ନୂଆ ବିବାହ କରିଥିବା ଅଭିନେତ୍ରୀ ନିଲୁ ଜାଣନ୍ତୁ କାହାକୁ ବିବାହ କରିଛନ୍ତି କେଉଁ ଅଭିନେତାଙ୍କୁ , ଓ ସେ କେଉଁଛି ବିବାହ କରିଲେ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ହେଲେ କିଛି ଅଭିନେତ୍ରୀ ବିବାହ ପରେ ଅଭିନୟ କରି ନଥାନ୍ତି। ଆଜି ଆମେ ଆପଣଙ୍କୁ ଶିରିଏଲ ଜଗତ ର ସୁନ୍ଦରୀ ନାୟିକା ଙ୍କ ବିଷୟରେ କହିବୁ ଯିଏ କି ବିବାହ ପରେ ଅଭିନୟ କରିନଥିଲେ।

ଜି ସାର୍ଥକ ରେ ପ୍ରସାରିତ ସମସ୍ତ ମେଗା ଧାରାବାହିକ ଶୀରିଏଲ ଗୁଡ଼ିକୁ ଆପଣ ମାନେ ଜାଣିଥିବେ,ତା ମଧ୍ୟରୁ ଆପଣ ମାନେ ସିନ୍ଦୂର ବିନ୍ଦୁ ଶିରିଏଲ୍ କୁ ଜାଣିଥିବେ। ତେବେ ଏଥିରେ ମୁଖ୍ୟ ଭୂମିକାରେ ନିଲୁ ଯିଏ କି ବିନିଯା ପଣ୍ଡା ଙ୍କୁ ଜାଣିଥିବେ। ବିଗତ କିଛି ବର୍ଷ ତଳେ ସେ ବିବାହ କରିଥିଲେ,

ତେବେ ବିବାହ ପରେ ସେ ତାଙ୍କ ଶାଶୁ ଘରେ କିପରି ରହୁଛନ୍ତି ଆସନ୍ତୁ ଜାଣିବା। ବିବାହ ପରେ ସିରୀଆଲ ଦୁନିଆ ରୁ ଦୂରେଇ ଯାଇ ଥିଲେ ଲୋକପ୍ରିୟ ଅଭିନେତ୍ରୀ ବିନୀଯା। ସେ କିଛି ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ସିନେମା କିମ୍ବା ଶୀରିଏଲ୍ ରେ କାମ କରି ନଥିଲେ। ତେବେ ଆପଣ ମାନେ ଜାଣିଥିବେ ସିନ୍ଦୂର ବିନ୍ଦୁ ର ନିଲୁ ଚରିତ୍ର ରେ ଅଭିନୟ କରୁଥିଲେ ବିନିଜା।

ନିଜର ଦମ୍ ଦାର୍ ଅଭିନୟ ଯୋଗୁଁ ଲୋକ ମାନେ ବେଶ୍ ପସନ୍ଦ କରିଥିଲେ। ହେଲେ ଏହି ସିରୀଏଲ୍ ସାରିବା ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ। ପରେ ସେ ଆଉ କୌଣସି ସୀରିଏଲ କରି ନଥିଲେ,ହେଲେ ଏବେ ପୁଣି ଥରେ ତାଙ୍କୁ ଅଭିନୟ କରିବାର ଦେଖି ବାକୁ ମିଳିଛି। ତେବେ ଏକ ନୂଆ ଶୀରିଏଲ ରେ ଅଭିନୟ କରିବାକୁ ଯାଉଛନ୍ତି ବିନୀଜା। ନିକଟରେ ଏକ ଶିରିଏଲ ଆସିବାକୁ ଯାଉଛି ଯାହାର ନାମ ହେଉଛି ଗଙ୍ଗା ତରଙ୍ଗ,

ଏଥିରେ ସେ ମାଆ ର ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ସିରୀଏଲ ଟିର ସୁଟିଂ ଖୁବ୍ ଜୋର୍ ସୋର୍ ଚାଲିଛି। ବାହା ଘର ର କିଛି ବର୍ଷ ପରେ ଵିନିଯା ଓଡ଼ିଆ ସିରିଏଲ୍ ରେ ନଜର ଆସୁଛନ୍ତି,ବହୁତ୍ ଦିନ ପରେ ସେ ଅଭିନୟ କରିବା କଥା ଶୁଣି ତାଙ୍କ ଫ୍ୟାନ ମାନେ ବହୁତ୍ ଖୁସି ଅଛନ୍ତି ଓ ଉତ୍ସାହ ରେ ଦେଖିବା ପାଇଁ ଅପେକ୍ଷା କରି ଛନ୍ତି। ତେବେ ଆପଣ ମାନେ ମଧ୍ୟ ଦେଖିବା ପାଇଁ ଅପେକ୍ଷା କରିଥାନ୍ତୁ ବୀନିଯା ଙ୍କ ମଙ୍ଗଳା ଚରଣ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।