ବିବାହ କରିବା ପାଇିଁ ଗର୍ଭବତୀ ବୋହୂକୁ ବାରମ୍ବାର ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ ଶ୍ୱଶୁର, ଆଉ ତା ପରେ ଯାହା ହେଲା…..କମେଣ୍ଟ କରନ୍ତୁ ଏମିତି ଶ୍ବଶୁର ଙ୍କୁ କି ଦଣ୍ଡ ମିଳିବା ଦରକାର …..

0

ବର୍ତ୍ତମାନର ଏହି ଅତ୍ୟାଧୁନିକ ସମାଜରେ ସମ୍ପର୍କର କିଛି ମୁଲ୍ୟ ନାହିଁ କହିଲେ ଚଳେ । ଆଜିର ଲୋକମାନେ କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସମ୍ପର୍କ କୁ ବଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋଭ , ମୋହ , କାମନା ଓ ବାସନା ର ବଶୀଭୂତ ହୋଇ ଏବେର ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରେଇବସୁଛି ଏବଂ କରିବସୁଛି ଅମାନବୀୟ କାର୍ଯ୍ୟ ସବୁ ।

ତେବେ ଆମ ସମାଜରେ ବିବାହ ପରେ ଜଣେ ଝିଅ ନିଜର ଶଶୁରଙ୍କୁ ନିଜର ବାପା ବୋଲି ଗ୍ରହଣ କରିଥାଏ କିନ୍ତୁ ବର୍ତ୍ତମାନ ର ଏହି କୌଳିସିତ ଯୁଗ ର ଲୋକମାନେ ଏହାକୁ ଭୁଲିଯାଇ ,ଜଣେ ଶଶୁର ତାର ନିଜ ବହୁ ର ଜୀବନ ବର୍ବାଦ କରିବାରେ ଲାଗିଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଅଭାବନୀୟ , ଆଶ୍ଚର୍ଯ୍ୟ ଜନକ ତଥା ଲଜ୍ୟା ଜନକ ଘଟଣା ବିଷୟରେ ଜାଣେଇବୁ ଯାହା ଜଣିଲେ ଆପଣ ବି ବିଶ୍ୱାସ କରିପାରିବେନି ।

ସୂଚନା ଅନୁସାରେ , ମଧ୍ୟପ୍ରଦେଶ ର ବେଲୁର ଠାରେ ଘଟିଛି ଏକ ଅତ୍ୟନ୍ତ ଘୃଣ୍ୟ ଜନକ ଘଟଣା । ଏଠାରେ ଥିବା ଏକ ପରିବାର ରେ ଜଣେ ଗର୍ଭବତୀ ମହିଳା ନିଜ ଶଶୁରଙ୍କ ଦ୍ୱାରା ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ପାଉଛନ୍ତି । ଖାଲି ଏତିକି ନୁହେଁ ବରଂ ବିବାହ ପର ଠାରୁ ସେ ତାର ଶଶୁର ର ଅଶୀଳତା ର ଶିକାର ମଧ୍ୟ ହୋଇଥିଲେ । ତେବେ ଏବେ ସେ ବାଧ୍ୟ ହୋଇ ପୋଲିସ ଅଭିଯୋଗ କରିଛନ୍ତି ।ପରେ ପୋଲିସ ସେହି ଅସାମଜିକ ବ୍ୟକ୍ତି ତଥା ମହିଳାଙ୍କ ଶଶୁର କୁ ଗିରଫ କରିଛି ।

ସୂଚନାଯୋଗ୍ୟ ରେ ,ମଧ୍ୟପ୍ରଦେଶ ର ବେଲୁର ଠାରେ ହୋଇଥିବା ଏହି ଘଟଣା ଟି ଅତ୍ୟନ୍ତ ନିନ୍ଦନୀୟ ଅଟେ ।ତେବେ ମହିଳା ଜଣ ଙ୍କର କହିବା ଅନୁସାରେ ତାଙ୍କର ସ୍ୱାମୀ ଜଣେ JCB ଡ୍ରାଇଭର ତେଣୁ ସେ ସବୁବେଳେ ଘରେ ରହି ପାରନ୍ତି ନାହିଁ ।ଆଉ ଏହାର ଫାଇଦା ଉଠାଏ ତାର ଭଣ୍ଡ ତାନ୍ତ୍ରିକ ଶଶୁର। ଝିଅ ଟି ଗର୍ଭବତୀ ଥିବା ସତେ ମଧ୍ୟ ସେହି ଅମାନବୀୟ ଶଶୁର ବାରମ୍ବାର ତାର ଦୁଷ୍କର୍ମ କରିଥାଏ ।ଏ ବିଷୟରେ ଝିଅ ଟି ଯେତେବେଳେ ତାର ଶାଶୂ ଓ ସ୍ୱାମୀ ଙ୍କୁ କହିଲା ସେତେବେଳେ ସେମାନେ ଏହାକୁ ବିଶ୍ୱାସ କଲେ ନାହିଁ ।ଓଲଟା ଝିଅ ଟୀକୁ ଦୋଷ ଦେଲେ ଓ ତାକୁ ଘରୁ ବାହାର କରିଦେଲେ।

ଫଳରେ ଝିଅ ଟି ବାପ ଘରେ ଆସି ରହିଥିଲା ।କିନ୍ତୁ ତାର ଅଭଦ୍ର ଶଶୁର ବହୁ କୁ ଘରକୁ ନେବାକୁ ଆସିଲା ଏବଂ ଘରକୁ ଯିବା ରାସ୍ତାରେ ଏକ ଜଙ୍ଗଲ ନିକଟରେ ପୁଣି ଗର୍ଭବତୀ ବହୁ କୁ ଦୁଷ୍କର୍ମ କରିଥିଲା। ଏହା ପରେ ଝିଅ ଟି ତାର ବାପ ଘର ଲୋକଙ୍କୁ ସବୁକିଛି କହିବା ପରେ ସେମାନେ ଥାନା ରେ ଏକ ମାମଲା ରୁଜ୍ଜୁ କରିଛନ୍ତି। ତେବେ ବହୁ ଟି କହିଛି ଯେ ତାର ଶଶୁର ଏକ ତାନ୍ତ୍ରିକ ଅଟେ ଯିଏକି ବିବାହ ଠାରୁ ତାକୁ ଦୁଷ୍କର୍ମ କରିଚାଲିଛି। ଏବଂ ଶଶୁର ମଧ୍ୟ କହିଛି ଯେ ମୋ ସ୍ତ୍ରୀ ମରିବା ପରେ ତତେ ସ୍ତ୍ରୀ କରିବି ।ଏହା ଜାଣିବା ପରେ ଘଟଣା ର ସତ୍ୟତା ସମସ୍ତ ଙ୍କ ଆଗକୁ ଆସିଛି ।ତେବେ ତାଙ୍କୁ ପୋଲିସ ଗିରଫ କରିଛି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।