Jyotish Shastra – ସାକ୍ଷାତ ମା’ ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି ଏହି 4 ଟି ମାସରେ ଜନ୍ମ ହୋଇଥିବା ଝିଅମାନେ

0

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ମାଆ ଲକ୍ଷ୍ମୀ ଙ୍କ ର ସ୍ୱରୂପ ବୋଲି ମନା ଯାଇ ଥାଏ । ତେବେ ଏପରି କୁହାଯାଏ କି ନାରୀ ମାନଙ୍କ ମଧ୍ୟରେ ସ୍ଵୟଂ ମା ଲକ୍ଷ୍ମୀ ଙ୍କ ନିବାସ ରହିଥାଏ,ସେଥିପାଇଁ ଯଦି କାହା ଘରେ ଗୋଟିଏ ଝିଅ ଜନ୍ମ ନିଏ ତାହେଲେ ସମସ୍ତେ କୁହନ୍ତି ଯେ ଘରକୁ ମା ଲକ୍ଷ୍ମୀ ଆସିଛନ୍ତି ବୋଲି । ତେବେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କ ର ଜନ୍ମ ମାସ ମଧ୍ୟ ସେମାନଙ୍କୁ ଭାଗ୍ୟବତୀ ବନାଇ ଦେଇଥାଏ।

ତେବେ ଝିଅ ମାନଙ୍କୁ ତାଙ୍କ ବାପ ଘର ଓ ଶଶୁର ଘର ପାଇଁ ମଧ୍ୟ ବହୁତ୍ ଭାଗ୍ୟଶାଳି ହୋଇ ଥାଆନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ମାସ ବିଷୟରେ କହିବାକୁ ଯାଉଛୁ,ଯେଉଁ ମାସରେ ଜନ୍ମ ହୋଇ ଥିବା ଝିଅ ମାନେ ଲକ୍ଷ୍ମୀ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ମାସ ବିଷୟରେ ।

*ଫେବୃୟାରୀ ମାସ:-

 

ଏହି ମାସ ରେ ଜନ୍ମ ହୋଇ ଥିବା ଝିଅ ମାନେ ବହୁତ୍ ଭାଗ୍ୟଶାଳି ହୋଇ ଥାଆନ୍ତି।ତେବେ ଏମାନଙ୍କ ବ୍ୟବହାର ଖୁବ୍ ବିନମ୍ର ହେବା ସହିତ ଏମାନେ ବୁଦ୍ଧିମତୀ ମଧ୍ୟ ହୋଇ ଥାଆନ୍ତି ଏବଂ ଏହି ଝିଅ ମାନଙ୍କୁ ତାଙ୍କ ବିବାହ ପରେ ଭଲ ଘର ମିଳିବା ସହିତ ଅନେକ ସୁଖ ଓ ସମୃଦ୍ଧି ରେ ରହି ଥାଆନ୍ତି। ଆଉ ଏହି ଭଳି ଝିଅ ଙ୍କୁ ପାଇଁ ତାଙ୍କ ପରିବାର ର ଲୋକ ମାନଙ୍କ ର ଭାଗ୍ୟ ମଧ୍ୟ ବଦଳି ଯାଇ ଥାଏ ।

*ଏପ୍ରିଲ୍ ମାସ:-

 

ତେବେ ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ସାକ୍ଷାତ ଲକ୍ଷ୍ମୀ ବୋଲି ମନା ଯାଏ । ତେବେ ଆମ ଶାସ୍ତ୍ର ଅନୁସାରେ ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନଙ୍କ ଭାଗ୍ୟ ବହୁତ୍ ଭଲ ହୋଇ ଥାଏ,କାରଣ ଏହି ଝିଅ ମାନଙ୍କ ର ଗ୍ରହର ଚଳନ ବହୁତ୍ ତୀବ୍ର ହୋଇ ଥାଏ ଏବଂ ଏହି ଝିଅ ମାନଙ୍କ ପରିବାର କୁ କେବେ ବି ଧନ ର ଅଭାବ ହୁଏ ନାହିଁ ଓ ସେହି ଝିଅ ମାନଙ୍କ ସହ ଯେଉଁ ପୁଅ ର ବାହାଘର ହୋଇ ଥାଏ ତାହାର ମଧ୍ୟ ଭାଗ୍ୟ ବଦଳି ଯାଇ ଥାଏ ।

*ଜୁନ୍ ମାସ:-

 

ତେବେ ତୃତୀୟ ସ୍ଥାନ ରେ ଅଛନ୍ତି ଜୁନ୍ ମାସ ରେ ଜନ୍ମ ହୋଇଥିବା ଝିଅ ମାନେ । ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ହେଲେ ଅଙ୍କ ଶାସ୍ତ୍ର ଅନୁସାରେ ଏହି ମାସ ଝିଅ ମାନଙ୍କ ପାଇଁ ଶୁଭ ହୋଇ ନଥାଏ ଏବଂ ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ସମସ୍ତ ପ୍ରକାର ସୁଖ ସମ୍ବୃଦ୍ଧି ମିଳି ଥାଏ।

*ସେପ୍ଟେମ୍ବର ମାସ:-

 

ତେବେ ଚତୁର୍ଥ ରେ ଏହି ମାସ ର ଝିଅ ମାନେ ଆସୁଛନ୍ତି ।ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନଙ୍କ ଜାତକ ରେ ଚନ୍ଦ୍ର , ଶୁକ୍ର ଓ ରାହୁ ଗ୍ରହର ମିଳନ ହୋଇ ଥାଏ । ଯେଉଁ କାରଣ ରୁ ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଧନୀ ହୋଇ ଥାଆନ୍ତି। ତେବେ ଏହି ମାନଙ୍କୁ ତାଙ୍କ ଭାଗ୍ୟ ଦ୍ଵାରା ସମସ୍ତ ସୁଖ ମିଳି ଥାଏ ଓ ଏମାନଙ୍କୁ କେବେ ହେଲେ କୌଣସି ଜିନିଷ ର ଅଭାବ ମଧ୍ୟ ହୋଇ ନଥାଏ । ତେବେ ଏହି ଝିଅ ମାନଙ୍କ ପାଇଁ ମଧ୍ୟ ତାଙ୍କ ପରିବାର ର ଭାଗ୍ୟ ବହୁତ ବଦଳି ଯାଇଥାଏ।

ତେବେ ଏହି ସବୁ ଝିଅ ମାନେ ହେଉଛନ୍ତି ବହୁତ୍ ଭାଗ୍ୟଶାଳୀ, ଯେଉଁ ମାନଙ୍କ ପାଇଁ ବହୁତ୍ ଲୋକ ଙ୍କ ର ଭାଗ୍ୟ ବଦଳି ଯାଇ ଥାଏ। ତେବେ ଏହା ସବୁ ଥିଲା ସେହି ସବୁ ମାସ ଗୁଡ଼ିକ ଯେଉଁ ମାସ ଗୁଡ଼ିକ ରେ ଝିଅ ମାନଂକ ଜନ୍ମ ହେଲେ ସେମାନେ କେତେ ଭାଗ୍ୟଶାଳୀ ବୋଲି ଜଣା ପଡି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।