ସୋସିଆଲ ମିଡିଆରେ ଭାଇରାଲ ହେଲା ଆଉ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା , ଜୁଇରୁ ଉଠି କଥା କହିଲା ମଲା ମଣିଷ …….

0

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ ବା କେ କରିବ ଅନ୍ତ”। ତେବେ ଏହା କହିବାର ଅର୍ଥ ହେଉଛି ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଚାହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ର ରାଜା ଜମ ରାଜା ତାଙ୍କୁ କେବେ ହେଲେ ନିଜ ସହ ନେଇପାରିବେ ନାହିଁ । ସାଧାରଣତଃ ଆମେ ବିଶ୍ୱାସ କରିଥାଉ କି ଜଣେ ବ୍ୟକ୍ତି କିପରି ଭାବରେ ନିଜର ଜୀବନ ଯାପନ କରିବେ ସେ ବିଷୟରେ ସେ ନିଜେ ନିଷ୍ପତ୍ତି ନେବେ ମାତ୍ର କେଉଁ ସମୟରେ ଜନ୍ମ ନେବେ ଏବଂ କେଉଁ ସମୟରେ ମୃତ୍ୟୁ ବରଣ କରିବେ ତାହା କାହାଙ୍କ ହାତରେ ନଥାଏ ।

ତେବେ ଏହି ଉକ୍ତି ତଥା ଲୋକବାଣୀ କୁ ସତରେ ପ୍ରକାଶିତ କରିଛନ୍ତି ଜଣେ ୫୪ ବର୍ଷୀୟ ବୃଦ୍ଧ । ତେବେ ଆସାନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ । ଜୀଅନ୍ତା ଜୁଇ ରୁ ଉଠି କଥା ହେଉଛି ଶବ ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସମସ୍ତ ଲୋକ ।ଏହିପରି ଏକ ବିସ୍ମିତ କର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଷୋଡ଼ଶ ଗ୍ରାମ ରେ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି କଣ ଥିଲା ।

ସୂଚନାଯୋଗ୍ୟ ଯେ , ଗଞ୍ଜାମ ଜିଲ୍ଲାର ଷୋଡ଼ଶ ଗ୍ରାମ ଜଣେ ୫୪ ବର୍ଷୀୟ ବୃଦ୍ଧ ସୀମାଞ୍ଚଳ ମହାନ୍ତି ଚାରି ଦିନ ପୂର୍ବରୁ ଗ୍ରାମ ପାଖରେ ଥିବା ଏକ ଜଙ୍ଗଲ କୁ ତାଙ୍କ ଛେଳି ଓ ମଇଁଷି ମୁଣିବାକୁ ଜାଣିଥିଲେ ।ତେବେ ସନ୍ଧ୍ୟା ବେଳ କୁ ସମସ୍ତ ଛେଳି ଓ ମଇଁଷି ତ ଫେରିଆସି ଥିଲେ କିନ୍ତୁ ଫେରି ନଥିଲେ ସୀମାଞ୍ଚଳ ।ତେଣୁ ବିଳମ୍ବ ସମୟ ପର୍ଯ୍ୟନ୍ତ ସେ ନ ଫେରିବା ରୁ ତାଙ୍କର ପରିବାର ଲୋକ ଓ ଗ୍ରାମ ବାସୀ ତାଙ୍କୁ ଖୋଜିବା ପାଇଁ ବାହାରିଲେ ।ମାତ୍ର ସେମାନେ ନିରାଶ ହୋଇ ଫେରିଲେ ।ତା ପର ଦିନ ସକାଳେ ପୁଣି ଖୋଜିବା ରୁ ତାଙ୍କୁ ଅଚେତ ଅବସ୍ଥାରେ ଜଙ୍ଗଲ ର ଏକ କୋଣ ରେ ପାଇଥିଲେ।

କିନ୍ତୁ ସେ କୌଣସି କଥା ହେଉନଥିଲେ କି ତାଙ୍କ ଶରୀରର କୌଣସି ଅଙ୍ଗ କାମ କରୁନଥିଲା । ତେଣୁ ସମସ୍ତ ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ତାଙ୍କର ତାଙ୍କ ଶବ ଦାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।ସେତେବେଳେ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ଚେତା ଆସିନଥିଲା ।କିନ୍ତୁ ଯେତେବେଳେ ତାଙ୍କୁ ଜୁଇ ରେ ସୋଇଦିଆଗଲା ଏବଂ ତଳୁ ନିଆଁ ଲଗା ଗଲା ସେତେବେଳେ ହଟାତ ସେ ଉଠିଗଲେ ଏବଂ କଥା ହେଲେ ।

ଏହା ଦେଖି ସମସ୍ତ ଙ୍କର ହୋସ ଉଡ଼ିଗଲା ।କେହି ବିଶ୍ୱାସ କରିପାରିଲେ ନାହିଁ କି ଏୟ ପ୍ରକୃତ ଥିବା କି କଳ୍ପନା ।ତେବେ ସୀମାଞ୍ଚଳ ଜୁଇ ରୁ ଉଠି ସମସ୍ତ ଙ୍କ ସହ କଥା ମଧ୍ୟ ହୋଇଥିଲେ ।ତେବେ ତାଙ୍କୁ ନେଇ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା ପରେ ଡାକ୍ତର କହିଛନ୍ତି କି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।