rasifala – ପବିତ୍ର ମାଘ ମାସ ଦୀର୍ଘ ୫୧ ବର୍ଷ ପରେ ପ୍ରସନ୍ନ ହେଲେ ଶିବ ପାର୍ବତୀ ଏହି ୭ ଟି ରାଶିର ଭଗ୍ୟ ବଦଳିଯିବ

0

ତେବେ ଆମେ ବହୁତ୍ ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା କରିଥାଉ ,କିନ୍ତୁ ଦେବ ଙ୍କ ଦେବ ମହାଦେବ ଙ୍କ ର ମହିମା ଏବଂ କୃପା କିଛି ଅଲଗା ହୋଇ ଥାଏ ଓ ବହୁତ୍ ନିଆରା ମଧ୍ୟ । ମହାଦେବ ହେଉଛନ୍ତି ଅନାଦ ତାଙ୍କର ନା ଆରମ୍ଭ ଅଛି ନା ଅନ୍ତ ଏବଂ ସେ ହେଉଛନ୍ତି ସ୍ଵୟଂଭୂ , ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ ଏବଂ ସେ ସୃଷ୍ଟି ର ବିନାଶକ ମଧ୍ୟ ଅଟନ୍ତି । ସେ ରୁଦ୍ର ବି ସେ ମଧ୍ୟ ଶାନ୍ତ ଭୋଳାନାଥ ବି, ତାଙ୍କ କ୍ରୋଧ ଠୁ କେହି କେବେ ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା କିମ୍ବା ପ୍ରସନ୍ନ କରିବା ଅନ୍ୟ ଦେବୀ ଦେବତା ଙ୍କ ଠାରୁ ଅତି ସହଜ।

ମହାଦେବ ଙ୍କ ବାହାନ ହେଉଛନ୍ତି ବୃଷଭ ଏବଂ ସିଏ ସବୁବେଳେ ମହାଦେବ ଙ୍କ ପାଖରେ ରହି ଥାଆନ୍ତି ଓ ବୃଷଭ ମଧ୍ୟ ଧର୍ମ ର ପ୍ରତୀକ ଅଟନ୍ତି । ତେବେ ବହୁ ବର୍ଷ ପରେ ଏବେ ଏକ ଶୁଭ ସୋଞ୍ଜୋଗ ହେବାକୁ ଯାଉଛି ଯାହାର ପ୍ରଭାବ ରେ କିଛି ରାଶି ର ଭାଗ୍ୟ ଖୋଲି ଯିବ ।ତେବେ ଚାଲନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ ।

ତେବେ ପବିତ୍ର ମାଘ ମାସ । ଦୀର୍ଘ ୫୧ ବର୍ଷ ପରେ ପ୍ରସନ୍ନ ହେଲେ ଶିବ ପାର୍ବତୀ। ତେବେ ଗ୍ରହ ମାନଙ୍କ ର ଗତି ବିଧି ରେ ପରିବର୍ତ୍ତନ କାରଣ ରୁ ସମସ୍ତ ବ୍ୟକ୍ତି ମାନଙ୍କ ର ଜୀବନ ପ୍ରଭାବିତ ହୋଇ ଥାଏ । ତେବେ ଯଦି କୌଣସି ବ୍ୟକ୍ତି ର ରାଶି ରେ ଗ୍ରହ ମାନଙ୍କ ର ସ୍ଥିତି ଠିକ୍ ରହି ଥାଏ । ତେବେ ତାହାର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡି ଥାଏ

,ହେଲେ ଯଦି ଗ୍ରହ ମାନଙ୍କ ର ସ୍ଥିତି ଠିକ୍ ରହି ନ ଥାଏ ତେବେ ବ୍ୟକ୍ତି ମାନଙ୍କୁ ବହୁତ୍ ସମସ୍ୟା ର ସାମ୍ନା କରିବାକୁ ପଡି ଥାଏ ସେଥି ପାଇଁ ସେ ବ୍ୟକ୍ତି ମାନଙ୍କ ଜୀବନ ରେ ରାଶି ଓ ନକ୍ଷତ୍ର ମାନଙ୍କ ର ବହୁତ ମହତ୍ୱ ରହିଛି । ତେବେ ଜ୍ୟୋତିଷ ଶାସ୍ତ୍ର ର ଗଣନା ଅନୁସାରେ ଆସନ୍ତା ମାସ ଅର୍ଥାତ୍ ପବିତ୍ର ମାଘ ମାସ ଠାରୁ ଗ୍ରହ ମାନଙ୍କ ମଧ୍ୟ ରେ ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି ।

ତେବେ ଏହି ରାଶି ର ବ୍ୟକ୍ତି ମାନଙ୍କୁ ଭଗବାନ୍ ଶିବ ଏବଂ ମାତା ପାର୍ବତୀ ଙ୍କ କୃପା ରୁ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ମିଳିବ । କମ୍ପାନୀ ତରଫ ରୁ ବିଦେଶ ଯାତ୍ରା କରିବାର ଯୋଗ ରହିଛି ଏବଂ ଏହା ଦ୍ବାରା ଆପଣ ବିଶେଷ ଲାଭ ବାନ୍ ହେବେ ନିଜର ବୁଦ୍ଧି ମତା କାରଣ ରୁ ଆପଣ ପ୍ରଚୁର ଧନ ଉପାର୍ଜନ କରିବେ । ଶିଳ୍ପ ,ବାଣିଜ୍ୟ ବ୍ୟବସାୟ ,ପରିବହନ ଓ ନିର୍ମାଣ କ୍ଷେତ୍ର ରେ ଉନ୍ନତ ମାନର ଫଳ ପାଇବେ । ତେବେ ଏହି ରାଶି ର ବ୍ୟକ୍ତି ମାନଙ୍କ ଦାମ୍ପତ୍ୟ ଜୀବନ ବହୁତ୍ ସୁଖ ମୟ ହେବ ଏବଂ ପ୍ରେମ ଜୀବନ ରେ ଅଧିକ ଘନିଷ୍ଟତା ହେଲେ ସେହି ପ୍ରେମ ଜୀବନ କୁ ସୁଖ ମୟ କରିବ ।

ତେବେ ଏହି ସବୁ ରାଶି ମାନ ହେଉଛନ୍ତି, ମେଷ ରାଶି, ବୃଷ ରାଶି, ସିଂହ ରାଶି, ବିଛା ରାଶି ,ଧନୁ ରାଶି, କୁମ୍ଭ ରାଶି ଏବଂ ମୀନ ରାଶି । ତେବେ ଏହି ସବୁ ଥିଲା ସେହି ସବୁ ରାଶି ଗୁଡ଼ିକ ଯେଉଁ ସବୁ ରାଶି ର ଲୋକ ମାନଙ୍କ ଭାଗ୍ୟ ବଦଳି ଯିବ । ତେବେ ଆଶା କରୁଛୁ ଏହି ସବୁ ତଥ୍ୟ ଜାଣିବା ପରେ ଆପଣ ମାନେ ନିଶ୍ଚିତ ଖୁସି ହୋଇ ଥିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।