ଦେଖନ୍ତୁ ଭିଡ଼ିଓ – ବାହାଘର ପରେ ଶାଶୁ ଘରେ କେମିତି ଦିନ କାଟୁଛନ୍ତି ଓଡ଼ିଆ ଲୋକ ପ୍ରିୟ ସିଙ୍ଗର ଦୀପ୍ତିରେଖା…

0

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ,କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି 2 ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ। ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି।

ତେବେ ଆମ ରାଜ୍ୟ ରେ ମେଲ୍ ସିଙ୍ଗର୍ ମାନଙ୍କ ଭିତରୁ ଦେଖିବାକୁ ଗଲେ ସବୁଠୁ ଆଗରେ ହ୍ୟୁମନ୍ ସାଗର ଥିଲେ ଏବଂ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଆଉ ଜଣେ ମେଲ୍ ସିଙ୍ଗର୍ ହ୍ୟୁମନ୍ ସାଗର ଙ୍କ ର ସେହି ଜାଗା କୁ ନେବାକୁ ବସିଲେଣି, ସ୍ୱୟଂ ପାଢୀ ,ତେବେ ସେ ମଧ୍ୟ ଓଲିଉଡ଼ ର ଜଣେ ଫମେସ୍ ସିଙ୍ଗର୍।ତେବେ ଖାଲି ଏମାନେ ଫେମସ୍ ନୁହନ୍ତି।

ତେବେ ଅନେକ ଫିମେଲ୍ ସିଙ୍ଗର୍ ମାନେ ମଧ୍ୟ ଅନେକ ଭଲ ଭଲ ଗୀତ ଦର୍ଶକ ମାନଂକୁ ଯୋଗାଇ ଦେଇଛନ୍ତି। ଆଜି ଆମେ ଏମିତି ଜଣେ ଫିମେଲ୍ ସିଙ୍ଗର ଙ୍କ ବିଷୟରେ ଜାଣିବା ଯିଏ ନିକଟରେ ବିବାହ କରିଛନ୍ତି ।ଆସନ୍ତୁ ଜାଣିବା ବିବାହ ପରେ ଶାଶୁଘରେ କେମିତି ରହୁଛନ୍ତି ଦୀପ୍ତିରେଖା।

ତେବେ ଓଲିଉଡ୍ ସବୁଠାରୁ ସୁପରହିଟ୍ ଏବଂ ବହୁତ ଫେମସ୍ ଫିମେଲ୍ ସିଙ୍ଗର୍ ହେଉଛନ୍ତି ଦୀପ୍ତିରେଖା ଯାହାଙ୍କ ପୂରା ନାମ ହେଉଛି ଦୀପ୍ତିରେଖା ପାଢୀ। ସିଏ ଅନେକ ସୁପରହିଟ୍ ସଙ୍ଗ୍ ସବୁ ଲୋକ ମାନଙ୍କୁ ଭେଟି ଦେଇଦେଇଛନ୍ତି ଆଉ ସେ ଅନେକ ଭଲ ଗୀତରେ ନିଜର କଣ୍ଠଦାନ ମଧ୍ୟ କରିଛନ୍ତି। ତେବେ ସେ ନିକଟରେ ସୌମୟରଞ୍ଜନ ଙ୍କ ହାତ ଧରିଥିଲେ ଦିପ୍ତିରେଖା ।

ସେମାନେ ବହୁତ୍ ଧୁମ୍ ଧାମରେ ଖୋର୍ଦ୍ଧା ରେ ଏକ ହୋଟେଲ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।ଭୁବନେଶ୍ଵର ର ଜଣେ ବହୁତ ବଡ ବିଜନେସ୍ ମେନ୍ ଙ୍କୁ ବିବାହ କରିଥିଲେ। ସେ ତାଙ୍କ ଶାଶୂଘର ଲୋକ ମାନଙ୍କ ସହ ବହୁତ ଖୁସି ରେ ମଧ୍ୟ ଅଛନ୍ତି। ଆପଣ ମାନେ ଜାଣିଥିବେ ସେ ବର୍ତ୍ତମାନ ନିଜ ଶାଶୁଘରେ ଅର୍ଥାତ୍ ଖୋର୍ଦ୍ଧା ରେ ରହୁଛନ୍ତି। ଏବଂ ସେହିଠାରୁ ସେ ନିଜ ସୁଟିଂ ସେଟ୍ କୁ ଯାଉଛନ୍ତି ତେଣିକି ସେ ସାରେଗାମା ପା ସୋ ହେଉ କିମ୍ବା ମଞ୍ଜରୀ ଟିଭି ରେ ଅଭିନୟ କରିବା ହେଉ ସେ ସେହି ଠାରୁ ସୁଟିଂ ସେଟ୍ କୁ ଯାଉଛନ୍ତି ।

ତେବେ ସେ ସଂଗୀତ ହେଉ କିମ୍ବା ଅଭିନୟ ହେଉ ସବୁଠି ସେ ନିଜର ଯାଦୁ ଦେଖାଉ ଅଛନ୍ତି। ତେବେ ସୌମ୍ୟରଞ୍ଜନ ଙ୍କ ହାତ ଧରିବା ପରେ ସେ ଶାଶୁଘରେ କାର୍ଯ୍ୟ ତୁଲାଇବା ସହିତ ମଞ୍ଜରୀ ଟିଭି ରେ ପ୍ରସାରଣ ହୋଇଥିବା ମା ଧାରାବାହିକ ରେ ଅଭିନୟ କରୁଛନ୍ତି। ତେବେ ବିବାହ ପରେ ସେ ଏହି ସବୁ ଧାରାବାହିକ ଠାରୁ ଦୂରେଇ ଯାଇଥିଲେ । ତେବେ ସେ ଏକ ବଡ଼ ପ୍ରୋଜେକ୍ଟ ରେ କାମ କରିବାକୁ ଯାଉଛନ୍ତି, ପ୍ରେମାନନ୍ଦ ଙ୍କ ଫିଲ୍ମ ରେ ସେ ନିଜର କଣ୍ଠ ପ୍ରଦାନ କରିବେ ଓ ଏହା ଖୁବ୍ ଶିଘ୍ର ପ୍ରେଖ୍ୟାଳୟ କୁ ଆସିବ ବୋଲି ଜଣା ପଡିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।