Vastu tips – ଗାଈ ପାଦ ର ମାଟି ଭିକାରୀ କୁ କରିଥାଏ କୋଟିପତି, ତେବେ କେଉଁ ଉପାୟରେ ଏହା ସଫଳ ହୋଇ ପାରିବ , ଆସନ୍ତୁ ଜାଣିବା

0

ତେବେ ଆମେ ଜାଣିଛୁ ଯେ ଗୋରୁ ମାତା ଙ୍କ ଦେହ ରେ ୩୩ କୋଟି ଦେବା ଦେବୀ ଙ୍କ ର ବାସ ସ୍ଥାନ । ଗୋରୁ ମାତା ଙ୍କୁ ଆମ ସଂସ୍କୃତି ଅନୁସାରେ ଆମେ ମାତା ବୋଲି ମାନି ଥାଉ ଏବଂ ପୂଜା ମଧ୍ୟ କରିଥାଉ । ତେବେ ଗୋରୁ ମାତା ଙ୍କ ପାଦ ର ମାଟି କୁ କେମିତି ବ୍ୟବହାର କଲେ ଘରେ ସୁଖ ସମ୍ବୃଦ୍ଧି ବଢ଼ି ଚାଲିବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ତେବେ ଯେଉଁ ଲୋକ ର ଘରେ କୌଣସି ବି ସମସ୍ୟା ଲାଗି ରାହୁ ଥାଏ ବା ଘରେ କେହି ରୋଗ ଗ୍ରସ୍ତ ଅଛନ୍ତି ଅଥବା ଆର୍ଥିକ ସମସ୍ୟା ଲାଗି ରହୁଛି , ବ୍ୟବସାୟ ର ଉନ୍ନତୀ ଚାହାଁନ୍ତି , ନିଜ ଘରେ ସକାରାତ୍ମକ ଉଜ୍ଜା ର ବୃଦ୍ଧି ଘଟୁ ବୋଲି ଚାହୁଁ ଥାଆନ୍ତି ଘରେ ସୁଖ ସମ୍ବୃଦ୍ଧି ବଢ଼ି ଚାଲୁ ବୋଲି ଚାହୁଁ ଥାନ୍ତି ,ଗୃହସ୍ଥ ସୁଖ ପାଇବାକୁ ଚାହୁଁ ଥାଆନ୍ତି ତେବେ ଏହି ସବୁ ସମସ୍ୟା କୁ ଦୂର କରି ସୁଖ ଶାନ୍ତି ଆଣି ଦେବ ଏହି ଉପାୟଟି।

*ତେବେ ଏହି ଉପାୟ ଟି ସେହି ଲୋକ ମାନଙ୍କ ପାଇଁ ଫାଇଦା ଦାୟକ ହୋଇଥାଏ ଯେଉଁ ମାନଙ୍କ ର ଗର୍ଭ ସମସ୍ୟା ଲାଗି ରହୁଥିବ । ଯେଉଁ ନାରୀ ଙ୍କ ର ସନ୍ତାନ ହେଉ ନାହିଁ ବା ସନ୍ତାନ ଗର୍ଭ ରେ ରହିବା ପରେ ଅନେକ ସମସ୍ୟା ଦେଖା ଦେଇଛି , ଗର୍ଭ ପାତ ଅବା ମୃତ ସନ୍ତାନ ଜନ୍ମ ହେଉଛନ୍ତି ତେବେ ଏହି ସବୁ ଉପାୟ ମାନ କରନ୍ତୁ । ତେବେ ବହୁତ୍ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ର ଖୁବ୍ ସମ୍ପତି ମଧ୍ୟ ଥାଏ କିନ୍ତୁ ତାହାକୁ ଉପଭୋଗ କରି ପାରନ୍ତି ନାହିଁ । ତେବେ ଏହି ସବୁ ସମସ୍ୟା ର ମୁକ୍ତି ପାଇବା ପାଇଁ ଏବଂ ନବ ଗ୍ରହ କୁ ଶାନ୍ତ କରିବା ପାଇଁ ଉପାୟ ଟିଏ କରନ୍ତୁ ।

ତେବେ ଆମେ ଏହା ମଧ୍ୟ ଜାଣିଛୁ ଯେ ଗାଈ ର ମୂତ୍ର ରେ ଔଷଧିୟ ଗୁଣ ମଧ୍ୟ ଥାଏ । ଯାହାକୁ ଚିକିତ୍ସା ରେ ପ୍ରୟୋଗ କରା ଯାଇ ଥାଏ । ଆମେ ଗାଈ ର କ୍ଷୀର ଏବଂ ଗାଈ ର ଗୋବୋର କୁ ମଧ୍ୟ ବ୍ୟବହାର କରିଥାଉ । ଏହା ଛଡ଼ା ଗାଈ ର ଆଖ ପାଖ ରେ ରହିଲେ ମନୁଷ୍ୟ ର ମାନସିକ ଚିନ୍ତା ମଧ୍ୟ ଦୂର ହୋଇ ଥାଏ । ତେବେ ସକାଳୁ ସକାଳୁ ଗାଈ କୁ ଚାରା, ଗୁଡ ଓ ରୁଟି ଖାଇବାକୁ ଦେଲେ ଜାତକ ର ସମସ୍ତ ଦୋଷ ଦୂର ହୋଇ ଥାଏ ଏବଂ ପିତୃ ଦୋଷ ମଧ୍ୟ ଦୂର ହୋଇ ଥାଏ ।

*ଯଦି ଆପଣ କୌଣସି କର୍ମ ରେ ଯାତ୍ରା କରୁ ଥାନ୍ତି ଏବଂ ବାଟରେ ଗାଈ ଦେଖନ୍ତି ତେବେ ଆପଣଙ୍କ ର ଯାତ୍ରା ସଫଳ ହୋଇ ଥାଏ ।ଏଥି ପାଇଁ ପ୍ରଥମେ ଚୟନ କରିବେ ଯେଉଁଠି ଗାଈ ମାନେ ବନ୍ଧା ଯାଇ ଥିବେ ସେହି ଜାଗା ରୁ ଗାଈ ର ପାଦ ରୁ ମାଟି କୁ ନେଇ ଆସିବେ ଏବଂ ଏହା ପରେ ସେଥିରେ ଗଙ୍ଗା ଜଳ ମିଶାଇ ଛୋଟ ଛୋଟ ଗୋଲା କରି ତାହାକୁ ୭ ଟି ଗୋଲା କରିବେ ଏବଂ ଆପଣ ରାତି ରେ ଶୋଇବା ସମୟରେ ସେହି ଗୋଲା ଗୁଡ଼ିକୁ ତକିଆ ତଳେ ରଖି ଶୋଇବେ ଏବଂ ତା ପର ଦିନ ସକାଳୁ ଉଠି ସେହି ଗୋଲା ରୁ ଗୋଟିଏ ଗୋଲା କୁ ଅସ୍ତ ଗଛ ମୂଳ ରେ ଚଢାଇ ଦେବେ । ତେବେ ଏହି ପରି ଯଦି ଆପଣ ୧୫ ଦିନ କରିବେ ତେବେ ଆପଣଙ୍କ ର ଜୀବନ ରେ ଅନେକ ପ୍ରକାର ର ସମସ୍ୟା ମାନ ଦୂର ହୋଇ ଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।