Intresting GK Question -ଏହି ଫୁଲର ନାମ କ’ଣ କେହି ଜାଣିଛନ୍ତି ? ଓଡିଆ ଘରର ଲୋକ ହିଁ ଏହାର ସଠିକ୍ ଉତ୍ତର ଦେଇପାରିବେ , ଆପଣ କହିପାରିବେ କି ଏହାର ଉତ୍ତର କଣ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ସାଧାରଣ ଜ୍ଞାନ ପଢିବା ଦ୍ୱାରା ମନୁଷ୍ୟ ସମସ୍ତ ପ୍ରକାର ଜିନିଷ ବିଷୟରେ ଜ୍ଞାନ ଆହରଣ କରି ଥାଏ।

ସାଧାରଣ ଜ୍ଞାନ ପଢିବା ଦ୍ଵାରା ଦେଶ ବିଦେଶ ର ଅନେକ କିଛି ରୋଚକ କଥା ଜାଣିବା ପାଇଁ ମିଳିଥାଏ।ସାଧାରଣ ଜ୍ଞାନ ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ।ବର୍ତ୍ତମାନ ସମୟରେ ସାଧାରଣ ଜ୍ଞାନ ସମସ୍ତ କ୍ଷେତ୍ରରେ ଆବଶ୍ୟକ ହେଉଛି।କୌଣସି ପରୀକ୍ଷା ହେଉ କିମ୍ବା କୌଣସି ଚାକିରୀ କ୍ଷେତ୍ରରେ ହେଉ ସବୁ ଠାରେ ସାଧାରଣ ଜ୍ଞାନ ଆବଶ୍ୟକ ହେଉଛି,କିନ୍ତୁ ଅଧିକ ଭାବରେ ସାଧାରଣ ଜ୍ଞାନ ଚାକିରୀ କ୍ଷେତ୍ରରେ ହେଉଥିବା ଇଣ୍ଟରଭ୍ୟୁ ରେ ଆବଶ୍ୟକ ହେଉଛି।ଯେ କୌଣସି ଚାକିରୀ ହେଉ ସବୁଥିରେ ସାଧରଣ ଜ୍ଞାନ ର ବହୁତ ଆବଶ୍ୟକ ହୋଇଥାଏ।

ସାଧାରଣ ଜ୍ଞାନ ବର୍ତ୍ତମାନ ସମୟରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ା ଯାଉଛି।ଦେଶର ସବୁଠାରୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ମଧ୍ୟ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଆସିଥାଏ।କେବଳ ପରୀକ୍ଷା ରେ ନୁହେଁ ବରଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଉତ୍ତର ବିଷୟରେ କହିବାକୁ ଯାଉଛୁ ତାହା ଆପଣ ଆଗରୁ କେବେ ମଧ୍ୟ ଦେଖି ନ ଥିବେ ବା ଜାଣି ନ ଥିବେ।ଯଦି ଆପଣ କୌଣସି ପରୀକ୍ଷା କିମ୍ବା ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ ଏହାକୁ ନିଶ୍ଚିନ୍ତ ପଢ଼ନ୍ତୁ।କାରଣ ଏଥିରୁ ଅନେକ ଜାଣିବା ଭଳି ଜ୍ଞାନ ଆପଣ ଆହରଣ କରିପାରିବେ।ତେବେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକ ସମ୍ପର୍କରେ ଆଲୋଚନା କରିବା।

୧.ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କର ନାମ କଣ ?
ଉତ୍ତର–ହରେକୃଷ୍ନ ମହତାବ

୨.ବୃକ୍ଷ ରେ ଫଳୁଥିବା ସବୁଠାରୁ ବଡ଼ ଫଳ ର ନାମ କଣ?
ଉତ୍ତର- ପଣସ

୩.ସଂସାର ର ସବୁଠାରୁ ବଡ଼ କଇଁଛ କେଉଁଠାରେ ଦେଖିବାକୁ ମିଳିଥାଏ?
ଉତ୍ତର-ଅଷ୍ଟ୍ରେଲିଆ।

୪.ଆଧୁନିକ ଯୁଗର ମୀରା ନାମ ରେ କିଏ ଜଣା ଯାଇଥାନ୍ତି?
ଉତ୍ତର-ମହାଦେବୀ ବର୍ମା।

୫.ହଳଦିଆ ନଦୀ କେଉଁ ଦେଶରେ ଅବସ୍ଥିତ?
ଉତ୍ତର-ଚୀନ ରେ।

୬.ୟୁରିଆ ଶରୀରର କେଉଁ ଅଙ୍ଗ ରେ ତିଆରି ହୋଇଥାଏ?
ଉତ୍ତର-ଲିଭର୍ ରେ।

୭.କେଉଁ ପକ୍ଷୀ କାନ ଦ୍ଵାରା ଦେଖିଥାଏ?
ଉତ୍ତର-ଚମଗାଦଡ଼।

୮.ଗୁଗଲ ର ସ୍ଥାପନା କେବେ ହୋଇଥିଲା?
ଉତ୍ତର-ସେପ୍ଟେମ୍ବର ୪,୧୯୯୮ ମସିହାରେ।

୯.ଦୁନିଆରେ କେଉଁ ଦେଶର ମୁଦ୍ରା ସବୁଠାରୁ ଶସ୍ତା ଅଟେ?
ଉତ୍ତର-ଭିଏତନାମ।

୧୦.ସ୍କର୍ବୀ ରୋଗ କେଉଁ ଭିଟାମିନର ଅଭାବରେ ହୋଇଥାଏ?
ଉତ୍ତର-ଭିଟାମିନ ସି।

11- ଏହି ଫୁଲର ନାମ କ’ଣ କେହି ଜାଣିଛନ୍ତି ?

ଉତ୍ତର – ଅରଖ ଫୁଲ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।