ଦେଖନ୍ତୁ ଭିଡିଓ – ଯେତେବେଳେ ପବନରେ ଉଡିଗଲା Hansika Motwani ଙ୍କ ଟପ, Airport ରେ ସମସ୍ତଙ୍କ ସାମ୍ନାରେ ହେଲେ ଲଜ୍ଜିତ, ଭାଇରାଲ ହେଉଛି ଭିଡିଓ

0

ସିନେମା ଜଗତ ଉପରେ ବିଶେଷ ନଜର ଥାଏ ଦର୍ଶକ ଙ୍କ ର। ନିଜ ପର୍ଶନାଲ୍ ହେଉ କିମ୍ବା ଅଭିନୟ ପାଇଁ ହେଉ ବେଶ୍ ଚର୍ଚ୍ଚା ରେ ଥାନ୍ତି ଅଭିନେତା ଅଭିନେତ୍ରୀ ମାନେ। ଏହି ସବୁ କୁ ସୋସିଆଲ ମିଡିଆରେ ଛାଡ଼ି ବେଶ୍ ଚର୍ଚ୍ଚା ରେ ଆସି ଥାନ୍ତି। ଆପଣ ମାନେ ସମସ୍ତ ସିନେମା ଜଗତର ସବୁ ଅଭିନେତା ଅଭିନେତ୍ରୀ ଙ୍କୁ ଜାଣି ଥିବେ। ତେବେ ସେମାନଙ୍କ ମଧ୍ୟ ରୁ ଜଣେ ଅଭିନେତ୍ରୀ ଙ୍କ ବିଷୟରେ କହିବୁ।

ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସଫଳତା ହାସଲ କରିଛନ୍ତି। ତେବେ ସେ ହେଉଛନ୍ତି ହଂସିକା ମୋତ୍ୱାନି।ତେବେ ଆପଣ ମାନେ ହଂସିକା ଙ୍କୁ ସାଉଥ୍ ଫିଲ୍ମର ମୁଖ୍ୟ ଭୂମିକା ରେ ଦେଖି ଥିବେ। ଖୁବ୍ କମ୍ ବୟସରୁ ସେ ତାଙ୍କ ଅଭିନୟ କରିବା ଆରମ୍ଭ କରିଥିଲେ, ଶିଶୁ କଳାକାର ଭାବେ ବେଶ୍ ପରିଚିତ। ବର୍ତ୍ତମାନ ସମୟରେ ସେ ବେଶ୍ ନାମ କମାଇ ପାରିଛନ୍ତି ଇଣ୍ଡଷ୍ଟ୍ରି ରେ। ନିଜର ବୋଲ୍ଡ ଲୁକ ଓ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ।

ହେଲେ ଏହି ବୋଲ୍ଡ ଲୁକ ପାଇଁ ମଧ୍ୟ ବିଭିନ୍ନ ଟ୍ରୋଲିଂ ର ଶିକାର ହେବାକୁ ପଡି ଥାଏ। ତେବେ ହଁସିକା ଙ୍କ ଭିନ୍ନ ଭିନ୍ନ ଫୋଟୋ ସୋସିଆଲ ମଡିଆରେ ଭାଇରାଲ୍ ହେବାକୁ ଲାଗିଛି। ନିକଟ ରେ ଏବେ ଗୋଟିଏ ହଂଶିକା ଙ୍କ ଭିଡିଓ ଭାଇରାଲ୍ ହେବାକୁ ଲାଗିଛି, ଯାହା ବିଷୟରେ ଆଜି ଆମେ ଆପଣ ଙ୍କୁ କହିବୁ। ସୋସିଆଲ ମିଡିଆରେ ଚର୍ଚ୍ଚା ରେ ଭିଡିଓ ପାଇଁ ଚର୍ଚ୍ଚା ରେ ଅଛନ୍ତି।

ବିଗତ କିଛି ଦିନ ତଳେ ଏୟାର ପୋର୍ଟ ରେ ଜିନସ୍ ପ୍ୟାଣ୍ଟ୍ କୁ ପିଙ୍କ୍ କଲର୍ ର ଲୁଫ ରେ ନଜର ଆସିଥିଲେ। ଏହି ଲୁକ ରେ ସେକ୍ସି ଓ ସ୍ତାଇଲିଶ୍ ର ନଜର ଆସିଥିଲେ,ହେଲେ ଅଧିକ ପବନ ହେତୁ ହଁଶିକା ଙ୍କ ଡ୍ରେସ୍ ଟି ଉଡି ଯାଇଥିଲା,ଫଳରେ ତାଙ୍କ କ୍ଲିଭେଜ ଏରିଆ ସ୍ପଷ୍ଟ ନଜର ଆସିଥିଲା ଯାହା ପାଇଁ ସେ ଲଜ୍ଜ୍ୟା ର ଶିକାର ହୋଇଥିଲା।

ସେହି ସମୟରେ ହଂସିକା ନିଜର ଡ୍ରେସ୍ କୁ ଠିକ୍ କରି ଥିଲେ ହେଲେ ପରେ ସମସ୍ତଙ୍କ ସାମ୍ନା ରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା। ତେବେ ତାଙ୍କର ଏହି ଭିଡ଼ିଓ ବହୁତ୍ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ। ଦର୍ଶକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇ ଥିଲେ।

ଏଥି ପାଇଁ ସେ ଉପ୍ସ ମୋମେନ୍ତ୍ ଏ ଶିକାର ହୋଇ ଥିଲେ। ତେବେ ହଂସିକା ତେଲଗୁ ଫିଲ୍ମ ବ୍ୟତୀତ ମାଲାୟଲମ୍ , ହିନ୍ଦୀ, ତାମିଲ,ଓ କାନାଡ ଫିଲ୍ମ୍ ମଧ୍ୟ କରି ଛନ୍ତି। ନିଜର ସୁନ୍ଦର ଅଭିନୟ ଦ୍ୱାରା ବହୁତ୍ ଲୋକ ପ୍ରିୟତା ହାସଲ କରିଛନ୍ତି। ଖୁବ୍ କମ୍ ବୟସରେ ହିନ୍ଦୀ ଇଣ୍ଡଷ୍ଟ୍ରି ଅଭିନୟ କରି ନାମ କମାଇ ପାରିଛନ୍ତି। ନିଜ ଫିଲ୍ମ୍ କ୍ୟାରିଅର ରେ ବହୁତ୍ କମ ସମୟରେ ସଫଳତା ହାସଲ କରିଛନ୍ତି। ସୁନ୍ଦର୍ ଅଭିନୟ ଯୋଗୁଁ ଦର୍ଶକ ଙ୍କ ମନ ରେ ଭଲ ପାଇବା ସୃଷ୍ଟି କରି ପାରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।