦେଖିବାକୁ ମିଳୁଛି , ଯାହା ଆପଣ କେବେ ଭାବି ନଥିବେ।ଏ ସମାଜ ରେ ଏବେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବା ସ୍ୱାଭାବିକ ହୋଇ ଗଲାଣି।ସାଧାରଣତଃ ଗୋଟିଏ ଛୁଆ ଜନ୍ମ ହେଲେ ତାର ଅଙ୍ଗ ପ୍ରତ୍ୟଙ୍ଗ ଯଦି ସଠିକ୍ ଥାଏ ତେବେ ତାହାକୁ ସାଧାରଣ ଛୁଆ ବୋଲି ଆମେ ବିବେଚନା କରି ଥାଉ। ତେବେ ଆସନ୍ତୁ ଜାଣିବା ଆମେ ଏମିତି ଏକ ଘଟଣା ଯାହା ବହୁତ୍ ଆଶ୍ଚର୍ଯୟଚକିତ କରିଦେବ ଆପଣ ମାନଙ୍କୁ।

ତେବେ ଆମେ ଶୁଣିଛି ଗୋଟିଏ ଛୁଆ ଜନ୍ମ ହେବା ସମୟରେ ତାର ଅଙ୍ଗ ପ୍ରତ୍ୟଙ୍ଗ ନ ଥାଏ ଏବଂ ତାର କିଛି ଅଙ୍ଗ ଅଧିକ ଥାଏ ଆମେ ତାହାକୁ ବିକଳାଙ୍ଗ ଛୁଆ ବୋଲି ବିବେଚନା କରିଥାଉ,ଆଉ ଅନେକ ଲୋକ ଅନେକ ନାଆ ଦେଇ ଥାଆନ୍ତି ,କିନ୍ତୁ ଏହି ପରି ଘଟଣା ପଶୁ ପକ୍ଷୀ ଙ୍କ କ୍ଷେତ୍ର ରେ ମଧ୍ୟ ଦେଖା ଦେଇ ଥାଏ ।

ତେବେ ସେହି ଭଳି ଏକ ଘଟଣା ସାମ୍ନା କୁ ଆସିଛି,ଯାହାର ଗାଉନ ରିପୋର୍ଟ୍ କଲେକ୍ଟ୍ କରି ଛନ୍ତି ଜଣେ ରିପୋର୍ଟର ।ତେବେ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳ ରେ ଘଟିଛି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା । ଏଭଳି କି ବର୍ତ୍ତମାନ ସେଠାକୁ ଗାଆଁ ର ଆଖ ପାଖ ଅଞ୍ଚଳ ର ଲୋକ ମାନେ ମଧ୍ୟ ଦେଖିବାକୁ ଆସୁଛନ୍ତି । ତେବେ ଏହି ଘଟଣା ଟି ଅନୁଗୁଳ ଜିଲ୍ଲା ର ତାଳଚେର କଙ୍କିଲି ନୂଆ ସାହି ରେ ଶ୍ରୀକାନ୍ତ ଦେଉରି ଙ୍କ ଘରେ ଗୋଟିଏ ଗାଈ ବାଛୁରୀ ଛୁଆ ଜନ୍ମ କରି ଥିଲା।

ତେବେ ସେହି ବାଛୁରୀ ଛୁଆ ଟି ଯେତେବେଳେ ଜନ୍ମ ହୋଇ ଥିଲା ଶ୍ରୀକାନ୍ତ ଦେଉରୀ ବେଶ୍ ଖୁସି ଥିଲେ,କାରଣ ଗାଈ ଟି ବେଶ୍ ହୃଷ୍ଟ ପୃଷ୍ଟ ଥିଲା ଏବଂ ଖୁବ୍ ସୁନ୍ଦର ମଧ୍ୟ ହୋଇ ଥିଲା । ଜନ୍ମ ହବା ର କିଛି ସମୟ ପରେ ଶ୍ରୀକାନ୍ତ ଦେଖିବାକୁ ପାଇଲେ କି ତାର ଦୁଇଟି ଆଖି ବ୍ୟତୀତ ତାର କପାଳରେ ଆଉ ଗୋଟିଏ ଆଖି ଅଛି । ତେବେ ଏହା ସେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ତାଙ୍କ ପରିବାର ଲୋକ ଙ୍କୁ ଜଣାଇ ଥିଲେ ।

ତେବେ ତାଙ୍କ ଘର ଲୋକ ଏହି କଥା ଜାଣିଲା ପରେ ସେମାନେ ସେ ବାଛୁରୀ କୁ ଶିବ ଭଗବାନ ଙ୍କ ସହ ତୁଳନା କରିଥିଲେ,କାରଣ ଭଗବାନ ଶିବ ଙ୍କ ର ମଧ୍ୟ ତିନୋଟି ଆଖି ।ଶିବ ଙ୍କ ମସ୍ତକ ରେ ମଧ୍ୟ ତାଙ୍କର ଦୁଇ ଟି ଆଖି ବ୍ୟତୀତ ଆଉ ଗୋଟିଏ ଆଖି ଅଛି ।ତେବେ ଆମେ ଏହା ଜାଣିଛୁ ଯେ ତ୍ରିନେତ୍ର ହେଉଛନ୍ତି ଶିବ ଓ ତାଙ୍କୁ ଅନେକ ଲୋକ ମଧ୍ୟ ଆରାଧନା କରି ଥାନ୍ତି ।

ତେବେ ସେ ବାଛୁରୀ ଟି କୁ ସେମାନେ ଶିବ ଙ୍କ ର ଆଶୀର୍ବାଦ କହି ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଲେଣି, ଏବଂ ଯେତେବେଳେ ଏହି ଘଟଣା ଟି ସ୍ଥାନୀୟ ଲୋକ ମାନେ ଜାଣିଲେ ସେମାନେ ମଧ୍ୟ ସେହି ବାଛୁରୀ କୁ ପୂଜା କରିବାରେ ଲାଗି ଯାଇଛନ୍ତି। ଆମେ ଆପଣଙ୍କୁ ଏହା କହି ରଖୁଛି ଯେ ଆମେ ଏହି ସବୁ ଅନ୍ଧ ବିଶ୍ୱାସ କୁ ପ୍ରଶୟ ଦେଉ ନାହୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।