Ollywood industry -ଭଉଣୀ ବାହାଘରରେ ଅର୍ଚ୍ଚିତାଙ୍କ ଧମାକାଧାର ଡାନ୍ସ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି

0

ଆପଣ ମାନେ ସମସ୍ତେ ତ ସିନେମା ଦେଖିବା ପାଇଁ ବହୁତ ପସନ୍ଦ କରୁଥିବେ। ବର୍ତ୍ତମାନ ର ସମୟ ରେ ଦିନକୁ ଦିନ ଏହି ସିନେମା ର ଚାହିଦା ବଢିଚାଲିଛି। ଆମ ଓଡିଆ ସିନେମା ଜଗତ ମଧ୍ଯ ଦିନ କୁ ଦିନ ଉନ୍ନତି କଲାଣି। ଆମ ଓଡିଆ ସିନେମା ଜଗତ ରେ ମଧ୍ଯ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ସିନେମା କୁ ହିଟ୍ କରିବା ପାଇଁ ବହୁତ ଚେଷ୍ଟା ଚଲେଇଛନ୍ତି।

ତେବେ ଆଜି ଆମେ ଆପଣ ଙ୍କୁ ଓଡିଆ ସିନେମା ଜଗତ ର ଅର୍ଚ୍ଚିତା ସାହୁ ଙ୍କ ବିଷୟ ରେ କହିବୁ। ଓଡିଆ ସିନେମା ଜଗତ ର ଜଣେ ସଫଳତା ଲାଭ କରିଥିବା ନାୟିକା ହେଉଛନ୍ତି ଅର୍ଚ୍ଚିତା ସାହୁ। ଅନେକ ଚଳଚ୍ଚିତ୍ର ରେ ନିଜର ଅଭିନୟ ର ଦକ୍ଷତା ଦେଖାଇ ଦର୍ଶକ ଙ୍କ ମନକୁ ବେଶ୍ ଜିଣି ପାରିଛନ୍ତି ଅର୍ଚ୍ଚିତା ସାହୁ। ଏବଂ ଲୋକ ମାନଙ୍କୁ ବେଶ୍ ପସନ୍ଦ ଆସିଛନ୍ତି।

ତେବେ ଯଦି ଓଡିଆ ସିନେମା ଜଗତ ର ଗ୍ଲାମରିୟସ୍ ହିରୋଇନ ବୋଲି କାହାକୁ କୁହାଯାଏ ତେବେ ସେ ଆଉ କେହି ନୁହନ୍ତି ବରଂ ଅର୍ଚ୍ଚିତା ସାହୁ। ତେବେ ନିକଟ ରେ ସେ ତାଙ୍କର ଏକ ଫ୍ୟାମିଲି ୱେଡିଙ ଅର୍ଥାତ୍ ନିଜର ସାନ ଭଉଣୀ ଏବଂ ସିଷ୍ଟର ଇନ୍ ଲ ଙ୍କ ବିବାହ ରେ ଯୋଗ ଦେଇଥିଲେ ଅର୍ଚ୍ଚିତା। ତେବେ ଅର୍ଚ୍ଚିତା ଙ୍କ ସହିତ ତାଙ୍କର ଅନ୍ୟ ଭଉଣୀ ମାନେ ଏହି ୱେଡିଙ ରେ ଯୋଗ ଦେଇ ଖୁବ୍ ମଜା ମଜଲିସ କରିଥିଲେ। ଏବଂ ଫଟୋ ମଧ୍ଯ ଉଠେଇ ଥିଲେ।

ଯେଉଁ ଥିରେ ଅର୍ଚ୍ଚିତା ଏକ ହଲଦିଆ ରଙ୍ଗର ଗାଉନ୍ ପିନ୍ଧି ବହୁତ ସୁନ୍ଦର ଦେଖା ଯାଉଥିବା ର ଦେଖାଯାଇଛନ୍ତି। ଏବଂ ଏହା ସହିତ ବହୁ ଅଳଙ୍କାର ରେ ସଜେଇ ହୋଇଥିବା ର ଦେଖାଯାଇଛନ୍ତି। ତେବେ ସୋସିଆଲ ମିଡିଆ ରେ ଏହି ଫଟୋ କୁ ଦେଖି ତାଙ୍କର ଅନେକ ଫ୍ୟାନ ତାଙ୍କୁ କମେଣ୍ଟ ସେକ୍ସନ ରେ କହିଛନ୍ତି ଦିଦି ଆପଣ କେବେ ମ୍ୟାରେଜ କରୁଛନ୍ତି।

ଅଥଚ ଏହି ବିଷୟ ରେ ଅର୍ଚ୍ଚିତା କିଛି କହିନାହାନ୍ତି। କିନ୍ତୁ ତାଙ୍କ ମାଆ, ଏବଂ ଭଉଣୀ କହିଛନ୍ତି ଯେ ସେ ବହୁ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବେ। ତେବେ ଦେଖାଯାଉ କେବେ ଓଲିଉଡ ର ଏହି ନାୟିକା ବିବାହ ବନ୍ଧନ ରେ ବାନ୍ଧି ହେଉଛନ୍ତି ଏବଂ କିଏ ହେବେ ସେହି ଭାଗ୍ଯଶାଳୀ ବ୍ଯକ୍ତି ଯାହାର ହାତ ଧରିବେ ଅର୍ଚ୍ଚିତା। ଅଲିଉଡ୍ ଜଗତ ରେ ଏହି ଅଭିନେତ୍ରୀ ବହୁ ଦିନରୁ ଚାଲି ଆସୁଛନ୍ତି ଏବଂ ଏବେବି ସକ୍ରିୟ ଅଛନ୍ତି ଏବଂ ଲୋକେ ମଧ୍ଯ ତାଙ୍କୁ ଏବେବି ପସନ୍ଦ କରୁଛନ୍ତି।

ଅଭିନୟ ରେ ତାଙ୍କର ଯେତିକି ଦକ୍ଷତା ଦେଖିବା ପାଇଁ ମଧ୍ଯ ସେତିକି ସୁନ୍ଦର ଅର୍ଚ୍ଚିତା। ତେବେ ତାଙ୍କର ଭଉଣୀ ଙ୍କ ବିବାହ ରେ ସେ ବହୁତ ଖୁସି ଥିବାର ଜଣା ପଡୁଛି ଏବଂ ଏହି ବିବାହ ରେ ଅନ୍ୟ ଭଉଣୀ ମାନଙ୍କ ସହିତ ବେଶ୍ ନାଚ, ଗୀତ ମଧ୍ଯ କରିଛନ୍ତି ଏବଂ ଦେଖାଯାଉ ଅର୍ଚ୍ଚିତା କେବେ ବିବାହ ବନ୍ଧନ ରେ ବାନ୍ଧି ହେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।