ଦେଖନ୍ତୁ ଭିଡ଼ିଓ – ପୁଣି ସୋସିଆଲ ମିଡିଆରେ Viral ହେଲା ରାତି ଅଧରେ ନିଛାଟିଆ ରାସ୍ତାରେ ଜବରଦସ୍ତି ରୋମାନ୍ସ ଭିଡ଼ିଓ ଏହା CCTV ରେ ରେକର୍ଡ ରେକର୍ଡ ହୋଇଗଲା ..

0

ପ୍ରତିଦିନ ସକାଳେ ଆପଣ ମାନେ ଅନେକ ଖବର ର ସଂସ୍ପର୍ଶ ରେ ଆସୁଥିବେ। ଖବର କାଗଜ ରେ ଏମିତି କିଛି ଖବର ଦେଖିବା ପାଇଁ ପାଉଥିବେ ଯାହା ଆପଣଙ୍କୁ ଭୟଭୀତ ଏବଂ ଆତଙ୍କିତ କରି ଦେଉଥିବ। ଆମର ବିଞ୍ୟାନ ଏବଂ ଟେକ୍ନୋଲୋଜି ର ଉନ୍ନତି ହେବା ଦ୍ବାରା ଆମେ କେବଳ ଆମ ଦେଶ ର ନୁହଁ ବରଂ ବିଦେଶ ର ଖବର କୁ ମଧ୍ଯ ଖୁବ୍ କମ୍ ସମୟ ରେ ଜାଣି ପାରୁଛୁ। ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ମାନେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଛନ୍ତି,ଯାହା ଫଳରେ ଦେଶ ବିଦେଶ ର ଅନେକ ଘଟଣା ସହଜରେ ଦେଖିବାକୁ ପାଇ ଯାଉଛନ୍ତି।

ତେବେ ସୋସିଆଲ ମିଡିଆ କୁ ବ୍ୟବହାର କରି ଅନେକ ଅସାଧୁ ଏବଂ ମନ୍ଦ ପ୍ରବୃତ୍ତି ର ଲୋକମାନେ ପ୍ରତିଦିନ ଅନ୍ୟାୟ ଓ ଅନୀତିକର ଘଟଣା ସବୁ ଘଟାଇଥାନ୍ତି,କିନ୍ତୁ ଡିଜିଟାଲ ଯୁଗର ଟେକ୍ନୋଲୋଜି ର ଡେଭଲପମେଣ୍ଟ ଦ୍ବାରା ବହୁତ୍ ସମୟରେ ଅପରାଧୀ କୁ ଧରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଅପରାଧୀ ବା ଦୁର୍ବୃତ୍ତ ମାନଙ୍କ ର ଏଭଳି ଅପରାଧ ବା ଘଟଣା ବହୁ ସମୟ ରେ ଅନେକ ମାତ୍ରାରେ ଦେଖିବାକୁ ମିଳୁଛି। ବହୁ ଲୁଟେରା ଏବଂ ଦୁର୍ବୃତ୍ତ ମାନେ ତାଙ୍କର କଳା କାରନାମା ମାନ ପ୍ରାୟତଃ ରାତ୍ରି ସମୟରେ ଆରମ୍ଭ କରି ଦିଅନ୍ତି,ଆଉ ସେତେବେଳେ ଆଇନ୍ କାନୁନ୍ ଏମାନଙ୍କ ଆଗରେ ହୋଇଯାଏ ତୁଚ୍ଛ। ସତେ ଯେମିତି ଏଥିପ୍ରତି କାହାର ଧ୍ୟାନ ମଧ୍ୟ ନାହିଁ।

ତେବେ ଦିନକୁ ଦିନ ଏହିଭଳି ଅରାଜକତା ଆମ ସମାଜରେ ବଢ଼ି ବଢ଼ି ଚାଲିଛି। ଆଇନ୍ କୁ ଆଖି ଠାର ମାରି ଦିନ ଦୁଇ ପ୍ରହର ରେ ଏମାନେ କରିଥାନ୍ତି ଏଭଳି ଅମାନୁଷିକ କାଣ୍ଡ ଏବଂ ରଚିଥାନ୍ତି ଅପରାଧ ର ନୂଆ ଫର୍ଦ୍ଦ,ଯାହାକୁ ଦେଖିଲେ ସାଧାରଣରେ ଯିଏ ବି ହେଉ ନା କାହିଁକି ଭୟଭୀତ ହୋଇଯିବା ଟା ସ୍ୱାଭାବିକ। ଅନେକ ସମୟ ରେ ନିଜ ଜୀବନକୁ ଡରି ସାମ୍ନା କୁ ଆସିବାକୁ ସାହସ କରୁ ନାହାନ୍ତି  ଲୋକ ମାନେ।

ତେବେ ନିକଟରେ ଘଟି ଯାଇଛି ଏମିତି ଏକ ଘଟଣା ଯାହା ହୃଦୟ ବିଦାରକ ଅଟେ।ଯାହାକୁ ଶୁଣିଲେ ଆପଣ ମଧ୍ୟ ଆତଙ୍କିତ ହୋଇଯିବେ। ଘଟଣା ଟି ହେଉଛି ଜଣେ ଯୁବତୀ ପୁଣି ଥରେ ରାତ୍ରି ସମୟରେ ଅପରାଧୀ ଙ୍କ ଅପରାଧ ର ଶିକାର ହୋଇଛନ୍ତି। ଏକ ଛାତିଥରା ଭୟାନକ ଆକ୍ରମଣ ସହ ଅପହରଣ ର ଶିକାର ହୋଇଛନ୍ତି ଏହି ଯୁବତୀ। ଯାହାକି ଅମାନୁଷିକତା ର ଆଉ ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛି। ତେବେ ସମ୍ପୂର୍ଣ୍ଣ ଘଟଣା ଟି ଘଟିଛି ବେଙ୍ଗାଲୁରୁ ରେ ଏବଂ ଏକ ସିସିଟିଭି ରେ ପୂରା ଘଟଣା ଟି ରେକର୍ଡ ହୋଇଯାଇଛି ।

ଘଟଣା ଟି ନବ ବର୍ଷ ରେ ଘଟିଛି, ଜଣେ  ଯୁବତୀ ଜଣଙ୍କୁ ଦୁଇଜଣ ବ୍ୟକ୍ତି ଜୋର୍ ଜବରଦସ୍ତ ଗାଡ଼ିରେ ବସାଇ କୁଆଡେ ନେଇ ଯାଉଛନ୍ତି। ଯୁବତୀ ଜଣଙ୍କ ନିଜକୁ ବଞ୍ଚାଇବାକୁ ବହୁତ୍ ଚେଷ୍ଟା କରୁଛନ୍ତି। ସେମାନଙ୍କ ଠୁ ଖସିଯିବା ପାଇଁ ବହୁତ ଚେ଼ଷ୍ଟା କରୁଛନ୍ତି,କିନ୍ତୁ ସେ ଏଥିରେ ସେ ଅସଫଳ ହୋଇଛନ୍ତି । ଶେଷରେ ସେ ଏହି ଦୁର୍ବୃତ୍ତ ମାନଙ୍କ ଶିକାର ହୋଇ ଅପହରଣ ଶିକାର ହେଉଛନ୍ତି ଏବଂ ସମ୍ପୂର୍ଣ୍ଣ ଘଟଣା ଟି ଏଠାରେ ଲାଗିଥିବା ସିସିଟିଭି ରେ ରେକର୍ଡ ହୋଇଯାଇଥିଲା। ଏବଂ ଏହା ଭାଇରାଲ ହେବାକୁ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।